Odisha Link
Bridging the Missing Links in Odisha
Daily Archives

January 7, 2021

୧୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୩ ଗିରଫ

ବ୍ରହ୍ମପୁର : ଗଜପତି ଜିଲାରୁ ଉତ୍ତରାଖଣ୍ଡକୁ ୧୧ କ୍ୱିଣ୍ଟାଲ ଗଞ୍ଜେଇ ଚୋରା ଚାଲଣ ସମୟରେ ଜବତ କଲା ଅବକାରୀ ବିଭାଗ। ତା ସହ ୩ ଜଣଙ୍କୁ ଗିରଫ କରାଯାଇଛି । ଗଞ୍ଜେଇର ମୂଲ୍ୟ ପ୍ରାୟ ୫୫ ଲକ୍ଷ ହେବ। ନଡ଼ିଆ କତା ବୋଝେଇ ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିଲା। ଟ୍ରକ ସହ ଗୋଟିଏ କାର ଓ ଭ୍ୟାନରେ ବି ଚାଲାଣ…

ସ୍କୁଲ ଫି’ ମାମଲା, କମିଟି ରିପୋର୍ଟ…

ଭୁବନେଶ୍ୱର: ହାଇକୋର୍ଟରେ ଘରୋଇ ସ୍କୁଲ ଫି’ ମାମଲା। ରାଜ୍ୟ ସରକାଙ୍କ ସ୍କୁଲ ଫି ରିହାତି ପ୍ରସ୍ତାବକୁ ଅନୁମତି ଦେଇଛନ୍ତି ହାଇକୋର୍ଟ।କମିଟି ରିପୋର୍ଟ ଆଧାରରେ ନିଷ୍ପତ୍ତି ଗ୍ରହଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ଉଚ୍ଚସ୍ତରୀୟ କମିଟି ନିଷ୍ପତ୍ତି ଗ୍ରହଣ କରିବାକୁ…

ବିପୁଳ ପରିମାଣର ଚୋରା ଦେଶୀ ମଦ ଓ…

ଢେଙ୍କାନାଳ: ଢେଙ୍କାନାଳ ପୁଲିସ ଓ ଅବକାରୀ ବିଭାଗକୁ ଏକ ବଡ଼ ସଫଳତା ମିଳିଛି। ଉଭୟଙ୍କର ମିଳିତ ଚଢ଼ାଉରେ ଚୋରା ଦେଶୀ ମଦ ଓ ମାରଣାସ୍ତ୍ର ଜବତ ହୋଇଥିବାର ଖବର ମିଳିଛି। ସୂଚନା ଅନୁଯାୟୀ, ଆମ୍ବପଳାସ ଗ୍ରାମ ନିକଟରୁ ଏକ ଦେଶୀ ରନ୍ଧା ମଦ ବୋଝେଇ ବୋଲେରୋ ଗାଡ଼ିକୁ ପୁଲିସ ଜବତ କରିଛି। ଏହି ଗାଡ଼ିରେ ୧୨ଟି ବଡ଼…

RSP ଗ୍ୟାସ୍ ଲିକ ଘଟଣା, ତଦନ୍ତ କମିଟି…

ରାଉରକେଲା: ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗତକାଲି ଗ୍ୟାସ୍ ଲିକ ହୋଇ ୪ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାର ତଦନ୍ତ ପାଇଁ ଆଜି ସେଲ୍ ମୁଖ୍ୟାଳୟ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛି। ବୋକାରୋ ଷ୍ଟିଲ ପ୍ଲାଣ୍ଟ ଇଡି ଅତନୁ ଭୌମିକଙ୍କ ନେତୃତ୍ୱରେ ଉକ୍ତ ଟିମ ଗଠନ କରାଯାଇଛି। ଏହି କମିଟିରେ କୋଲକାତା, ଭିଲାଇ…

୧୩୧୦ କେଜି ବ୍ରାଉନ ସୁଗାର ଜବତ, ଜଣେ…

ଭୁବନେଶ୍ୱର : ରାଜ୍ୟରେ ଏବେ ବ୍ରାଉନସୁଗାର କାରବାର ବଢିଛାଲିଛି । ଯାହାକୁ ଦୃଷ୍ଟିରେ ରଖି କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏପ୍‌ ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ଖୋର୍ଦ୍ଧାରୁ ୧୩୧୦ କେଜି ବ୍ରାଉନ ସୁଗାର ଜବତ କରିଛି ଏସଟିଏଫ। ବ୍ରାଉନସୁଗାର ବେପାରୀ ସେଖ୍ ଅନୱର ଓରଫ ପିଣ୍ଟୁକୁ ଗିରଫ। ତେବେ…

ଉଚ୍ଚଶିକ୍ଷା ସଂରକ୍ଷଣ ପାଇଁ କମିଟି ଗଠନ

ଭୁବନେଶ୍ୱର: ସରକାରୀ ସ୍କୁଲରେ ପାଠ ପଢିଲେ ଉଚ୍ଚଶିକ୍ଷାରେ ମଳିବ ସଂରକ୍ଷଣ। ଉଚ୍ଚଶିକ୍ଷା ସଂରକ୍ଷଣ ପାଇଁ ଆଜି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ପରେ ରାଜ୍ୟ ସରକାର କମିଟି ଗଠନ କରିଛନ୍ତି। ଅବସରପ୍ରାପ୍ତ ହାଇକୋର୍ଟ ଜଜ ଜଷ୍ଟିସ ଏ.କେ ମିଶ୍ରଙ୍କୁ କମିଟି ମୁଖ୍ୟଭାବେ ନିଯୁକ୍ତ କରାଯାଇଛି। ସେହିପରି ଉତ୍କଳ…

ସୋନୁ ସୁଦ୍‌ଙ୍କ ନାଁରେ ମାମଲା ରୁଜୁ

ମୁମ୍ବାଇ: ରିଲ୍‌ରୁ ରିଅଲ ହିରୋ ସାଜିଥିବା ବଲିଉଡ ଅଭିନେତା ସୋନୁ ସୁଦ୍‌ଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ବିଏମ୍‌ସି ସୋନୁଙ୍କ ନାଁରେ ଆଣିଛି ଏକ ସାଙ୍ଘାତିକ ଅଭିଯୋଗ। ମୁମ୍ବାଇ ପୁଲିସ ତାଙ୍କ ନାଁରେ ଏକ ମାମଲା ରୁଜୁ କରିଛି୍। ସୋନୁଙ୍କ ମୁମ୍ବାଇ ଜୁହୁ ସ୍ଥିତ ଛଅ ମହଲା ବିଶିଷ୍ଟ ଘରକୁ ସୋନୁ…

RSP ଗ୍ୟାସ୍ ଲିକ୍‌ ଘଟଣା, ଆଉ ଜଣେ…

ରାଉରକେଲା: ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ୍ ଲିକ ଘଟଣାରେ ଆଜି ଆଉ ଜଣଙ୍କୁ ନିଲମ୍ବିତ କରାଯାଇଛି। ସେଫ୍ଟି ବିଭାଗର ଆସିଷ୍ଟାଣ୍ଟ ମ୍ୟାନେଜର ସ୍ମୃତିରଞ୍ଜନ ସାହୁଙ୍କୁ ନିଲମ୍ବିତ କରାଯାଇଛି। ରାଉରକେଲା ଷ୍ଟିଲ ପ୍ଲାଣ୍ଟର ସିଇଓ ତାଙ୍କୁ ନିଲମ୍ବନ କରିଛନ୍ତି। ତେବେ ଗତକାଲି ଏହି ଘଟଣାରେ ୨ ଜଣ…

ସୁସ୍ଥ ହୋଇ ଘରକୁ ଫେରିଲେ ଗାଙ୍ଗୁଲି

କୋଲକାତା: ଗୁରୁବାର ଦିନ ଉଡ୍‌ଲାଣ୍ଡ୍‌ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇ ଘରକୁ ଫେରିଲେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି। ସେ ଦୀର୍ଘ ପାଞ୍ଚ ଦିନ ଧରି ହସ୍ପିଟାଲ୍‌ରେ ଚିକିତ୍ସିତ ହୋଉଥିଲେ। ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେବା ପରେ ଗାଙ୍ଗୁଲି…

ପ୍ରତାପ ଜେନାଙ୍କୁ କାହିଁକି ଗିରଫ…

ଭୁବନେଶ୍ୱର: ମହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ମାମଲାରେ ବିଜେପି ପକ୍ଷରୁ ବିକ୍ଷୋଭ ଜାରି ରହିଛି। ଆଜି ଏହି ମାମାଲାରେ କଟକ ନୃର୍ତ୍ତାଙ୍ଗରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ପ୍ରଭାରୀ…