Odisha Link
Bridging the Missing Links in Odisha

ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ୍

କୋରାପୁଟ: ବିଳମ୍ବିତ ରାତିରେ ମାଲବାହୀ ଟ୍ରେନର ୧୨ ଟି ବଗି ଲାଇନଚ୍ୟୁତ ହୋଇଛି । ତେବେ ଲାଇନଚ୍ୟୁତର କାରଣ ଜଣା ପଡ଼ି ନାହିଁ ଓ ଉଦ୍ଧାର କାମ ଜାରି ରହିଛି।

ଛତିଶଗଡ଼ କିରଣ୍ଡୁଲ୍‌ରୁ ବିଶାଖାପାଟଣା ଯାଉଥିଲା ବେଳେ ମାଲ୍‌ବାହୀ ଟ୍ରେନଟି ଲାଇନ୍‌ଚ୍ୟୁତ ହୋଇଛି। ମାଲ୍‌ବାହୀଟି ମାନବାର ଷ୍ଟେସନ ନିକଟରେ  ଟ୍ରେନ୍‌ ଲାଇନଚ୍ୟୁତ ହୋଇଛି।

Comments are closed.