Odisha Link
Bridging the Missing Links in Odisha
Daily Archives

December 6, 2020

ଶୀତଦିନେ ବ୍ୟବହାର କରନ୍ତୁ ମହୁ ଓ କ୍ଷୀର,…

ଶୀତଦିନେ ସାଧାରଣତଃ ମୁହଁ ଦେହ ଶୁଷ୍କ ଲାଗିବା ସହ ଫାଟିଯାଏ। ଶୁଷ୍କତାକୁ ଦୂର କରିବା ପାଇଁ ଆମେ ବିଭିନ୍ନ ପ୍ରକାରର କ୍ରିମ, ଲୋଶନର ମଧ୍ୟ ବ୍ୟବହାର କରିଥାଉ। ମାତ୍ର ଏହି କ୍ରିମ ଓ ଲୋଶନ ଅଧିକ ସମୟ ରହିନଥାଏ। କିଛି ସହଜ ଓ ଘରୋଇ ଉପଚାର ଦ୍ୱାରା ଆମେ ଶୁଷ୍କତାରୁ ମୁକ୍ତି ପାଇପାରିବା। ଆସନ୍ତୁ ଜାଣିବା ସେହି…

ଖାସି ମାଂସ ନେଲା ଜୀବନ

ରାଉରକେଲା: ଖାସି ମାଂସ ନେଲା ଜୀବନ। ଖାସି ମାଂସ ପାଇଁ ହତ୍ୟା। ମାଂସ ପାଇଁ ଜଣେ ଆରଏସପି କର୍ମଚାରୀଙ୍କ ହତ୍ୟା କରାଯାଇଛି। ମୃତକ ଆରଏସ୍‌ପି କର୍ମଚାରୀ ପଦ୍ମଲୋଚନ ପୂର୍ତ୍ତି ବୋଲି ଜଣାପଡିଛି। ମାଂସ ବେପାରୀ ପଦ୍ମଲୋଚନଙ୍କୁ ବାଡେ଼ଇ ମାରିଦେଇଥିବା ସୂଚନା ରହିଛି। ମାଂସ ବେପାରୀର ନାମ ଦେବାଶିଷ ସାହୁ ବୋଲି…

ରୋଷେଇ ଘରେ ନିଆଁ ଲାଗି ରୋଷେୟା ଗୁରୁତର

ହାଟଡ଼ିହି: ହୋଟେଲରେ ରୋଷେଇ କରୁଥୁବା ସମୟରେ ନିଆଁଲାଗି ରୋଷେୟା ଗୁରୁତର। ଏହି ଅଭାବନୀୟ ଅଘଟଣଟି କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଛେନାପଦି ଛକ ‘ମା ହୋଟେଲ’ ଘଟିଛି। ରୋଷେୟା ଜଣକ ନିଆଁରେ ପୋଡି ହୋଇ ଗୁରୁତରହୋଇ ଯାଇଛନ୍ତି। ସୂଚନା ଅନୁସାରେ, ଆଜି ସକାଳୁ ରୋଷେୟା ନବୀନା ଦେହୁରୀ ଗ୍ୟାସ ଚୁଲାରେ…

ବର୍ତ୍ତମାନ ମୁଁ ହଟେଷ୍ଟ ଟାର୍ଗେଟ, ଯଦି…

ମୁମ୍ବାଇ: ନିଜର ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାନ୍ତି ବଲିଉଡର କ୍ୱିନ କଙ୍ଗନା ରଣାୱତ। ନିକଟରେ ସେ କୃଷକ ଆନ୍ଦୋଳନରେ ସାମିଲ ହୋଇଥିବା ଜଣେ ବୃଦ୍ଧା ମହିଳାଙ୍କୁ ନେଇ ଟ୍ୱିଟ କରିଥିଲେ। ଟ୍ୱିଟ୍ ପରେ ୟୁଜର୍ସ ତାଙ୍କୁ ଟ୍ରୋଲ କରିଥିଲେ। ଅନେକ ସେଲିବ୍ରିଟିଙ୍କ ସହ ସାଧାରଣ ଜନତା ମଧ୍ୟ ତାଙ୍କୁ ନିନ୍ଦା…

ବଦଳିଲେ ବାସେଳିସାହି ଆଇଆଇସି

ପୁରୀ: ବାସେଳିସାହି ଥାନା ଆଇଆଇସିଙ୍କୁ ବଦଳି କରାଯାଇଛି। ଆଇଆଇସି ଜୀବନାନନ୍ଦ ଜେନାଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି। ବଳଙ୍ଗା ଆଇଆଇସି ସଞ୍ଜୀବ ପ୍ରଧାନଙ୍କୁ ବାସେଳିସାହି ଆଇଆଇସି ଭାବେ ନିଯୁକ୍ତି ଦିଆଯାଇଛି। ଏହା ସହିତ ମୋଟ ୬ଟି ଥାନାର ଆଇଆଇସିଙ୍କୁ ବଦଳି କରାଯାଇଛି। ପ୍ରକାଶ ଯେ, ପୁରୀ…

ହରିଣ ଛାଲ ସହ ବଜ୍ରକାପ୍ତା କାତି ଉଦ୍ଧାର,…

ଢେଙ୍କାନାଳ: କପିଳାସ ବନାଞ୍ଚଳରୁ ବଜ୍ରକାପ୍ତା କାତି ସହ ହରିଣ ଛାଲ ଉଦ୍ଧାର କରାଯାଇଛି। ଏନେଇ ଉଦ୍ଧାର କରିଛି ବନ ବିଭାଗ। ଏହି ଘଟଣାରେ ବନ ବିଭାଗ ମୋଟ ୫ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ଠାରୁ ୪ ଦେଶୀ ବନ୍ଧୁକ ମଧ୍ୟ ଜବତ କରାଯାଇଛି। ହରିଣ ଛାଲ ସହ ବଜ୍ରକାପ୍ତା କାତି ଚୋରା ଚାଲାଣ ସମ୍ପର୍କରେ…

ବରିଷ୍ଠ ସାମ୍ବାଦିକ ରାଜେନ୍ଦ୍ର ମିଶ୍ରଙ୍କ…

ରାଉରକେଲା: ଆଜି ରାଉରକେଲାର ବରିଷ୍ଠ ସାମ୍ବାଦିକ ରାଜେନ୍ଦ୍ର ମିଶ୍ରଙ୍କ ପରଲୋକ ଘଟିଛି। ଆଇଜିଏଚରେ ଚିକିତ୍ସା ପାଇଁ ଭର୍ତ୍ତି ଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେ ମଧୁମେହ ଓ ବୃକକ ଜନିତ ରୋଗରେ ପୀଡିତ ଥିଲେ। ରାଜେନ୍ଦ୍ର ହିନ୍ଦୀ ଖବରକାଗଜରୁ ସାମ୍ବାଦିକତା ଆରମ୍ଭ କରିଥିଲେ। ପରେ…

ବିଜେପି ଓ ବିଜେଡ଼ି ଗୋଟିଏ ମୁଦ୍ରାର ଦୁଇଟି…

ଭୁବନେଶ୍ୱର: ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଓ ବିଜେଡି ବିରୋଧରେ ବର୍ଷିଛନ୍ତି କଂଗ୍ରେସ ପ୍ରଭାରୀ ଏ.ଚେଲା କୁମାର। ବିଜେପି ଓ ବିଜେଡ଼ି ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ ବୋଲି ଚେଲା କୁମାର କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶାକୁ ଲୁଟିବାକୁ ଉଭୟଙ୍କ ମଧ୍ୟରେ ଗୁପ୍ତ ଚୁକ୍ତି…

ଜାନୁଆରୀରୁ ହେଲମେଟ ନିୟମ କଡ଼ାକଡ଼ି:…

ଭୁବନେଶ୍ୱର: ଏଥର ବାଇକ ପଛରେ ବସୁଥିବା ବ୍ୟକ୍ତିଙ୍କୁ ହେଲମେଟ ପିନ୍ଧିବାକୁ ବାଧ୍ୟ କରାଯାଇଛି। ଏନେଇ ତାଗିଦ କରିଛନ୍ତି ସଡ଼କ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ମନ୍ତ୍ରୀ କହିଛନ୍ତି ଯେ, ପ୍ରାୟତଃ ଆସନ୍ତା ଜାନୁଆରୀରୁ ଏହି ନିୟମ କଡ଼ାକଡ଼ି କରାଯିବ। ଏବେ ସଚେତନତା ଚାଲିଛି। ଏହା ପରେ ସବୁ ନିୟମ…

ରେଳ ଧାରଣା ପାଖରୁ ମିଳିଲା ମା’ ଝିଅଙ୍କ…

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ପୁଲିସ ସୀମା ଅନ୍ତର୍ଗତ ଅଭିମାନପୁର ଗ୍ରାମ ନିକଟରେ ଥିବା ରେଳ ଧାରଣାର ନିକଟରେ ଜଣେ ମହିଳା ଓ ଶିଶୁ କନ୍ୟାର ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଛି। ରିପୋର୍ଟ ଆସିବା ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ। ଯଦିଓ ଟ୍ରେନରେ ଧକ୍କା ହେବା…