Odisha Link
Bridging the Missing Links in Odisha
Daily Archives

December 6, 2020

ଚନ୍ଦ୍ରଶେଖର ଦାଶଙ୍କ ସ୍ମୃତିକଥା ସଂକଳନ…

ଏ ପୁସ୍ତକ ପାଠକକୁ ନିଜ ଅତୀତ ସହ ଯୋଡ଼ିବ: ଡ. ଗୌରହରି ଦାସ ଭୁବନେଶ୍ବର: ବିସ୍ମୃତ ଗ୍ରାମ୍ୟ ଜୀବନର ଏକ ନିରୁତା ପ୍ରତିବେଦନ ହେଉଛି ଚନ୍ଦ୍ରଶେଖର ଦାଶଙ୍କ 'ଗାଁ କଥା' ପୁସ୍ତକ। ଗାଁକୁ ଭୋଗିଥିବା ପ୍ରତିଟି ମଣିଷ ଏ ପୁସ୍ତକ ମାଧ୍ୟମରେ ସ୍ମୃତିର ଆଇନାରେ ନିଜର ଅତୀତକୁ ଫେରିପାଇବେ ବୋଲି କହିଛନ୍ତି ପ୍ରସିଦ୍ଧ…

ବିଜେପିର ମଣ୍ଡଳ ପ୍ରଶିକ୍ଷଣ ଶିବିର…

ଖୋର୍ଦ୍ଧା: ଗଡ଼ମାଣତୀରର ମା’ରାମଚଣ୍ଡୀଙ୍କ ପୀଠରେ ଭାରତୀୟ ଜନତା ପାର୍ଟିର ଦକ୍ଷିଣ ବେଗୁନିଆ ମଣ୍ଡଳ ପକ୍ଷରୁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଦକ୍ଷିଣ ବେଗୁନିଆ ମଣ୍ଡଳ ସଭାପତି ଯଜେ୍ଞଶ୍ୱର ସୁନ୍ଦରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ…

ଇନ୍ଦୋରର ଚଇଥ୍ରାମ ଓ କବିତଖେଡ଼ିର ବାୟୋ…

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ମଧ୍ୟପ୍ରଦେଶର ଇନ୍ଦୋର ସହର ଗସ୍ତ କରି ଏକ ବୈଠକରେ ଯୋଗଦେବା ସହ ଚଇଥ୍ରାମର ଦୈନିକ ୨୦ ଟନ କ୍ଷମତା ବିଶିଷ୍ଟ ବାୟୋ-ସିଏନଜି ପ୍ଲାଂଟ, କବିତଖେଡ଼ିର ଦୈନିକ ୧୫ ଟନ କ୍ଷମତା ବିଶିଷ୍ଟ ବାୟୋ-ସିଏନଜି ପ୍ଲାଂଟ ଗସ୍ତ କରି ପ୍ଲାଂଟର ପରିଚାଳନା କାର୍ଯ୍ୟ…

ଡିସେମ୍ବର ୧୦ରେ ଭଦ୍ରକ ସହର ବନ୍ଦ

ଭଦ୍ରକ: ୧୦ ଡିସେମ୍ବର ଭଦ୍ରକ ସହର ବନ୍ଦ। ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଭଦ୍ରକ କଂଗ୍ରେସ। ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛି ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି। ଭଦ୍ରକ ଜିଲ୍ଲା ପ୍ରତି ସରକାରଙ୍କର ବୈମାତୃକ ମନୋଭାବ ପାଇଁ ଭଦ୍ରକ…

ଚଳନ୍ତା ଗାଡିରେ ଯୁବତୀଙ୍କୁ ଗଣଦୁଷ୍କର୍ମ

ଉତ୍ତରପ୍ରଦେଶ: ଚଳନ୍ତା ଗାଡିରେ ଯୁବତୀଙ୍କୁ ଗଣଦୁଷ୍କର୍ମ। ଚାରିଜଣ ଯୁବକ ଚଳନ୍ତା ଗାଡିରେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏଭଳି ଏକ ଘୃଣ୍ୟ ଘଟଣା ଘଟିଛି ଉତ୍ତରପ୍ରଦେଶର ବୁଲନ୍ଦସହରରେ। ଏହି ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରି ଘଟଣାରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତକୁ…

କ୍ଷମା ମାଗିଲେ ବଲିଉଡ୍ ଅଭିନେତା ସୈଫ୍

ମୁମ୍ବାଇ: ନିଜ ବିବାଦୀୟ ମନ୍ତବ୍ୟ ପାଇଁ କ୍ଷମା ମାଗିଲେ ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲି ଖାନ୍। ସେ ସୀତା ହରଣ ଓ ରାମ-ରାବଣ ଯୁଦ୍ଧକୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ପରେ ସୋଶାଲ୍ ମିଡିଆରେ ଜୋରଦାର୍ ଟ୍ରୋଲର ଶିକାର ହୋଇଥିଲେ। ସୈଫ୍ ଏକ ସାକ୍ଷାତକାରରେ ନିଜର ଆଗାମୀ ସିନେମା 'ଆଦିପୁରୁଷ' ବିଷୟରେ କିଛି…

ଶ୍ରେଣୀ ଗୃହରେ ବାଲ୍ୟ ବିବାହ, ଭିଡିଓ…

ନୂଆଦିଲ୍ଲୀ: ଶ୍ରେଣୀ ଗୃହରେ ବାଲ୍ୟ ବିବାହ। ବାଲ୍ୟ ବିବାହକୁ ବନ୍ଦ କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଦିଆଯାଥିବା ବେଳେ ଶ୍ରେଣୀ ଗୃହରେ ବାଲ୍ୟ ବିବାହ ଘଟଣା ଏବେ ସାମ୍ନାକୁ ଆସିଛି। ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାର ରାଜାମହେନ୍ଦ୍ରବରମର ଜୁନିଅର କଲେଜରେ ଦେଖିବାକୁ ମିଳିଛି ବାଲ୍ୟ…

ରାଜଧାନୀରେ କରୋନା: ୩୧ ନୂଆ କରୋନା…

ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ୨୪ଘଣ୍ଟାରେ ୩୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ। ବିଏମସିର ଟ୍ବିଟ୍ ଅନୁଯାୟୀ ସଙ୍ଗରୋଧରୁ ୬ ଓ ସ୍ଥାନୀୟ ଅଂଚଳରୁ ୨୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।…

ସକାଳୁ ଖାଲି ପେଟରେ ଚା ପିଇଲେ ହୁଏ ଏହି…

ସାଧାରଣତଃ ଅନେକ ଲୋକଙ୍କ ସକାଳୁ ଖାଲି ପେଟରେ ଚା’ ପିଇବା ଅଭ୍ୟାସ ଥାଏ। ତେବେ ଏହା କେତେ ଶରୀର ପାଇଁ କେତେ କ୍ଷତିକାରକ ତାହା କେହି ଜାଣିନଥାନ୍ତି। ତେବେ ଆସନ୍ତୁ ଜାଣିବା ସକାଳୁ ଖାଲି ପେଟରେ ଚା’ ପିଇବାର କୁପ୍ରଭାବ ବିଷୟରେ.. – ସକାଳୁ ଖାଲି ପେଟରେ ଚା’ ପିଇବା ଦ୍ୱାରା ଧୀରେ ଧୀରେ ପେଟରେ ଘା’…

ହାଟରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୫୦ରୁ…

ଜଗତସିଂହପୁର: ସୋମନାଥ ହାଟରେ ଭୟାବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ପାଖାପାଖି ୫୦ରୁ ଊର୍ଦ୍ଧ୍ୱ ପିଣ୍ଡି ଜଳି ଭସ୍ମୀଭୂତ ହୋଇଯାଇଛି। ଅଗ୍ନିକାଣ୍ଡ କାରଣ ସ୍ପଷ୍ଟ ହୋଇନଥିବା ବେଳେ କିଛି ଅସାମାଜିକ ଯୁବକମାନେ ସିଗାରେଟ, ବିଡ଼ି କିମ୍ବା ଗଞ୍ଜେଇ ସେବନ କରୁଥିବା ବେଳେ ଏହାର ନିଆଁରେ ଏଭଳି ଭୟାବାହ…