Odisha Link
Bridging the Missing Links in Odisha
Browsing Tag

ganja-sized

୧କୋଟି ୧୪ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଗଞ୍ଜାମ: ଗଞ୍ଜାମରୁ ଗୁଜରାଟକୁ ଗଞ୍ଜେଇ ଚୋରା ଚାଲାଣ। ଓଡ଼ିଶାରୁ ଗଞ୍ଜେଇ ଚାଲାଣ ବେଳେ ଧରିଛି ଗୁଜରାଟ ପୁଲିସ। ଗଞ୍ଜାମରୁ ୩୨ବସ୍ତା ଗଞ୍ଜେଇ ସୁରଟ ଚାଲାଣ ହେଉଥିବା ବେଳେ ଗ୍ରାମୀଣ ପୋଲିସ ହାତରେ ଧରାପଡିଛି। ୩୨ ବସ୍ତାରେ ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ୧କୋଟି ୧୪ଲକ୍ଷ ଟଙ୍କା। ଗଞ୍ଜେଇ ମାଫିଆଙ୍କ ନିକଟରୁ…

୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଜୟପୁର: ରାଜ୍ୟରେ ଦିନକୁ ଦିନ ଗଞ୍ଜେଇ ଚୋରା ଚାଲାଣ ମାମଲା ବଢ଼ିବାରେ ଲାଗିଛି। ଆଜି ଏକର କୋବି ବୋଝେଇ ଟ୍ରକ ଭିତରୁ ୪୯୪ କେଜି ଗଞ୍ଜେଇ ଜବତ କରାଯାଇଛି। ଜୟପୁର ସଦର ଥାନା ପାତ୍ରପୁର ବ୍ରିଜ ନିକଟରୁ ଏହି ଗଞ୍ଜେଇ ଜବତ କରାଯାଇଛି। ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ…

୧୪ କ୍ବିଣ୍ଟାଲ ୭୦ କିଲୋ ଗଞ୍ଜେଇ ଜବତ

ମୋହନା : ଗଜପତି ଜିଲ୍ଲା ମୋହନା ଥାନାର ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ପୁଲିସ ଚଢାଉ କରି ୧୪ କ୍ବିଣ୍ଟାଲ ୭୦ କିଲୋ ଗଞ୍ଜେଇ ଜବତ କରିଛି । ଏହାର ଅନୁମାନିକ ମୂଲ୍ୟ ୧ କୋଟି ୭୬ ଲକ୍ଷ ଟଙ୍କା ହେବ। ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ କଣ୍ଟେନର ଡ୍ରାଇଭରକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଉତ୍ତର…

୧୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୩ ଗିରଫ

ବ୍ରହ୍ମପୁର : ଗଜପତି ଜିଲାରୁ ଉତ୍ତରାଖଣ୍ଡକୁ ୧୧ କ୍ୱିଣ୍ଟାଲ ଗଞ୍ଜେଇ ଚୋରା ଚାଲଣ ସମୟରେ ଜବତ କଲା ଅବକାରୀ ବିଭାଗ। ତା ସହ ୩ ଜଣଙ୍କୁ ଗିରଫ କରାଯାଇଛି । ଗଞ୍ଜେଇର ମୂଲ୍ୟ ପ୍ରାୟ ୫୫ ଲକ୍ଷ ହେବ। ନଡ଼ିଆ କତା ବୋଝେଇ ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିଲା। ଟ୍ରକ ସହ ଗୋଟିଏ କାର ଓ ଭ୍ୟାନରେ ବି ଚାଲାଣ…

ବହୁ ମୁଲ୍ୟର ଗଞ୍ଜେଇ ସହ ୩ଟି ଗାଡ଼ି ଜବତ

କୋରାପୁଟ: ବହୁ ମୁଲ୍ୟର ଗଞ୍ଜେଇ ସହ ୩ଟି ଗାଡ଼ି ଜବତ କରିଛି କୋରାପୁଟ ଜିଲ୍ଲାର ପୁଲିସ। ଜବତ ଗଞ୍ଜେଇର ଆନୁମାନିକ ମୁଲ୍ୟ ପ୍ରାୟ ୭୦ ଲକ୍ଷରୁ ଅଧିକ ଟଙ୍କା ହେବ ସୂଚନା ମିଳିଛି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ପାଡୁଆ ଓ ଲମତାପୁଟ ପୁଲିସ ଏହି ଗଞ୍ଜେଇ ଜବତ…

୨୪ କିଲୋ ୪୦୦ଗ୍ରାମ ଓଜନର ଗଞ୍ଜେଇ ଜବତ

ଫୁଲବାଣୀ: ୨୪ କିଲୋ ୪୦୦ଗ୍ରାମ ଓଜନର ଗଞ୍ଜେଇ ଜବତ କରିଛି ପୁଲିସ । କନ୍ଧମାଳ ଜିଲ୍ଲାର ରାଇକିଆ ଥାନା ଅଞ୍ଚଳରୁ ଜବତ କରାଯାଇଥିବାର ଖବର ମିଳିଛି। ପୁଲିସ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ଚକ୍ରଧର ପାତ୍ର, ପାଟ ମଲ୍ଲିକ ଓ ସରୋଜ କୁମାର ସାହୁ। ସୂଚନା ଅନୁସାରେ,…