Odisha Link
Bridging the Missing Links in Odisha
Daily Archives

January 7, 2021

ସାନ ଭାଇର ଟାଙ୍ଗିଆ ଚୋଟରେ ବଡ ଭାଇ ମୃତ

ବୌଦ୍ଧ: ସାନ ଭାଇର ଟାଙ୍ଗିଆ ଚୋଟରେ ବଡ ଭାଇର ମୃତ୍ୟୁ। ଏହି ଅଭାବନୀୟ ଘଟଣାଟି ବୌଦ୍ଧ ଜ଼ୀଲ୍ଲା ବଘିଆପଡା ଫାଣ୍ଡି ଅନ୍ତର୍ଗତ ଖମରିପଡା ଗାଁରେ ଘଟିଛି। ମୃତ ବଡ଼ ଭାଇ ହେଲେ ନିରଞ୍ଜନ ନାଏକ। ପୈତୃକ ଜମିର ଭାଗବଣ୍ଟାକୁ ନେଇ ଉଭୟ ଭାଇଙ୍କ ମଧ୍ୟରେ ଦୀର୍ଘ ବର୍ଷ ହେଲା ତିକ୍ତତା ବୃଦ୍ଧି ପାଇଥିଲା। ଆଜି ସାନ…

କାଲି ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଡ୍ରାଏ ରନ

ଭୁବନେଶ୍ୱର: ଆସନ୍ତାକାଲି ସକାଳ ୧୦ଟାରୁ ୧୨ ଟା ପର୍ଯ୍ୟନ୍ତ ରାଜ୍ୟରେ କରୋନା ଟିକାର ଡ୍ରାଏ ରନ କରାଯିବ। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସବୁ ଜିଲ୍ଲା ଓ ମୁ୍ୟନିସିପାଲିଟି ଅଞ୍ଚଳରେ ଡ୍ରାଏ ରନ ହେବ। ଉପଖଣ୍ଡ ଚିକିତ୍ସାଳୟ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବି ଡ୍ରାଏ ରନ ହେବ। ଖାଲି…

ସାଇବର ଅପରାଧକୁ ରୋକିବା ପାଇଁ ସହାୟତା…

ଭୁବନେଶ୍ୱର: ସାଇବର ଠକେଇ ରୋକିବାକୁ କମିଶନରେଟ ପୁଲିସ ପକ୍ଷରୁ ସହାୟତା ନମ୍ବର ଜାରି କରାଯାଇଛି। କମିଶନଟେ ପୁଲିସର ସ୍ପେଶାଲ ସ୍କ୍ୱାଡରେ ହେଲପ ଡେସ୍କ ଆରମ୍ଭ ହୋଇଛି। ପ୍ରାରମ୍ଭିକଭାବେ ଜଣେ ସବ ଇନସ୍ପେକ୍ଟର ଓ ୭ ଜଣ କନଷ୍ଟେବଳଙ୍କୁ ଏହାର ଦାୟିତ୍ୱ ଦିଆଯାଇଛି। ସାଇବର ଠକେଇର ଶିକାର ହେଲେ ୧ ଘଣ୍ଟା…

ସୁନା କିଣିଲେ ସାବଧାନ୍, ଦେଖାଇବାକୁ…

ନୂଆଦିଲ୍ଲୀ : ସୁନା ଗହଣା ପ୍ରତି ଅନେକ ଲୋକଙ୍କ ରୁଚି ରହିଥାଏ।ତେବେ ଅତି ସହଜରେ ଅନେକ ଲୋକ ପର୍ବ ପର୍ବାଣୀ ହେଲେ ସୁନାଗହଣା କିଣି ଥାନ୍ତି। ବର୍ତ୍ତମାନ ସୁନା କିଣିବାକୁ ଗଲେ ସାଥିରେ ନବାକୁ ପଡ଼ିବ ପାନ୍ ଓ ଆଧାରର କାର୍ଡ କାଗଜପତ୍ର। ୨ ଲକ୍ଷରୁ କମ୍ ଟଙ୍କାର ସୁନାଗହଣା କିଣିବା ବେଳେ ଏବେ ସୁନା…

କାଲି ଖୋଲିବ ସ୍କୁଲ, ସ୍ଥିତି ପରଖିଲେ…

ଭୁବନେଶ୍ୱର: ଶେଷରେ ସବୁ ଅପେକ୍ଷାର ଅନ୍ତ ଘଟିଛି। କରୋନା ଯୋଗୁଁ ଦୀର୍ଘ ୯ ମାସ ପରେ ଜାନୁଆରୀ ୮ରୁ ସ୍କୁଲ ଖୋଲିବାକୁ ଯାଉଛି। ଏହା ପୂର୍ବରୁ ଆଜି ଦିନ ସ୍ଥିତି ପରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ।ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ବିଭିନ୍ନ ସ୍କୁଲ ପରିଦର୍ଶନ କରି…

ପରାଜୟକୁ ମାନିଲେ ଆମେରିକାର ରାଷ୍ଟ୍ରପତି…

ଓ୍ବାଶିଙ୍ଗଟନ୍: ଜୋ-ବାଇଡେନଙ୍କୁ ନିର୍ବାଚିତ ରାଷ୍ଟ୍ରପତି ଭାବେ ସାମ୍ବିଧାନିକ ମୋହର ଲଗାଇବା ପରେ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି କି ମୁଁ ମୋର ପରାଜୟକୁ ସ୍ୱୀକାର କରୁଛି, ଏକ ଐତିହାସିକ ରାଷ୍ଟ୍ରପତି ଯୋଗର ଅନ୍ତ ହେଲା , ନିର୍ବାଚନର ଏଭଳି ଫଳାଫଳକୁ ନେଇ ମୁଁ ସମ୍ପୁର୍ଣ୍ଣ ଅସହମତି ପ୍ରକାଶ କରୁଛି ମାତ୍ର…

କପିଲ ଶର୍ମାଙ୍କୁ ଥାନାରେ ହାଜର ହେବାକୁ…

ମୁମ୍ବାଇ: ହାସ୍ୟ ଅଭିନେତା କପିଲ ଶର୍ମାଙ୍କୁ ହାଜର ହେବାକୁ ନିର୍ଦ୍ଦେଶ କରିଛି ମୁମ୍ବାଇ ପୁଲିସ୍ ‌। ନକଲି କାର୍ ପଞ୍ଜିକରଣ ମାମଲାରେ ପୁଲିସ ତାଙ୍କୁ ନିର୍ଦ୍ଦେଶ ପଠାଇଛି। କ୍ରାଇମ ଇଣ୍ଟେଲଜେନ୍ସ ୟୁନିଟ(ସିଆଇୟୁ)ର ଏପିଆଇ ସଚିନ ଭାଜେ ଆଜି ହିଁ କପିଲଙ୍କୁ ହାଜର ହେବାକୁ କହିଛନ୍ତି। ନିକଟରେ ମୁମ୍ବାଇ…

ଅନୁଗତ ନ ହେଲେ ଉପକୂଳରେ ପୁଲିସକୁ ମିଳୁନି…

ଭୁବନେଶ୍ୱର: ମହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ଘଟଣାରେ ପୁଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି ବିଜେପି ନେତା ପ୍ରକାଶ ମିଶ୍ର। ପ୍ରକାଶ ମିଶ୍ର କହିଛନ୍ତି “ସମାଜରେ ଦୁର୍ଗତି ହେଲାଣି। କାରଣ ପୁଲିସ୍‌…

କେଜିଏଫ୍-୨ରେ ନଜର ଆସିବେ ରବିନା ଟଣ୍ଡନ

ମୁମ୍ବାଇ: ଖୁବ ଶୀଘ୍ର ସିନେ ପରଦାକୁ ଆସିବାକୁ ଯାଉଛି ଲୋକପ୍ରିୟ ଆକ୍ସନ୍ ଚଳଚ୍ଚିତ୍ର କେଜିଏଫ୍‌ର ଦ୍ବିତୀୟ ଭାଗ । ଏହି ସିନେମାରେ ବଲିଉଡ଼ର ଅଭିନେତ୍ରୀ ରବିନା ଟଣ୍ଡନ ନଜର ଆସିବେ। ନିକଟରେ ଏକ ସଭାରେ ଯୋଗ ଦେବା ଅବସରରେ ରବିନାଙ୍କ ସହ ନିର୍ଦ୍ଦେଶକ ପ୍ରଶାନ୍ତ ନିଲଙ୍କ ଭେଟ ହୋଇଥିଲା। ପରେ ପ୍ରଶାନ୍ତ…

କାଲିଠୁ ଖୋଲିବ ଧବଳେଶ୍ବର ମନ୍ଦିର

ଆଠଗଡ: ଆସନ୍ତା କାଲିଠୁ ଖୋଲିବ ଧବଳେଶ୍ବର ମନ୍ଦିର। ମନ୍ଦିର ଖୋଲିବା ନେଇ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ସୂଚନା ଦେଇଛନ୍ତି। କାଲି ମନ୍ଦିର ଖେଲିବା ପରେ କେବଳ ପୂଜକଙ୍କ ପରିବାର ହିଁ ଧବଳେଶ୍ବରଙ୍କର ଦର୍ଶନ କରିପାରିବେ। ଆସନ୍ତା ୯ ତାରିଖରେ ଏବଂ ୧୦ ତାରିଖରେ ସ୍ଥାନୀୟ ପଞ୍ଚାୟତବାସୀଙ୍କୁ ଦର୍ଶନ…