Odisha Link
Bridging the Missing Links in Odisha
Daily Archives

November 22, 2020

ରାଜ୍ୟରେ ୯୦୫ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ରାଜ୍ୟରେ ଆଜି ୯୦୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାସହିତ ଆଜି ସୁଦ୍ଧା ରାଜ୍ୟରେ ମୋଟ ୩୦୫୮୧୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । https://twitter.com/HFWOdisha/status/1330503597092724740 ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…

ମଦ ସରିଯିବାରୁ ସାନିଟାଇଜର ପିଇ ୭ ମୃତ

ଋଷ: ନିଶା ଅବସ୍ଥାରେ ମଦ ସରିଯିବାରୁ ସାନିଟାଇଜର ପିଇ ଦେଇଥିଲେ ପାର୍ଟିରେ ଥିବା ଉକ୍ତ ଲୋକ। ଏହି ଘଟଣାଟି ଋଷର ତାତିସ୍ତିକ ଜିଲ୍ଲାର ତୋମତେର ଗ୍ରାମରେ ହୋଇଛି। ସୂଚନା ଅନୁସାରେ, ପାର୍ଟି ଚାଲିଥିବା ବେଳେ ମଦ ସରିଯିବାରୁ ନିଶାରେ ଥିବା କିଛି ଲୋକ ପାଖରେ ଥିବା ଏହା ପରେ ସାନିଟାଇଜର ପିଇଥିବା ଲୋକମାନଙ୍କର…

ରାଜ୍ୟସରକାରଙ୍କ ସ୍କୁଲ ବନ୍ଦ ନିଷ୍ପତି…

ଭୁବନେଶ୍ୱର : ପାଠ ପଢିବା ପିଲାମାନଙ୍କର ମୌଳିକ ଅଧିକାର। କିନ୍ତୁ ରାଜ୍ୟସରକାର ଏଠି ପିଲାଙ୍କୁ ସେମାନଙ୍କ ଅଧିକାରରୁ ବଂଚିତ ରଖି ସେମାନଙ୍କ ଭବିଷ୍ୟତକୁ ଅନ୍ଧକାର ଭିତରକୁ ଠେଲି ଦେବା ପାଇଁ ପ୍ରୟାସ କରୁଛନ୍ତି। କେନ୍ଦ୍ରସରକାର ଶିକ୍ଷା ଅଧିକାର ଆଇନ ଲାଗୁ କରିଥିବାବେଳେ ରାଜ୍ୟସରକାର ଏଠି ବାଧକ ସାଜୁଛନ୍ତି…

ସ୍କୁଲ ମିଶ୍ରଣ ନେଇ ବଦଳିଲା ନିଷ୍ପତ୍ତି

ଭୁବନେଶ୍ୱର: ୨୦ ନୁହେଁ ଏଣିକି ୧୫ରୁ କମ୍ ପିଲା ଥିବା ସ୍କୁଲରେ ହେବ ମିଶ୍ରଣ । ଏହା ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ସିଡୁଲ ଏରିଆରେ ସ୍କୁଲ ମିଶ୍ରଣ ନିଷ୍ପତ୍ତି ବଦଳାଇଲେ ସରକାର। ସିଡୁଲ ଏରିଆରେ ଏଭଳି ପାଖାପାଖି ୩ ହଜାର ସ୍କୁଲ ଥାଇପାରେ। ରାଜ୍ୟରେ ୭୭୭୨ ସ୍କୁଲ୍‌କୁ ମିଶ୍ରଣ ପାଇଁ…

ଡାଲାଅଟୋ ଧକ୍କାରେ ବାଇକ ଚାଳକ ମୃତ

ବ୍ରହ୍ମପୁର: ଡାଲାଅଟୋ ଧକ୍କାରେ ଜଣେ ବାଇକ ଚାଳକର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାଟି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧୀନସ୍ଥ ପଦ୍ମନାଭପୁୁର- ଓଡାସିଙ୍ଗି ମଧ୍ୟରେ ରହିଥିବା ଏକ ରାଇସ୍ ମିଲ ନିକଟରେ ରବିବାର ମଧ୍ୟାହ୍ନରେ ଘଟିଛି। ମୃତ ଜଣକ ଦିଗପହଣ୍ଡି ବ୍ଲକ ଇଲାକାର ଧର୍ମେନ୍ଦ୍ର ରେଡ୍ଡୀ  ଓ ଗୁରୁତର…

ମୋହନା ଥାନାରୁ ୪ ପୁଲିସ ନିଲମ୍ବିତ

ପାରଳାଖେମୁଣ୍ଡି: ମୋହନା ଥାନାରୁ ୪ ପୁଲିସ ନିଲମ୍ବିତ କରାଯାଇଛି। ଏହା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୀତାରାମ ଶତପଥୀ ସୂଚନା ଦେଇଛନ୍ତି।  ସୂଚନା ଅନୁସାରେ, ପରିସରରୁ ଜଣେ ଅଭିଯୁକ୍ତ ଗଞ୍ଜେଇ ମାଫିଆ ଫେରାର ହୋଇଯାଇଥିଲେ କିନ୍ତୁ ପୁଲିସ ତାର ଟେର ପାଇ ନଥିଲେ । ତେବେ କର୍ତ୍ତବ୍ୟରେ ଅବହେଳା ଯୋଗୁ ଚାରି…

ଆଇନ ବାହାରକୁ ଯାଇ ସରକାର କିଛି…

ଭୁବନେଶ୍ୱର: ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସ୍କୁଲ ବନ୍ଦ ନେଇ ଗୃହରେ ଉତ୍ତର ରଖଛନ୍ତି । ମନ୍ତ୍ରୀ କହିଛନ୍ତି, ଉଦେଶ୍ୟ ମୂଳକ ଭାବେ ସରକାର କିଛି କରିନାହାନ୍ତି। ଆଇନ ବାହାରକୁ ଯାଇ କିଛି କରିନାହାନ୍ତି ସରକାର। ଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ଆମର ଲକ୍ଷ୍ୟ । ଗଣଶିକ୍ଷା ମନ୍ତ୍ରୀ ଦାସ…

ଦଶପଲ୍ଲାରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ…

ଦଶପଲ୍ଲା :ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ) ଦ୍ୱାରା କରାଯାଉଥିବା ସାମାଜିକ କାର୍ଯ୍ୟ ଯୋଗୁଁ ସଂଗଠନରେ ଲୋକଙ୍କ ବିଶ୍ୱାସ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏହା ଥିଲା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ମୁଖ୍ୟ  ମୋହନ ଭାଗବତଜୀଙ୍କର କିଛି ଦିନ ତଳର ବକ୍ତବ୍ୟ । ଦେଶରେ ବନ୍ୟା ବାତ୍ୟା ଠାରୁ…

ପୋଖରୀରେ ବୁଡ଼ି ୨ ଭଉଣୀ ମୃତ

ମାଲକାନଗିରି: ପୋଖରୀରେ ବୁଡ଼ି ୨ ଭଉଣୀ ମୃତ୍ୟୁ ବରଣ କରିଛନ୍ତି।ମୃତକ ୨ ଭଉଣୀ ହେଲେ ମୋହିନୀ ଗଙ୍ଗା (୫) ଓ ଯବନୀ ଗଙ୍ଗା (୨)।ଏହି ଅଭାବନୀୟ ଘଟଣାଟି ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ମାକନପାଲ୍ଲୀ ଗାଁରେ ଘଟିଛି। ସେମାନେ ମା’ ସହିତ ବିଲକୁ ଯାଇଥିଲେ। ସୂଚନା ଅନୁସାରେ ମାକନପାଲ୍ଲୀ ଗାଁର ଓଗାଳ…

ଡିପ୍ରେସନରେ ପରିଣତ ହୋଇପାରେ ଲଘୁଚାପ

ଭୁବନେଶ୍ୱର: ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଡିପ୍ରେସନରେ ପରିଣତ ହୋଇପାରେ। ଏହାର ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ଏହି ସିଷ୍ଟମ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ୨୫ ତାରିଖ ବେଳକୁ ଏହା ତାମିଲନାଡୁ…