Odisha Link
Bridging the Missing Links in Odisha

ଭିତରକନିକାରେ ସରିଲା ପକ୍ଷୀ ଗଣନା, ୧୨୧ ପ୍ରଜାତିର ପକ୍ଷୀ ଠାବ

ପଟ୍ଟାମୁଣ୍ଡାଇ : ଚଳିତ ବର୍ଷ ପାଇଁ ଭିତରକନିକାରେ ଆରମ୍ଭ ହୋଇଥିବା ପକ୍ଷୀ ଗଣନା ଆଜି ସରିଯାଇଛି। ଭିତରକନିକାକୁ ଚଳିତ ବର୍ଷ ୧୨୧ ପ୍ରଜାତିର ୧ ଲକ୍ଷ ୩୬ ହଜାର ୯୨ଟି ପକ୍ଷୀ ଆସିଥିବା ଜଣାପଡିଛି।

ଗତବର୍ଷ ତୁଳନାରେ ଚଳିତବର୍ଷ ୧୬ ପ୍ରଜାତିର ୧୭ ହଜାର ୭୬୬ଟି ପକ୍ଷୀ ଅଧିକ ରହିଛନ୍ତି । ତେବେ ଏହି ବୃଦ୍ଧି ବିଗତ ୧୩ ବର୍ଷରେ ସର୍ବାଧିକ ବୃଦ୍ଧି ବୋଲି ଜଣାପଡିଛି ।

Comments are closed.