Odisha Link
Bridging the Missing Links in Odisha

୧୩୧୦ କେଜି ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ଭୁବନେଶ୍ୱର : ରାଜ୍ୟରେ ଏବେ ବ୍ରାଉନସୁଗାର କାରବାର ବଢିଛାଲିଛି । ଯାହାକୁ ଦୃଷ୍ଟିରେ ରଖି କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏପ୍‌ ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ଖୋର୍ଦ୍ଧାରୁ ୧୩୧୦ କେଜି ବ୍ରାଉନ ସୁଗାର ଜବତ କରିଛି ଏସଟିଏଫ।

ବ୍ରାଉନସୁଗାର ବେପାରୀ ସେଖ୍ ଅନୱର ଓରଫ ପିଣ୍ଟୁକୁ ଗିରଫ। ତେବେ ଜବତ ହୋଇଥିବା ବ୍ରାଉନସୁଗାର ମୁଲ୍ୟ ୧ କୋଟି ୩୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏନେଇ କ୍ରାଇମବ୍ରାଞ୍ଜ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି ।

ତେବେ ଏତେ ପରିମାଣର ବ୍ରାଉନ୍‌ସୁଗାର କେଉଁ ଆଡେ ଚାଲାଣ କରାଯାଉଥିଲା , ଏବଂ ଏଥିରେ କିଏ କିଏ ସାମିଲ ଅଛନ୍ତି। ସେନେଇ ତନାଘନା ଆରମ୍ଭ କରିଛି ଏସ୍‌ଟିଏଫ ।

Comments are closed.