Odisha Link
Bridging the Missing Links in Odisha
Browsing Tag

Elephant Attack

ହାତୀ ଆକ୍ରମଣରେ ୨ ମୃତ

ଲାଠିକଟା: ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକ ଅଞ୍ଚଳରେ ଦନ୍ତା ଆତଙ୍କ। ହାତୀ ଆକ୍ରମଣରେ ଦୁଇ ଜଣଙ୍କ ଜୀଵନ ଚାଲିଯାଇଛି। ଆଜି ସକାଳେ ମଲଙ୍ଗା ଗ୍ରାମର ଗାନ୍ଦୁରୁ ଓରାମ ସକାଳୁ ନିଜ ଘର ନିକଟସ୍ଥ ବଗିଚାରେ କାମ କରୁଥିବା ବେଳେ ଏକ ଦନ୍ତାହାତୀ ତାଙ୍କୁ ଟେକି କଚାଡ଼ି ମାରିଦେଇଥିଲା। ଏଥିସହ, କନରସୁଆଁ ଗ୍ରାମ…

ଟେକି କଚାଡ଼ିଲା ଦନ୍ତାହାତୀ, ୨ ଗୁରୁତର

ବାଂଶପାଳ: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅନ୍ତର୍ଗତ ଜମ୍ୱିରିପଶି ଗ୍ରାମରେ ଦନ୍ତାହାତୀ ଆକ୍ରମଣରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଗୋଠଛଡା ଦନ୍ତା ଆତଙ୍କରେ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଆଜି ସକାଳେ ଗ୍ରାମର ଚନ୍ଦ୍ରମଣି ବାରିକ ଓ ହାରମଣି ମହାକୁଡଙ୍କୁ ଆକ୍ରମଣ କରିିଛି। ସେମାନେ ସକାଳୁ…

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ, ୨…

ମୋରଡ଼ା : ମୋରଡ଼ା, ବେତନଟୀ, ରାସଗୋବିନ୍ଦପୁର ବ୍ଲକ ଅଞ୍ଚଳରେ ହାତୀ ପଲ ତାଣ୍ଡବ ରଚୁଛନ୍ତି। ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହେବା ସହ ଦୁଇଜଣ ଗୁରୁତର ହୋଇଛନ୍ତି । ଗତ କିଛି ଦିନ ହେବ ରବିବାର ଦିନ ମଧ୍ୟ ରାସଗୋବିନ୍ଦପୁର ବ୍ଲକ ଅଞ୍ଚଳରେ ଜଣଙ୍କୁ ହାତୀ ଦଳି ମାରିଦେଇଥିଲା। ଜିଲ୍ଲାର କରଞ୍ଜିଆ…

ହାତୀ ଆକ୍ରମଣରେ ଚାଷୀ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଏନଏଚ-୫୫ ନିକଟ ମୂଷାପାପୁଲି ଇସ୍କନ ମନ୍ଦିର ନିକଟରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତମ ଜଣଙ୍କ ହେଉଛନ୍ତି ନାମ ପାଣ୍ଡବ ସାହୁ। ସେହିପରି ହାତୀ ଆକ୍ରମଣରେ ଅନ୍ୟ ଜଣେ ଆହତ ଥିବା ଜଣାପଡିଛି। ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ମିଳିଥିବା…

ପରିବା ତୋଳିବା ପାଇଁ ଯାଇ ହାତୀ ଆକ୍ରମଣର…

ଢେଙ୍କାନାଳ: ଆଜି ଭୋର ସମୟରେ ଢେଙ୍କାନାଳ ସଦର ରେଞ୍ଜ୍ ବନାଞ୍ଚଳରେ ଜଣେ ମହିଳାଙ୍କୁ ହାତୀ ନିଜ ଶୁଣ୍ଢରେ କଚାଡ଼ି ଦେଇଥିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମହିଳାଜଣଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁସାରେ,…

ହାତୀ ଭୟରେ ସ୍କୁଲ ଛୁଟି

ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲି ଶଙ୍ଖଚିଲାରେ ବଣୁଆ ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଆହତ ହୋଇଛନ୍ତି। ମୃତକ ହେଲେ ଗୋଡିପାଟଣା ଗାଁର ଚିନ୍ତାମଣି ରାମ ଓ ଚିନ୍ତାମଣି ରାମ। ଏକ ବଣୁଆ ହାତୀ ଏହି ଅଞ୍ଚଳକୁ ପଶିଆସି ତାର ଉତ୍ପାତ ଜାରି ରଖିଛି। ତା ସାମ୍ନାରେ ଯିଏ ପଡୁଛି ତାକୁ…

ଦଳିଦେଲା ଦନ୍ତା

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରେ ଗତକାଲି ରାତିରେ ୨ ଜଣଙ୍କୁ ଦଳି ମାରିଦେଇଛି ଦନ୍ତା। ମୃତକଦ୍ୱୟ ହେଲେ ହଜ୍ ଗାଁର ବଂଶୀଧର ଛୁଆଳ ସିଂହ ଓ କଲରାଝର ଗାଁର ସନାତନ ପ୍ରଧାନ। ହାତୀ ବଂଶୀଧର ଓ ସନାତନଙ୍କ ଘର ଭାଙ୍ଗି ଦେଇ ସେମାନଙ୍କୁ ପାଦରେ ଦଳି ଦେଇଥିଲା। ସୂଚନା ମୁତାବକ ବିଳମ୍ବିତ…

ନାବାଳିକାଙ୍କୁ ଦଳି ମାରିଦେଲା ହାତୀ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ଦୁଇ ଦିନ ହେବ ହାତୀର ଉତ୍ପାତ ଜାରି ରହିଛି। ଏହି ହାତୀ ଏବେ ଉଭୟ ବନ ବିଭାଗ ଓ ଜନ ସାଧାରଣଙ୍କ ନିଦ ହଜାଇ ଦେଇଛି। ମିଳିଥିବା ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ସାହରପଡା ବ୍ଲକ ତେଣ୍ଡେରା ପଞ୍ଚାୟତ ହରିହରପୁର ଗ୍ରାମରେ ଜଣେ ୧୦ ବର୍ଷର ନାବଳିକାଙ୍କୁ କଚାଡି…

ହାତୀ ନେଲା ମହିଳାଙ୍କ ଜୀବନ

ବାରିପଦା : ଆଜି ସକାଳେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଗୋଷାଣିପାଳ ଠାରେ ଏକ ଅଭାବନିୟ ଘଟଣା ଘଟିଯାଇଛି । ଜଣେ ମହିଳା ଗାଁ ନିକଟ ନଦୀ କୂଳକୁ ସକାଳେ ଶୌଚ ହେବାକୁ ଯାଇଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ହାତୀ ଆକ୍ରମଣରେ ତାଙ୍କର ମହିଳାଙ୍କ ମୃତ୍ୟୁ ହୋଇଛି । ମୃତା ମହିଳାଜଣକ ହେଲେ ସ୍ନେହଲତା…

ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ

ରାଉରକେଲା: ରାଉରକେଲା ହାତୀବାରୀ ଥାନା ଗୋଟିଟାଙ୍ଗର ଗାଁରେ ଘଟିଛି ଘଟଣା। ମୃତକ ଜଣଙ୍କ ଏମଡି ମାସୁଦ ଆଲାମ ଅଟୋରେ ଝାଡ଼ଖଣ୍ଡ ଓଡ଼ଗାଁରୁ ରାଉରକେଲା ବିଶ୍ରା ଫେରୁଥିବା ହାତୀ ଆକ୍ରମଣରେ ମୃତ। ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ। ମିଳିଥିବା ସୂଚନା ଅନୁସାରେ ଗତକାଲି ରାତି ୯ଟା ସମୟରେ ଅଟୋରେ…