Odisha Link
Bridging the Missing Links in Odisha
Daily Archives

November 21, 2020

ରାଜଧାନୀରେ ଆଉ ୪୬ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଆଉ ୪୬ ଜଣ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୬୮ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି। ଚିହ୍ନଟ ୪୬ ସଂକ୍ରମିତଙ୍କ ମଧ୍ୟରୁ ସଙ୍ଗରୋଧ…

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଚିଠି…

ଭୁବନେଶ୍ୱର: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖରିଫ ଋତୁରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ପାଇଁ ଧନ୍ୟବାଦ ଜଣାଇଛନ୍ତି ନବୀନ ପଟ୍ଟନାୟକ। ତ୍ରିପାକ୍ଷିକ ଚୁକ୍ତି ଅନୁସାରେ ସହଯୋଗ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ନବୀନ। ଝାଡଖଣ୍ଡ…

ଲଘୁଚାପ କ୍ଷେତ୍ର ସୃଷ୍ଟି, ବର୍ଷା ଆଶଙ୍କା

ଭୁବନେଶ୍ୱର: ଭାରତ ମହାସାଗର ଓ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ପରବର୍ତ୍ତୀ ୪୮ ଘଣ୍ଟାରେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଏହା ଅବପାତର ରୂପ ନେବ। ଅବପାତ ରୂପ ନେବା ପରେ ୪୮ ଘଣ୍ଟାରେ ଅଧିକ ଘନିଭୂତ ହେବା ସମ୍ଭାବନା ରହିଛି। ଆସନ୍ତା ୨୫ ବେଳକୁ ପଶ୍ଚିମଉତ୍ତରକୁ ଗତି କରି…

ମୁଣ୍ଡ ପିଟିଲେ ତାରା

ଭୁବନେଶ୍ବର: ସ୍କୁଲ୍‌ ବନ୍ଦ ପ୍ରସଙ୍ଗରେ ମୁଣ୍ଡ ପିଟିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି। ସ୍କୁଲ ବନ୍ଦ ପ୍ରସଙ୍ଗ ନେଇ ଅପରାହ୍ଣ ଅଧିବେଶନରେ ଗୃହରେ ପ୍ରବଳ ହଟ୍ଟଗୋଳ। ବିରୋଧୀ ଦଳ ପକ୍ଷରୁ ଗୃହରେ ହୋହାଲ୍ଲା ଓ ପାଟିତୁଣ୍ଡ। ବାଚସ୍ପତିଙ୍କ ସମ୍ମୁଖ ଫାଇଭରରେ ମୁଣ୍ଡ ପିଟିଲେ କଂଗ୍ରେସ ବିଧାୟକ ତାରା…

ବିଧାୟକଙ୍କ କୋଭିଡ ରିପୋର୍ଟ ଦ୍ୱନ୍ଦ୍ୱରେ

ଭୁବନେଶ୍ୱର: ବିଧାନସଭା ଶୀତଅଧିବେଶନର ଆଜି ଦ୍ବିତୀୟ ଦିନ। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ଶୀତଅଧିବେଶନ ପାଇଁ ବିଧାୟକଙ୍କ ସମେତ ଅନ୍ୟ କର୍ମଚାରୀଙ୍କ କୋଭିଡ ଟେଷ୍ଟ କରାଯାଇଥିଲା। ନେଗେଟିଭ ରିପୋର୍ଟ ଆସିଥିବା ବିଧାୟକମାନେ ହିଁ ଗୃହ କାର୍ଯ୍ୟରେ ଅଂଶ ଗ୍ରହଣ କରୁଛନ୍ତି। ତେବେ କୋଭିଡ ଟେଷ୍ଟ…

ସ୍କୁଲ ବନ୍ଦ ନୁହେଁ, ଛାତ୍ରଛାତ୍ରୀଙ୍କୁ…

ଭୁବନେଶ୍ୱର: ସ୍କୁଲ ବନ୍ଦ ପ୍ରସଙ୍ଗରେ ଗୃହରେ ଉତ୍ତର ରଖିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ। ସେ କହିଛନ୍ତି ଯେ, ‘ ସ୍କୁଲ ବନ୍ଦ ନୁହେଁ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ରାଜ୍ୟରେ ୭ ହଜାର ୭୭୨ ସ୍କୁଲ ବନ୍ଦ କରିବା ପାଇଁ ପ୍ରସ୍ତାବ ଅଛି। ୧୪ ହଜାର…

ତାରାଙ୍କ ଆତ୍ମ ହତ୍ୟା ଧମକ

ଭୁବନେଶ୍ବର: ବିଧାୟକ ତାରା ବାହିନୀପତି ଆତ୍ମହତ୍ୟା ଧମକ ଦେଇଛନ୍ତି। ସେ କହିଛନ୍ତି ଯେ ସରକାର ଏହି ନିଷ୍ପତ୍ତି ନ ବଦଳାଇଲେ ବାଚସ୍ପତିଙ୍କ ସମ୍ମୁଖରେ ଆତ୍ମହତ୍ୟା କରିବେ। ତାରା ବାହିନୀପତି ବେକ କାଟିଦେବେ ବୋଲି ଧମକ ଦେଇଛନ୍ତି। ସୂଚନାଯୋଗ୍ୟ, ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନରେ ରାଜ୍ୟରେ ୟୁପି ସ୍କୁଲ…

ଚର୍ଚ୍ଚାରେ ୧୧ କୋଟିର ପାରା!

ନୂଆଦିଲ୍ଲୀ: ସାରା ବିଶ୍ବରେ ଏକ ପାରାକୁ ନେଇ ଲାଗି ରହିଛି ଚର୍ଚ୍ଚା। କାରଣ ଚର୍ଚ୍ଚାରେ ରହୁଥିବା ପାରାଟି ନିକଟରେ ବିକ୍ରି ହୋଇଛି। ଯାହାର ମୂଲ୍ୟ ଶୁଣିଲେ ଆପଣମାନେ ମଧ୍ୟ ବିଶ୍ବାସ କରିବେ ନାହିଁ। ହେଲେ କଥାଟି ସତ। ବେଲ୍‌ଜିଅମ୍‌ର ଏକ ପାରା ଭାରତୀୟ ମୁଦ୍ରାରେ ଏଗାର କୋଟି ଏଗାର ଲକ୍ଷ ଅଣାନବେ ହଜାର…

ପୂର୍ବ ବିବାଦକୁ କେନ୍ଦ୍ର କରି…

ତରଭା: ଦଇତପୁର ଗ୍ରାମରେ ଶୁକ୍ରବାର ରାତିରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି। ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଜଣକ ହେଲେ ପୀତାମ୍ବର ମହାକୁର। ପୂର୍ବ ବିବାଦରୁ ଏହି ହତ୍ୟାକାଣ୍ଡଟି ହୋଇଛି। ସୂଚନା ଅନୁସାରେ, ଗତ ରାତି ପ୍ରାୟ ୮.୩୦ରେ ଚାରିପାଞ୍ଚ ଜଣ ବ୍ୟକ୍ତି ତାଙ୍କୁ ଘରୁ ଟାଣି ଆଣି ଟାଙ୍ଗିଆ,…

ସଡ଼କ ଦୁର୍ଘଟଣାରେ କଣ୍ଟେନର ଚାଳକ ମୃତ

ରୁପସା: ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାଟି ବାଲେଶ୍ବର ଜିଲ୍ଲାର ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥର ହଳଦୀପଦା ଠାରେ ଘଟିଛି। ମୃତକଙ୍କ ପରିଚୟ ମିଳି ପାରି ନାହିଁ । ମିଳିଥିବା ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗରୁ ବାଲେଶ୍ଵର ଅଭିମୁଖେ ଆସୁଥିବା ବେଳେ ଏକ କଣ୍ଟେନର ରାସ୍ତାରେ ଯାଉଥିବା…