Odisha Link
Bridging the Missing Links in Odisha

ନିର୍ମାଣାଧୀନ ପୋଲ ଭୁଶୁଡ଼ି ୧ ମୃତ , ୬ ଆହାତ

ଉମରକୋଟ: ତାଲାପଦର ନିକଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସେଠାରେ ନିର୍ମାଣାଧୀନ ପୋଲ ଭୁଶୁଡ଼ିଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଆହାତ ହୋଇଛନ୍ତି। ଆହାତଙ୍କୁ  ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

୬ ଆହାତ ଶ୍ରମିକଙ୍କ ମଧ୍ୟରୁ ୩ ଗୁରୁତର ଥିବା ସୂଚନା ମିଳିଛି। ଗ୍ରାମ୍ୟ ଉନ୍ନୟନ ପକ୍ଷରୁ ପୋଲ ନିର୍ମାଣ ବେଳେ ଏହି ଅଘଟଣଟି ଘଟିଥିଲା ।ମୃତକ ଜଣଙ୍କ ରାଇଘରର ମହେନ୍ଦ୍ର ମାଲି ବୋଲି ଜଣାପଡିଛି । କିନ୍ତୁ ଆହତ ମାନଙ୍କ ପରିଚୟ ଏଯାବତ ମିଳିପାରିନାହିଁ ।

Comments are closed.