Odisha Link
Bridging the Missing Links in Odisha
Daily Archives

November 26, 2020

ନୟାଗଡ଼: ପରୀ ହତ୍ୟା ପଛରେ ଏହି ୬ଟି କାରଣ

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ୫ ବର୍ଷର ନିଷ୍ପାପ ବାଳିକା ଅମୃତା ସ୍ନେହା ସାହୁ ଓରଫ୍‌ ପରୀ ହତ୍ୟାକାଣ୍ଡର ରହସ୍ୟ ଉପରୁ ପରଦା ହଟାଇବାରେ ଜିଲ୍ଲା ପୁଲିସ ବିଫଳ ହେବା ପରେ ସରକାର ଏ ମାମଲାକୁ କ୍ରାଇମ୍‌ ବ୍ରାଞ୍ଚକୁ ହସ୍ତାନ୍ତର କରିଛନ୍ତି। ବିଧାନସଭା ଚାଲିଥିବା ସମୟରେ ପରୀ ପ୍ରସଙ୍ଗକୁ ରାଜନୈତିକ ରୂପ ଦେବାର…

ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା

ଭୋପାଳ: ପୁଣି ଜଣେ କରୋନା ଯୋଦ୍ଧା ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ବୁନ୍ଦେଲଖଣ୍ଡ ସରକାରୀ ମେଡିକାଲ କଲେଜର ୨୬ ବର୍ଷ ବୟସ୍କ ଡାକ୍ତର ଶୁଭମ ଉପାଧ୍ୟାୟ ନିଜେ ଏହି ଭୟଙ୍କର ମହାମାରୀର ଶିକାର ହୋଇଛନ୍ତି। ବୁଧବାର ଭୋପାଳର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ପରଲୋକ ଘଟିଛି। ସୂଚନାଯୋଗ୍ୟ, ଏହା ଡକ୍ଟର…

ବନ୍ଦ ହେବ ଉତ୍କଳ ଗୌରବ ମଧୁସୂଦନଙ୍କ ଗାଁ…

କଟକ: ସ୍କୁଲ ମିଶ୍ରଣ ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ସିଡ୍ୟୁଲ୍‌ଡ ଏରିଆରେ ୧୫ରୁ କମ୍ ଓ ନନ୍‌ସିଡ୍ୟୁଲ୍‌ଡ ଏରିଆରେ ୨୦ରୁ କମ୍‌ ପିଲାଥିବା ସ୍କୁଲକୁ ଅନ୍ୟ ସ୍କୁଲରେ ମିଶ୍ରଣ କରାଯିବ ବୋଲି ରବିବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ କହିଥିଲେ। ଏଥିରୁ ସ୍ପଷ୍ଟ ଯେ ରାଜ୍ୟ ସରକାର ସ୍କୁଲ…

ଭାରତର ସମ୍ବିଧାନ ସାରା ବିଶ୍ୱରେ ଗୁରୁତ୍ୱ…

ଭୁବନେଶ୍ୱର : ଦେଶର ସମ୍ବିଧାନ ସର୍ବୋପରି। ସମ୍ବିଧାନ ଏବଂ ଆଇନକୁ ସରଳୀକରଣ କରି ସାଧାରଣ ଲୋକ ବୁଝିଲା ପରି କରିବାର ଆବଶ୍ୟକତା ରହିଛି। ସବୁ ନାଗରିକ ଭାରତୀୟ ସମ୍ବିଧାନକୁ ପଢିବା ଏବଂ ବୁଝିବା ଦରକାର। ନିଜର କର୍ତବ୍ୟ ନିଷ୍ଠାପର ଭାବେ ପାଳନ କଲେ ଅଧିକାର ଆପେ ଆପେ ମିଳିବ ବୋଲି ପ୍ରଧାନମନ୍ତ୍ରୀ …

ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର…

ଭୁବନେଶ୍ୱର: ପରୀ ହତ୍ୟାକାଣ୍ଡର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ନୁହେଁ ବରଂ ସିବିଆକୁ ହସ୍ତାନ୍ତର କରାଯାଉ । ଏହି ଘଟଣାରେ ଶାସକ ଦଳ ମନ୍ତ୍ରୀ ଅରୁଣ ସାହୁଙ୍କ ସଂପୃକ୍ତି ଥିବାରୁ ଘଟଣାକୁ ଚପାଇ ଦେବା ଲାଗି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏକ ନୂଆ ନାଟକ ରଚିଛନ୍ତି। ଯେଉଁଠି ଶାସକ ଦଳର ଇଙ୍ଗିତରେ…

ପୁରୀରେ ୧୪୪ ଧାରା ଜାରି

ପୁରୀ: ପୁରୀରେ ଜାରି ହେଲା ୧୪୪ ଧାରା। ନାଗାର୍ଜୁନ ବେଶ ଲାଗି ପାଇଁ ପାଇଁ ପୁଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ବୋଲି ପୁଲିସ୍ ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସମସ୍ତ ତଥା ବିଶେଷ କରି ପୁରୀର ନାଗରିକଙ୍କ ସ୍ୱାସ୍ଥ୍ୟ ପ୍ରତି ସର୍ବୋଚ୍ଚ ପ୍ରାଥମିକତା ଦେବା ଏବଂ…

ଆକତଙ୍କବାଦୀ ଆକ୍ରମଣରେ ୨ ଯବାନ ସହିଦ

ଶ୍ରୀନଗର : ଆଜି ଅପରାହ୍ନରେ ସନ୍ଦିଗ୍ଧ ଆତଙ୍କବାଦୀ ଓ ସୁରକ୍ଷା ବାହିନୀ ମୁହାଁ ମୁହିଁ ହୋଇଛନ୍ତି। କେନ୍ଦ୍ରୀୟ କାଶ୍ମୀରର ଶ୍ରୀନଗର ଜିଲ୍ଲାର ଏଚଏମଟି ଅଞ୍ଚଳରେ ହୋଇଥିବା ଆକ୍ରମଣରେ ଦୁଇ ଯବାନ ସହିଦ ହୋଇଛନ୍ତି ଓ ୨ ସୈନିକ ଆହତ ହୋଇଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଥିଲେ।। କାଶ୍ମୀରର ଆଇଜି…

ରାଜନୈତିକ ଚକ୍ରବ୍ୟୁହରେ ନୟାଗଡ଼ର ନଥା

ନୟାଗଡ଼: ପୁଲିସ ଈଶ୍ବର ନୁହେଁ। ଅତୀତରେ ଏଭଳି ବହୁ ଘଟଣା ଘଟିଛି, ଯେଉଁଠି ସ୍ଥାନୀୟ ପୁଲିସ ଏପରିକି ରାଜ୍ୟ ପୁଲିସ ମଧ୍ୟ ଦୋଷୀକୁ ଧରିବାରେ ବିଫଳ ହୋଇଛନ୍ତି। କିଛି କ୍ଷେତ୍ରରେ ଅପରାଧୀ ଅଚିରେ ଲୁଚିଯାଇଛି ଏବଂ କ୍ରାଇମ୍‌ ବ୍ରାଞ୍ଚ୍‌ ଏପରିକି ଦେଶର ସର୍ବୋଚ୍ଚ ତଦନ୍ତ ସଂସ୍ଥାନ ସିବିଆଇକୁ ମଧ୍ୟ ଖାଲିହାତରେ…

ସିରମ୍ ଇନଷ୍ଟିଚ୍ୟୁଟ୍ ଯିବେ…

ନୂଆଦିଲ୍ଲୀ: କରୋନା ମହାମାରୀ ପ୍ରଭାବକୁ ଦେଖି ଦେଶବାସୀ କରୋନା ଟିକାକୁ ଅପେକ୍ଷା କରିଛନ୍ତି । ଏହାକୁ ନଜରରେ ରଖି ସିରମ୍ ଇନଷ୍ଟିଚ୍ୟୁଟ୍ କୋଭିସିଲ୍ଡ ଟିକା ପ୍ରସ୍ତୁତକୁ ଜୋରଦାର କରିଛି । ସିରମ୍ ଇନଷ୍ଟିଚ୍ୟୁଟ୍ ଯେଉଁ ଟିକା ପ୍ରସ୍ତୁତ କରୁଛି ତାହାର ତଦାରଖ କରିବାକୁ ୨୮ ନଭେମ୍ବର ଦିନ ସେଠାରେ…

ରାଜଧାନୀରୁ ୪୭ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜଧାନୀରୁ ୪୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୦୬୧୦ରେ ପହଞ୍ଚିଛି। https://twitter.com/bmcbbsr/status/1331928193989632001 ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୯ ଜଣ ରହିଥିବା ବେଳେ ୩୮ ଜଣ…