Odisha Link
Bridging the Missing Links in Odisha

ବିଧାନସଭା: ୩ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ଅପରାହ୍ନ ୩ଟା ଯାଏଁ ବିଧାନସଭା ମୁଲତବୀ। ନୟାଗଡ ପରୀ ହତ୍ୟା ପ୍ରସଙ୍ଗକୁ ନେଇ ବିଧାନସଭାରେ ପ୍ରବଳ ହୋହଲ୍ଲା। ଗୃହରେ ବିଜେପି ଓ କଂଗ୍ରେସ ସଦସ୍ୟମାନେ ହୋହଲ୍ଲା କରିଛନ୍ତି। ନୟାଗଡ ପରୀ ହତ୍ୟା ମାମଲାରେ କୃଷି ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗୃହରେ ହୋହଲ୍ଲା ହୋଇଛି।

ବ୍ୟାନର ଧରି ବାଚସ୍ପତିଙ୍କ ପୋଡିଅମ ନିକଟରେ ପ୍ରତିବାଦ କରିଥିଲେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟ। ଫଳରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଅପରାହ୍ନ ୩ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଛନ୍ତି।

Comments are closed.