Odisha Link
Bridging the Missing Links in Odisha
Daily Archives

January 10, 2021

ସ୍ବାମୀଙ୍କ ନାମରେ ଅଭିଯୋଗ ଆଣିଲେ…

ମୁମ୍ବାଇ: ଟିଭି ଅଭିନେତ୍ରୀ ପ୍ରୀତି ତଲରେଜା ତାଙ୍କ ସ୍ବାମୀଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ,ତାଙ୍କ ସ୍ବାମୀ ତାଙ୍କୁ ମାରପିଟ, ଧର୍ମାନ୍ତରଣ, ଶାରିରୀକ ଏବଂ ମାନସିକ ଯନ୍ତ୍ରଣା ଦେଉଛନ୍ତି। ଏ ନେଇ ସେ ସୋସିଆଲ ମିଡିଆରେ ମଧ୍ୟ ନିଜ ଦୁଃଖ ପ୍ରଶଂସକଙ୍କ ସହ ବାଣ୍ଟିଛନ୍ତି।…

ଦନ୍ତାହାତୀ ଶିକାର ଘଟଣା: ଫରେଷ୍ଟର ଏବଂ…

ବାରିପଦା: ବାରିପଦା ବନଖଣ୍ଡ ଅନ୍ତର୍ଗତ କପ୍ତିପଦା ରେଞ୍ଜ୍ ଶାରୀଶୁଆ ସେକ୍ସନ୍ ଶୁକୁଆପଡ଼ା ସଂରକ୍ଷିତ ଜଙ୍ଗଲର ଦୁଇ ବନକର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଦନ୍ତାହାତୀ ଶିକାର ଘଟଣାରେ ଫରେଷ୍ଟର୍ ଚିନ୍ତାମଣି ମହାପାତ୍ର ଏବଂ ଫରେଷ୍ଟଗାର୍ଡ ପ୍ରମିଳା ସେଣଙ୍କୁ ଦାୟିତ୍ବ ଅବହେଳା ନିମନ୍ତେ ନିଲମ୍ବିତ…

୧୬୦ ସେସନସାଇଟରେ ହେବ ଟିକାକରଣ

ଭୁବନେଶ୍ୱର : ରାଜ୍ୟର ୧୬୦ ସେସନସାଇଟରେ ହେବ ଟିକାକରଣ । ଟିକାକରଣ ସମ୍ପର୍କିତ ବୈଠକ ପରେ ସୂଚନା ଦେଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ପ୍ରତି ସ୍ଥାନରେ ୧୦୦ ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟିକା । ଟିକାକରଣ ପାଇଁ ରାଜ୍ୟକୁ ପର୍ଯ୍ୟାୟକ୍ରମେ ଆସୁଛି ଉପକରଣ । ପ୍ରଥମ ପର୍ଯ୍ୟାୟ…

ରାଜ୍ୟକୁ ପୁଣି ଫେରିବ ଶୀତ

ଭୁବନେଶ୍ୱର: ରାଜ୍ୟରେ ତିନି ଦିନ ପରେ ପୁଣି ଫେରିବ ଶୀତ। ଏ ନେଇପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ କିଛି ଦିନ ହେବ ରାଜ୍ୟରେ ଶୀତର ପ୍ରକୋପ କମିଛି। ଏନେଇ ପାଣିପାଗ ବିଶେଷଜ୍ଞ ସୁରେନ୍ଦନାଥ ପଶୁପାଳକ କହିଛନ୍ତି ଯେ, ୧୩ ତାରିଖ ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୨ ଡିଗ୍ରୀ, ରାଉରକେଲା ୩…

ଯାଜପୁରର ବିଭିନ୍ନ ବିଦ୍ୟାଳୟ ବୁଲି…

ଚଣ୍ଡିଖୋଲ: କରୋନା କାରଣରୁ ୯ ମାସ ଧରି ସମସ୍ତ ସ୍କୁଲ ବନ୍ଦ କରାଯାଇଥିଲା। ତେବେ କରୋନା କଟକଣା ଭିତରେ ଛାତ୍ରଛାତ୍ରୀ ସ୍କୁଲରେ ପହଞ୍ଚିଛନ୍ତି। ଓଡିଆ ମାଧ୍ୟମିକ ପରିଷଦର ସେକ୍ରେଟେରୀ ଶ୍ରୀକାନ୍ତ ତରାଇ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି।…

ଶ୍ରୀମନ୍ଦିରକୁ ସୁବର୍ଣ୍ଣ ସୂର୍ଯ୍ୟ-…

ପୁରୀ: ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ ଠାରେ ମୁଖ୍ୟ ପ୍ରଶାସକଙ୍କ ଉପସ୍ଥିତିରେ ଭୁବନେଶ୍ୱର ର ପଦ୍ମ ଚରଣ ପାତ୍ର ନିଜ ପରିବାର ସହ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ୩ ସେଟ ସୁବର୍ଣ୍ଣ ସୂର୍ଯ୍ୟ- ଚନ୍ଦ୍ର ଦାନ କରିଛନ୍ତି। ୩ ହଳ ସୂର୍ଯ୍ୟ- ଚନ୍ଦ୍ରରେ ପ୍ରାୟ ୩୧୯ ଗ୍ରାମ ସୁନା ଓ ୮୨୨ ଗ୍ରାମ ରୁପା ବ୍ୟବହାର…

ଅଭିନେତା ସୋନୁ ସୁଦ ବମ୍ବେ ହାଇକୋର୍ଟ…

ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦ ବମ୍ବେ ହାଇକୋର୍ଟ ଦ୍ୱାରସ୍ଥ। ଉପନଗର ଜୁହାଉ ସ୍ଥିତ ଆବାସିକ କୋଠାରେ ବିନା ଅନୁମତିରେ ଅବୈଧ ଭାବେ ଗଠନମୂଳକ ପରିବର୍ତ୍ତନ କରିଥିବା ଅଭିଯୋଗରେ ଵୃହନମୁମ୍ବାଇ ମହାନରପାଳିକା (ବିଏମସି) ଦ୍ୱାରା ଜାରି ନୋଟିସ୍ ଜାରି କରିଥିଲା। ସେ ବିରୋଧରେ ବମ୍ବେ ହାଇକୋର୍ଟଙ୍କ…

ବିଲରୁ ଅଜଣା ଲୋକର ଶବ ଉଦ୍ଧାର

ସୋର : ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଜଳଙ୍ଗ ତେନ୍ତୁଳିଆ ଗାଁ ଅଞ୍ଚଳରେ ଥିବା ବିଲ ରୁ ଜଣେ ଅଜଣା ଲୋକର ଶବ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ମୁତାବକ, ତେନ୍ତୁଳିଆ ଗ୍ରାମର ରାସ୍ତା ପାଖରେ ମୃତଦେହ ପଡିଥିବାର ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ। ଉକ୍ତ ଯୁବକଙ୍କ ମୁଣ୍ଡରେ…

ନିର୍ମାଣାଧୀନ ପୋଲ ଭୁଶୁଡ଼ି ୧ ମୃତ , ୬…

ଉମରକୋଟ: ତାଲାପଦର ନିକଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସେଠାରେ ନିର୍ମାଣାଧୀନ ପୋଲ ଭୁଶୁଡ଼ିଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଆହାତ ହୋଇଛନ୍ତି। ଆହାତଙ୍କୁ  ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ୬ ଆହାତ ଶ୍ରମିକଙ୍କ ମଧ୍ୟରୁ ୩ ଗୁରୁତର ଥିବା ସୂଚନା ମିଳିଛି। ଗ୍ରାମ୍ୟ…

ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଅଗ୍ନିକାଣ୍ଡ

ଭୁବନେଶ୍ବର: ଭୁବନେଶ୍ବର ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ମଞ୍ଚେଶ୍ବରରେ ଥିବା ଏକ ମୋଟର ପାର୍ଟ ଓ ଲୁବ୍ରିକାଣ୍ଟ ଦୋକାନରେ ନିଆଁ ଲାଗିଛି। ଏହି ଅଗ୍ନିକାଣ୍ଡରେ ଦୋକାନରେ ଥିବା ମୋଟର ପାର୍ଟଗୁଡ଼ିକ ଜଳି ପୋଡି ପାଉଁଶ ହୋଇଯାଇଛି।  ନିଆଁ ଲିଭାଇ କାର୍ଯ୍ୟରେ ୨ଟି ଦମକଳ ଗାଡି…