Odisha Link
Bridging the Missing Links in Odisha

ସଡ଼କ ଦୁର୍ଘଟଣାରେ ୭ ବର୍ଷର ଶିଶୁ ଗୁରୁତର

ସମ୍ବଲପୁର : ସଡ଼କ ଦୁର୍ଘଟଣାରେ ୭ ବର୍ଷର ଶିଶୁ ଗୁରୁତର। ଏହି ଦୁର୍ଘଟଣାଟି ଆଜି ସମ୍ବଲପୁର ଜିଲ୍ଲା ରେଢାଖୋଲ – ନାକଟିଦେଉଳ ରାସ୍ତାର ଡଇଁଚା ନିକଟରେ ଘଟିଛି ।

ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକଙ୍କ ଉକ୍ତ ଅଞ୍ଚଳରେ ରାସ୍ତାରୋକ କରିଛନ୍ତି। ତେବେ ଦୁର୍ଘଟଣା ପରେ ଟ୍ରକଟି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା କିନ୍ତୁ ୧୦ କିମିପରେ ପୁଲିସ ଜବତ କରିଛି ବୋଲି ସୂଚନା ମିଳିଛି।

Comments are closed.