Odisha Link
Bridging the Missing Links in Odisha
Browsing Tag

Assembly Adjourned

ସର୍ବଦଳୀୟ ବୈଠକରେ ବାହାରିଲାଣି…

ଓଏଲ୍‌ ବ୍ୟୁରୋ: ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିନ। ଦ୍ବିତୀୟ ଦିନରେ ବେଶ୍ ଗୃହ ସରଗରମ ରହିଛି। ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ ଦେଖିବାକୁ ମିଳିଛି। ମଧ୍ୟଭାଗକୁ ଆସି ପ୍ଲାକାର୍ଡ ଧରି ବିରୋଧୀ ହୋହଲ୍ଲା କରିଛନ୍ତି। ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ ଯୋଗୁଁ ଦିନ ୧୨ଟା…

କୋଟିଆ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା…

ଓଏଲ୍‌ ବ୍ୟୁରୋ: ବିଭିନ୍ନ ପ୍ରସଙ୍ଗକୁ ନେଇ ଜାରି ରହିଛି ବିଧାନସଭା ଅଧିବେଶନ। ଗୃହରେ ବିରୋଧୀଦଳ-ଶାସକଦଳ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହେଉଥିବା ଜଣା ପଡିଛି। ତେବେ ଆଜି ସମସ୍ତ ପ୍ରସଙ୍ଗ ମଧ୍ୟରେ ଜାଲ୍ ସାର୍ଟିଫିକେଟ ଓ କୋଟିଆକୁ ନେଇ ବିଧାନସଭା ସରଗରମ ହୋଇଛି। ଉଭୟ ପ୍ରସଙ୍ଗକୁ ନେଇ…

ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ମାହାଙ୍ଗା ଡବଲ ମର୍ଡର ଘଟଣାକୁ ନେଇ ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ। ବିଧାନସଭାରେ ହଟ୍ଟଗୋଳ ଯୋଗୁଁ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ଘୋଷଣା କରାଯାଇଛି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ମୁଲତବୀ କରିଛନ୍ତି। ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ ଯୋଗୁଁ ଗୃହକୁ…

ପୁଣି ଶାସକ-ବିରୋଧୀ ମୁହାଁମୁହିଁ, ୪ଟା…

ଭୁବନେଶ୍ୱର: ଧାନ କିଣା ପ୍ରସଙ୍ଗ ନେଇ ବିଧାନସଭାର ପଞ୍ଚମ ଦିନରେ ବି ସମାନ ସ୍ଥିତି। ଗୃହ ମଧ୍ୟ ଭାଗରେ ଶାସକ-ବିରୋଧୀଙ୍କ ନାରାବାଜି ଓ ହଟ୍ଟଗୋଳ। ବିରୋଧୀ ଓ ଶାସକ ମୁହାଁମୁହିଁ ଫଳରେ ବିଧାନସଭାର ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ, ବଜେଟ ଆଲୋଚନା ସବୁ କିଛି ଫିକା ପଡ଼ିଯାଉଛି। ମଣ୍ଡିରୁ ଚାଷୀଙ୍କର ଧାନ…

ବିଧାନସଭାରୁ ରାଜଭବନ ଅଭିମୁଖେ ବିଜେଡି…

ଭୁବନେଶ୍ବର: ବିଧାନସଭାର ପଞ୍ଚମ ଦିନରେ ବି ସମାନ ସ୍ଥିତି। ଆଜି ବି ଚାଲିପାରିଲାନି ଗୃହ କାର୍ଯ୍ୟ। ଶାସକ ଏବଂ ବିରୋଧୀ ଦଳର ସଦସ୍ୟଙ୍କ ନାରାବାଜି ଓ ହଟ୍ଟଗୋଳ କାରଣରୁ ଆଜି ଦିନ ୧୨ଟା ଯାଏଁ ଗୃହକୁ ମୁଲତବି ଘୋଷଣା କରାଯାଇଛି। ସେପଟେ ବିଜେଡି ବିଧାୟକମାନେ ବିଧାନସଭାରୁ ରାଜଭବନ ଅଭିମୁଖେ ବାହାରିଛନ୍ତି।…

ବିଧାନସଭା: ପଞ୍ଚମ ଦିନରେ ବି ସମାନ…

ଭୁବନେଶ୍ୱର: ଧାନ କିଣା ପ୍ରସଙ୍ଗ ନେଇ ବିଧାନସଭାର ପଞ୍ଚମ ଦିନରେ ବି ସମାନ ସ୍ଥିତି। ଗୃହ ମଧ୍ୟ ଭାଗରେ ଶାସକ-ବିରୋଧୀଙ୍କ ନାରାବାଜି ଓ ହଟ୍ଟଗୋଳ। ବିରୋଧୀ ଓ ଶାସକ ମୁହାଁମୁହିଁ ଫଳରେ ବିଧାନସଭାର ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ, ବଜେଟ ଆଲୋଚନା ସବୁ କିଛି ଫିକା ପଡ଼ିଯାଉଛି। ଅଧା ମିନିଟ ଗୃହକାର୍ଯ୍ୟ…

ବିଧାନସଭା: ଅପରାହ୍ନ ୪ଟା ଯାଏଁ ଗୃହ…

ଭୁବନେଶ୍ୱର: ବିଧାନସଭାରେ ଶାସକ-ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ଚାଷୀଙ୍କ ଧାନ ମଣ୍ଡି ଓ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗକୁ ନେଇ ପୁଣି ଗୃହରେ ଉତ୍ତେଜନା ସୃଷ୍ଟି ହୋଇଛି । ଫଳରେ ଗୃହରେ ପୁଣି ଅଚଳାବସ୍ଥା ଜାରି ହୋଇଛି। ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା…

ବିଧାନସଭା: ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗୃହ…

ଭୁବନେଶ୍ୱର: ଆଜିଠୁ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ ହୋଇଛି। ତେବେ ଆରମ୍ଭରୁ ଗୃହରେ ହଟ୍ଟଗୋଳ ହୋଇଛି। ଫଳରେ ପୁଣି ଥରେ ଗୃହ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ଆଜି ଗୃହ କାର୍ଯ୍ୟ ଆରମ୍ଭରୁ…

ବିଧାନସଭା: ୧୧.୩୦ ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ। ଅଧିବେଶନ ଆରମ୍ଭରୁ ଗୃହରେ ହଟ୍ଟଗୋଳ ହୋଇଛି। ଫଳରେ ଗୃହକୁ ମୁଲତବୀ କରାଯାଇଛି। ମଣ୍ଡିରୁ ଧାନ ଉଠିବା ପ୍ରସଙ୍ଗକୁ ନେଇ ବିଜେପି ଓ କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ବିରୋଧୀ ଦଳର ସଦସ୍ୟମାନେ ବାଚସ୍ପତିଙ୍କ…

ବିଧାନସଭା: ଆସନ୍ତାକାଲି ଯାଏଁ ଗୃହ…

ଭୁବନେଶ୍ୱର: ଆସନ୍ତାକାଲି ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ନୟାଗଡର ‘ପରୀ’ ମାମଲାକୁ ନେଇ ଅପରାହ୍ନ ଅଧିବେଶନରେ ବି ହଟ୍ଟଗୋଳ ହୋଇଥିଲା। ବିଜେପି ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହୋହାଲ୍ଲା କରିବା ସହ ନାରାବାଜି କରିଥିଲେ। ପରୀ ମାମଲାରେ ମନ୍ତ୍ରୀଙ୍କ…