Odisha Link
Bridging the Missing Links in Odisha

୧୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୩ ଗିରଫ

ବ୍ରହ୍ମପୁର : ଗଜପତି ଜିଲାରୁ ଉତ୍ତରାଖଣ୍ଡକୁ ୧୧ କ୍ୱିଣ୍ଟାଲ ଗଞ୍ଜେଇ ଚୋରା ଚାଲଣ ସମୟରେ ଜବତ କଲା ଅବକାରୀ ବିଭାଗ। ତା ସହ ୩ ଜଣଙ୍କୁ ଗିରଫ କରାଯାଇଛି । ଗଞ୍ଜେଇର ମୂଲ୍ୟ ପ୍ରାୟ ୫୫ ଲକ୍ଷ ହେବ।

ନଡ଼ିଆ କତା ବୋଝେଇ ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିଲା। ଟ୍ରକ ସହ ଗୋଟିଏ କାର ଓ ଭ୍ୟାନରେ ବି ଚାଲାଣ ହେଉଥିଲା ବୋଲି ଜଣାପଡ଼ିଛି। । ଘଟଣାର ତଦନ୍ତ ଆରମ୍ଭ ହୋଇଛି।

Comments are closed.