Odisha Link
Bridging the Missing Links in Odisha
Daily Archives

January 7, 2021

୧୧ରୁ ଶେଷ ବର୍ଷ ବୈଷୟିକ ଛାତ୍ରଛାତ୍ରୀଙ୍କ…

ଭୁବନେଶ୍ବର: ଆସନ୍ତା ୧୧ ତାରିଖ ଅର୍ଥାତ୍ ସୋମବାର ଠାରୁ ସମସ୍ତ ବୈଷୟିକ ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ ଏବଂ ଡିପ୍ଲୋମା କଲେଜ୍ ଖୋଲିବ। କଲେଜ ଖୋଲିବାକୁ ଅନୁମତି ମିଳିଥିଲେ ମଧ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କୁ କ୍ଲାସ୍ ଆସିବାକୁ ଅନୁମତି ମିଳିନାହିଁ। କେବଳ ପିଜି, ୟୁଜି ଏବଂ ଡିପ୍ଲୋମା ଶେଷବର୍ଷର…

କରୋନା: ରାଜ୍ୟରେ ସୁସ୍ଥ ହେଲେ ୨୮୨…

ଭୁବନେଶ୍ଵର: ଦୀର୍ଘ ନଅ ମାସ ପରେ ରଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୨୩ଟି ଜିଲ୍ଲାରୁ ଆଉ ୨୮୨ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଆରୋଗ୍ୟକାରୀଙ୍କ ସଂଖ୍ୟା ୩ ଲକ୍ଷ ୨୭ ହଜାର ୨୯୦ରେ ପହଞ୍ଚିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗୁରୁବାର ଟ୍ଵିଟ୍…

ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଷଡ଼ଯନ୍ତ୍ର!…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର କରାଯାଇଛି। ଅପରାଧୀମାନେ ହେଉଛନ୍ତି ସୁପାରି କିଲର। ଏମାନେ କୌଣସି ଛୋଟମୋଟ ଗୁଣ୍ଡା ନୁହନ୍ତି ବରଂ ଅତ୍ୟାଧୁନିକ ଅସ୍ତ୍ରସହ ସହ ଏକେ-୪୭ ରାଇଫଲ ବ୍ୟବହାରକାରୀ ହାଇପ୍ରୋଫାଇଲ କ୍ରିମିନାଲ। ଏହି ମର୍ମରେ ଏକ ଧମକପୂର୍ଣ୍ଣ ଚିଠି ନବୀନ…

ଡବଲ୍‌ ମର୍ଡ଼ର ଘଟଣା: ଆଉ ଜଣେ ଅଭିଯୁକ୍ତ…

ଭୁବନେଶ୍ବର: ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ୍‌ ମର୍ଡ଼ର ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ଆଉ ଜଣଙ୍କୁ ଗିରଫ ନେଇ ଗ୍ରାମାଞ୍ଚଳ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ମାହାଙ୍ଗା ଡବଲ୍‌ ମର୍ଡର ଘଟଣାରେ ମୋଟ ଗିରଫଦାରି ୭କୁ ବୃଦ୍ଧି ପାଇଛି। କଟକ ଗ୍ରାମାଞ୍ଚଳ ପୁଲିସ ଦ୍ବାରା ଗଠିତ ପାଞ୍ଚ ଜଣିଆ…

ନବୀନ ବାବୁ ପଦାକୁ ଆସନ୍ତୁ, ଆଖି କାନ…

ଭୁବନେଶ୍ୱର: ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା କଟକ ଜିଲ୍ଲା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ଘଟଣା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଶାସକ ବିଜେଡି ଦଳର ଭ୍ରଷ୍ଟାଚାର ବିରୁଦ୍ଧରେ…

ନାଲକୋରେ ୩୦ ହଜାର କୋଟି ନିବେଶ

ଭୁବନେଶ୍ବର: ୨୦୨୭-୨୮ ବର୍ଷ ସୁଦ୍ଧା ନାଲକୋରେ ୩୦ ହଜାର କୋଟି ନିବେଶ କରାଯିବ। ସମ୍ପ୍ରସାରଣ ଓ ବିବିଧାୟନ କ୍ଷେତ୍ରରେ ଏହି ଅର୍ଥ ନିବେଶ କରିବ ନାଲକୋ। ପ୍ରତିଷ୍ଠା ଦିବସରେ ଯୋଗଦେଇ କେନ୍ଦ୍ର ମନ୍ତ୍ରୀ ମହଲ୍ଲାଦ ଯୋଶୀ ସୂଚନା ଦେଇଛନ୍ତି। ଏହା ସହିତ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଏହାଦ୍ବାରା…

ଜୁଲାଇ ୩ରେ ଜେଇଇ ଆଡଭାନ୍ସ ପରୀକ୍ଷା

ଭୁବନେଶ୍ବର: ଆସନ୍ତା ଜୁଲାଇ ୩ ତାରିଖରେ ଜେଇଇ ଆଡଭାନ୍ସ ପରୀକ୍ଷା ପାଇଁ ଘୋଷଣା କରାଯାଇଛି। ୭୫ ପ୍ରତିଶତ ମାନଦଣ୍ଡକୁ ହଟାଇ ଦିଆଯାଇଛି। ଆଇଆଇଟି ଗଡଗପୁର ଏହାର ଆୟୋଜନ କରିବ। ଏନେଇ ସୂଚନା ନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଗୁରୁବାର…

ଚଳିତ ବର୍ଷ ଗାନ୍ଧୀ ମାର୍ଗରେ ପାଳନ ହେବ…

ଭୁବନେଶ୍ୱର: ଚଳିତ ବର୍ଷ କରୋନା ନିର୍ଦ୍ଦେଶାବଳୀ ଅନୁପାଳନ ସହ ରାଜ୍ୟସ୍ତରୀୟ ୭୨ତମ ଗଣତନ୍ତ୍ର ଦିବସ ପାଳନ କରାଯିବ। ୨୬ ଜାନୁଆରୀ, ସକାଳ ୮ଟା ୩୦ ମିନିଟ୍ ସମୟରେ ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବରେ ଜାତୀୟ ପତାକା ଉତ୍ତୋଳନ କରିବେ।…

ଲାଞ୍ଚ ନେଇ ଧରାପଡ଼ିଲେ ଜିଆର୍‌ଏସ୍‌

ବାଲେଶ୍ବର: ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଜିଆର୍‌ଏସ୍‌। ଏମିତି ଏକ ଘଟଣା ଘଟିଛି ରେମୁଣା ବ୍ଲକ ଅନ୍ତର୍ଗତ ଦୁର୍ଗାଦେବୀ ପଞ୍ଚାୟତରରେ। ଜିଆର୍‌ଏସ୍‌ ଭଜିଲାନ୍ସ ବିଭାଗର ଅଧିକାରୀଙ୍କ ଜାଲରେ ଛନ୍ଦି ହୋଇପଡ଼ିଛନ୍ତି। ବିଜୁ ପକ୍କା ଘର କରାଇ ଦେବା ପାଇଁ ଜଣେ ହିତାଧୀକାରୀଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ…

ନୂଆପଡ଼ାରେ ଆତଙ୍କ: ଛେଳି ଓ…

ନୂଆପଡ଼ା: ନୂଆପଡ଼ାରେ ପୁଣି ବାଘ ଆତଙ୍କ ଦେଖିବାକୁ ମିଳିଛି। ଛେଳି ଓ ମେଣ୍ଢାମାନଙ୍କୁ ଝାମ୍ପି ନେଉଛି ବାଘ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି କୋମନା ବ୍ଲକର ଭରୁଅମୁଣ୍ଡାରେ। ବୁଧବାର ରାତିରେ ବାଘ ଗାଁରୁ ଛେଳି ଓ ମେଣ୍ଢାମାନଙ୍କୁ ଝାମ୍ପି ନେଇ ଜଙ୍ଗଲରେ ମାରି ଖାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।…