Odisha Link
Bridging the Missing Links in Odisha
Daily Archives

December 6, 2020

ବିଜେପି ରାଜ୍ୟ କାର୍ଯ୍ୟାଳୟରେ…

ଭୂବନେଶ୍ୱର: ଆଜି ଓଡିଶା ବିଜେପିର ରାଜ୍ୟ କାର୍ଯ୍ୟାଳୟଠାରେ ଭାରତୀୟ ସଂବିଧାନ ପ୍ରଣେତା ଡଃ, ଭୀମରାଓ ଆମ୍ବେଦକରଙ୍କର ୬୫ ତମ ମହା ପରିନିର୍ବାଣ ଦିବସ ଶ୍ରାଦ୍ଧୋତ୍ସବ ରାଜ୍ୟ ଅନୁସୂଚୀତ ଜାତି ମୋର୍ଚ୍ଚାର ସଭାପତି ଡଃ.ବିଭୁପ୍ରସାଦ ତରାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଶ୍ରଦ୍ଧାଞ୍ଜଳି ସଭାରେ…

ନାବାଳିକାକୁ ଭୟଭୀତ କରି ବାରମ୍ବାର…

ତେନ୍ତୁଳିଖୁଣ୍ଟି: ନାବାଳିକାକୁ ଭୟଭୀତ କରି ଦୁଷ୍କର୍ମ। ଏଭଳି ଏକ ଘୃଣ୍ୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପୂଜାରୀଗୁଡା ପଞ୍ଚାୟତ ଅନ୍ତର୍ଗତ କର୍ମୀଗୁଡା ଗ୍ରାମରେ। ନାବାଳିକାକୁ ଭୟଭୀତ କରି ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ କରାଯାଇଛି। ଦୁଷ୍କର୍ମକାରୀ ଜଣଙ୍କ ବୀରେନ୍ଦ୍ର…

ଅନଲାଇନରେ ଅବଢ଼ା ବିକ୍ରି,ଥାନାରେ ଏତଲା

ପୁରୀ: ଅନଲାଇନରେ ଅବଢ଼ା ବିକ୍ରି ପଡ଼ିଲା ମହଙ୍ଗା। ଅନ୍‌ଲାଇନ୍‌ରେ ଲିଙ୍ଗରାଜ ଓ ଅନନ୍ତ ବାସୁଦେବଙ୍କ ଅବଢ଼ା ବିକ୍ରିକୁ ନେଇ ଅସନ୍ତୋଷ। ଅନ୍‌ଲାଇନ୍‌ରେ କିଛି ସଂସ୍ଥା ଏହି ଦୁଇ ମନ୍ଦିରର ଅବଢ଼ା ଯୋଗାଉଥିବାରୁ ଏହାକୁ ନେଇ ଥାନାରେ ଏତଲା ହୋଇଛି। ବିକ୍ରିରେ ସମ୍ପୃକ୍ତ ସେବାୟତଙ୍କ ବିରୋଧରେ…

ବେଲଗାମ ବଢୁଛି ପେଟ୍ରୋଲ, ଡିଜେଲ୍‌ ଦର

ନୂଆଦିଲ୍ଲୀ : ବେଲଗାମ ବଢୁଛି ପେଟ୍ରୋଲ, ଡିଜେଲ୍‌ ଦର। ରବିବାର ପୁଣି ପେଟ୍ରୋଲ୍‌ ଲିଟର ପ୍ରତି ୨୮ ପଇସା ବୃଦ୍ଧି ଘଟିଛି। ଡିଜେଲ୍‌ ଦାମ ୨୯ ପଇସା ପ୍ରତି ଲିଟର ବଢ଼ିଛି। ଏହାସହ ଲଗାତର ପଞ୍ଚମ ଦିନରେ ପେଟ୍ରୋଲ୍‌ ଓ ଡିଜେଲ୍‌ ଦାମ ବୃଦ୍ଧି ପାଇଛି। ଅନ୍ତରାଷ୍ଟ୍ରୀୟ ସ୍ତରରେ ଅଶୋଧିତ ତୈଳର ଦାମ ବୃଦ୍ଧି…

ପ୍ରସିଦ୍ଧ ଅଭିନେତା ରବି ପଟବର୍ଦ୍ଧନଙ୍କ…

ମୁମ୍ବାଇ: ଟିଭି ଓ ସିନେମା ଦୁନିଆରେ ଶୋକର ଛାୟା ଖେଳି ଯାଇଛି। ପ୍ରସିଦ୍ଧ ଅଭିନେତା ରବି ପଟବର୍ଦ୍ଧନଙ୍କ ୮୩ ବର୍ଷ ବୟସରେ ପରଲୋକ। ସେ ହୃଦରୋଗରେ ପୀଡିତ ଥିଲେ। ରବିଙ୍କୁ ଶନିବାର ରାତିରେ ନିଶ୍ବାସ ନେବାରେ କଷ୍ଟ ଅନୁଭବ ହୋଇଥିଲା। ଏହାପରେ ତାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ…

ପୋଢ଼ୁଆଁ ହେବେ ବଡ଼ଠାକୁର, ମାମୁଁ ଘରୁ ଯିବ…

ପୁରୀ: ଆସନ୍ତା ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀରେ ପ୍ରଥମାଅଷ୍ଟମୀ। ଏହି ଦିନ ପୋଢ଼ୁଆଁ ହେବେ ବଡ଼ଠାକୁର। ଏନେଇ ବଡ଼ଠାକୁରଙ୍କ ମାମୁଁଘର ନିଆଳିର ମାଧବାନନ୍ଦଜୀଉ ମନ୍ଦିରରୁ ଭଣଜାଙ୍କ ପାଇଁ ଅଷ୍ଟମୀ ଭାର ସହ ନବବସ୍ତ୍ର ପଠାଯିବ। ପୋଢ଼ୁଆଁ ଅଷ୍ଟମୀରେ ଅବସରରେ ମହାପ୍ରଭୁ ନୂଆ ବସ୍ତ୍ର ପରିଧାନ କରିବେ। ଲାଗି ହେବ…

ସୁରକ୍ଷା କର୍ମୀ ଓ ଆତଙ୍କବାଦୀ ମୁହାଁ…

ଶ୍ରୀନଗର: ଆଜି ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ପୁଲିସ ଯବାନ ଓ ଆଉ ଜଣେ ନାଗରିକ ଆହାତ ହୋଇଛନ୍ତି। ଆତଙ୍କବାଦୀ ମାନେ ଜମ୍ମୁ-କଶ୍ମୀରର ଶ୍ରୀନଗରରେ ପୁଲିସ ଓ ସିଆରପିଏଫର ମିଳିତ ଟିମ୍ ଉପରେ ଆକ୍ରମଣ କରିଥିଲେ। ଆହତଙ୍କୁ ଉପଚାର ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆତଙ୍କବାଦୀଙ୍କୁ ଧରିବା…

ଅଷ୍ଟ୍ରେଲିଆକୁ ପରାସ୍ତ କରି ସିରିଜ୍‌…

ସିଡନୀ: ସିଡନୀରେ ଖେଳାଯାଇଥିବା ଦ୍ଵିତୀୟ ଟି-୨୦ ମ୍ୟାଚ୍‌ରେ ଭାରତ ଘରୋଇ ଅଷ୍ଟ୍ରେଲିଆକୁ ୬ ଓ୍ଵିକେଟ୍‌ରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ସିରିଜ୍ ହାତେଇ ନେଇଛି ଭାରତ। ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ରେ ଦଳ ୨-୦ରେ ଆଗୁଆ ରହିଛି। ପ୍ରଥମେ ବ୍ୟାଟିଂ କରି ମାଥ୍ୟୁ ଓ୍ଵାଦେଙ୍କ ୫୮ ରନ ଓ…

ସଡ଼କ ଦୁର୍ଘଟଣାରେ ୨ ମହିଳା ମୃତ

ଢେଙ୍କାନାଳ : ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵ କଲଭର୍ଟରେ ଧକ୍କା ଦେଲା କାର। ଏହି ଦୁର୍ଘଟଣାରେ ଦୁଇଜଣ ମହିଳା ମୃତ ହୋଇ ଥିବାବେଳେ ଅନ୍ୟଜଣେ ମହିଳା ଗୁରୁତର ହୋଇଛନ୍ତି।ଏହି ଦୁର୍ଘଟଣାଟି ଢେଙ୍କାନାଳ କାମାକ୍ଷାନଗର ରାସ୍ତାର ତୁମୁସିଙ୍ଗା ଥାନା ଅନ୍ତର୍ଗତ ଖଟୁଆହତା ଘଟିଛି। ଏହି ଦୁର୍ଘଟଣାରେ ମୃତ ଦୁଇ…

ହନୁମାନ ମନ୍ଦିରରୁ ୩୦୦୦ଟଙ୍କା ଲୁଟିନେଲେ…

ଢେଙ୍କାନାଳ: ଦିନକୁ ଦିନ ବଢ଼ିବାରେ ଲାଗିଛି ଲୁଟେରାଙ୍କ ରାଜ। ହନୁମାନଙ୍କ ମନ୍ଦିର ହୁଣ୍ଡିରୁ ଲୁଟେରା ଲୁଟିନେଲେ ୩୦୦୦ଟଙ୍କା। ଏହି ନିନ୍ଦନୀୟ ଘଟଣାଟି ଢେଙ୍କାନାଳ ବସଷ୍ଟାଣ୍ଡ ଟ୍ରାଫିକ ଛକ ନିକଟସ୍ଥ ହନୁମାନ ମନ୍ଦିରରେ ଘଟିଛି। ସୂଚନା ଅନୁସାରେ, ମନ୍ଦିର ପଛ ପଟେ ଥିବା ଷ୍ଟୋର ରୁମର ତାଲା ତାଡ଼ି ଥିଲେ…