Odisha Link
Bridging the Missing Links in Odisha
Daily Archives

November 26, 2020

ଏନ୍‌କାଉଣ୍ଟରରେ କ୍ୟାଡ଼ର ନକ୍ସଲଙ୍କ…

ମାଲକାନଗିରି : ଏନ୍‌କାଉଣ୍ଟରରେ ଜଣେ କ୍ୟାଡ଼ର ନକ୍ସଲଙ୍କ ମୃତ୍ୟୁ ହୋଇଛି। ଏସ୍‌ଓଜି ଓ ଡିଭିଏଫ୍‌ ଯବାନମାନେ ବିପୁଳ ପରିମାଣର ମାରଣାସ୍ତ୍ର ଜବତକରିଛି। ଏସ୍ୱାଭିମାନ ଅଞ୍ଚଳର ଯନ୍ତ୍ରୀ ନିକଟସ୍ଥ ତୋଟାଗୁଡା ଜଙ୍ଗଲରେ ନକ୍ସଲ ଶିବିର ଚାଲିଥିଲା। କୌଣସି ସୂତ୍ରରୁ ଖବର ପାଇ ଏସ୍‌ଓଜି ଓ ଡିଭିଏଫ୍‌ ଯବାନ ସର୍ଚ୍ଚ…

କୁମ୍ଭୀର କାନ୍ଦଣା କାନ୍ଦିବା ସହ ବିରୋଧ…

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଚାଷୀ ଏବଂ ଶ୍ରମିକଙ୍କ ପାଇଁ ଅନେକ ପଦକ୍ଷେପ ନେଇଥିବା ବେଳେ ଆଜି ଯେଉଁ ଭାରତ ବନ୍ଦ ଡ଼ାକରା ଦିଆଯାଇଛି ବିଶେଷ ଭାବରେ କଂଗ୍ରେସ ଏଥିପାଇଁ କୁମ୍ଭୀର କାନ୍ଦଣା କାନ୍ଦିବା ସହ ବିରୋଧ କରିବା ପାଇଁ ବିରୋଧ କରୁଛି ବୋଲି ଗଣମାଧ୍ୟମ…

ପରୀ ନ୍ୟାୟ ପାଉ, ସତ୍ୟ ଉନ୍ମୋଚନ ହେଉ:…

ଭୁବନେଶ୍ବର: ଆଜି ପରୀ ହତ୍ୟା ଘଟଣାରେ ମନ୍ତ୍ରୀ ଅରୁଣ ସାହୁ ନିଜ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ପରୀ ହତ୍ୟା ଘଟଣା ମୋତେ ବ୍ୟଥିତ କରିଛି। ମୁଁ ଗଭୀର ମର୍ମାହତ। ହିଂସାକୁ ମୁଁ ବିରୋଧ କରେ। କ୍ରାଇମବ୍ରାଞ୍ଚ ତଦନ୍ତକୁ ସ୍ୱାଗତ କରୁଛି। ଯିଏ ବି ଏହି ଘଟଣା ପଛରେ ଜଡ଼ିତ ଥାଆନ୍ତୁ, କାର୍ଯ୍ୟାନୁଷ୍ଠାନ ହେଉ।

‘ସମ୍ବିଧାନ ଦିବସ’କୁ ସାମାଜିକ ଉତ୍ସବ…

ଭୁବନେଶ୍ୱର: ଭାରତୀୟ ସମ୍ବିଧାନ ସମସ୍ତଙ୍କୁ ବାକ୍ ସ୍ୱାଧୀନତା ଏବଂ ମୌଳିକ ଅଧିକାର ଦେବା ସହ ସାଧାରଣ ଗରିବ ଖଟିଖିଆଙ୍କୁ ମଧ୍ୟ ମାନ୍ୟତା ଦେଇଛି। ତେଣୁ ଆଜିର ‘ସମ୍ବିଧାନ ଦିବସ’କୁ ଏକ ଉତ୍ସବ ଭାବରେ ସମସ୍ତେ ପାଳନ କରିବାର ଆବଶ୍ୟକତା ରହିଛି ବୋଲି ଗୁରୁବାର ଭୁବନେଶ୍ୱର ଠାରେ ଭାରତୀୟ ସମ୍ବିଧାନର ପ୍ରଣେତା,…

୫୪୦ ଗ୍ରାମ୍‌ ସୁନା ଜବତ, ୫ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁରରୁ ୫୪୦ ଗ୍ରାମ୍‌ ସୁନା ଜବତ। ସୁନା ଚୋରି ମାମଲାରେ ୨ ଲୁଟେରାଙ୍କୁ ଗିରଫ କରିଛି ପୋଲିସ। ୫୪୦ ଗ୍ରାମ୍‌ ସୁନା ସହ ୧୦୦ ଗ୍ରାମ୍‌ ରୁପା, ଦାମୀ କାର୍, ବାଇକ୍‌ ସ୍କୁଟି ମଧ୍ୟ ଜବତ କରାଯାଇଛି। ଏମାନେ ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ଚୋରି କରୁଥିଲେ ଏହି ଦୃବୃତ୍ତ। ଚୋରି ସୁନା…

ଲାଞ୍ଚ କାରବାରରେ ଏସିଆରେ ଭାରତ ପ୍ରଥମ

ନୂଆଦିଲ୍ଲୀ: ଦେଶରେ ଦୁର୍ନୀତିର ଚେର ବଢି ବଢି ଚାଲିଛି। ଭାରତରେ ଲାଞ୍ଚ ନ ଦେଲେ କୌଣସି କାମ ହେଉ ନଥିବା ଏକାଧିକ ସର୍ଭେରୁ ଜଣାପଡ଼ିଛି। ସ୍ଥିତି ଏପରି ହୋଇଛି ଯେ ଏସିଆ ମହାଦେଶରେ ଲାଞ୍ଚ କାରବାର ଚାଲିଥିବା ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତ ୧ ନଂ ସ୍ଥାନରେ ରହିଛି। ଭାରତରେ ଲାଞ୍ଚ କାରବାର ହାର ୩୯% ରହିଥିବା…

ବିଜେଡି ବିଧାୟକଙ୍କ ସମୁଦି ହୋଇଥାଆନ୍ତେ…

ଭୁବନେଶ୍ବର: ସରକାରୀ ଟଙ୍କା ଚଳୁ କରି ନିଜର ସମ୍ପତ୍ତି ବଢ଼ାଇବାରେ ସିଦ୍ଧହସ୍ତ ଥିଲେ ସରକାରୀ ବାବୁ। କେବଳ ସେତିକି ନୁହେଁ କଳା ଟଙ୍କାକୁ ଧଳାରେ ପରିଣତ କରିବାର କଳାରେ ଥିଲେ ନିପୁଣ। ସରକାରୀ ବାବୁଙ୍କ ପରି ତାଙ୍କ ପୁଅ ମଧ୍ୟ ଏହି କଳାରେ ଥିଲେ ମାହିର। କେବଳ ସେତିକି ନୁହେଁ ପୁନେରେ ମାସିକ ପ୍ରାୟ ୫ଲକ୍ଷ…

ବିଦେଶକୁ ଯାତ୍ରୀ ବିମାନ ଚଳାଚଳ ବାତିଲ୍

ନୂଆଦିଲ୍ଲୀ: ବଦଳିଲା ଡିସେମ୍ବର ଗାଇଡଲାଇନ। କରୋନା ମହମାରୀ ପାଇଁ ଗତକାଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଡିସେମ୍ବର ମାସ ପାଇଁ ଜାରି କରିଥିବା ଗାଇଡଲାଇନରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି। ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ଦେଇଥିବା ଅନୁମତିକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବାତିଲ କରାଯାଇଛି।…

ସମ୍ପନ୍ନ ହେଲା କାଳିଆର ଶେଷକୃତ୍ୟ

ଫୁଲବାଣୀ: କନ୍ଧମାଳର ବହୁଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗା କାଳିଆଙ୍କ ମଧ୍ୟରୁ ଗତକାଲି କାଳିଆର ମୃତ୍ୟୁ ଘଟିଥିଲା। ଆଜି କାଳିଆର ଶେଷକୃତ୍ୟ ସମ୍ପନ୍ନ ହୋଇଛି।କନ୍ଧମାଳ ଫିରିଙ୍ଗିଆ ବ୍ଲକ୍ ମିଲୁପଡ଼ାରେ କାଳିଆର ଅନ୍ତ୍ୟେଷ୍ଟି କରାଯାଇଛି। ଅନ୍ତ୍ୟେଷ୍ଟିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ବିଡିଓ…

ଘର ଜାଳି, ନିଜ ତଣ୍ଟି କାଟିଲା ମାନସିକ…

ଛେଣ୍ଡିପଦା: ଘର ଜାଳିବା ସହ ନିଜ ତଣ୍ଟି କାଟିଲା ମାନସିକ ବିକୃତ। ଗୁରୁବାର ସକାଳେ ଅନଗୁଳ ଜିଲ୍ଲା ଅନ୍ତର୍ଗତ ଛେଣ୍ଡିପଦା ଥାନା ଅଞ୍ଚଳ ଖମାର ଗ୍ରାମର ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ଘରେ ନିଆଁ ଲଗାଇବା ସହ ନିଜ ତଣ୍ଟି ଓ ପେଟକୁ କାଟି ପକାଇଛନ୍ତି। ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ସାଢ଼େ ଆଠଟା…