Odisha Link
Bridging the Missing Links in Odisha

ରାଜ୍ୟକୁ ପୁଣି ଫେରିବ ଶୀତ

ଭୁବନେଶ୍ୱର: ରାଜ୍ୟରେ ତିନି ଦିନ ପରେ ପୁଣି ଫେରିବ ଶୀତ। ଏ ନେଇପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ କିଛି ଦିନ ହେବ ରାଜ୍ୟରେ ଶୀତର ପ୍ରକୋପ କମିଛି।

ଏନେଇ ପାଣିପାଗ ବିଶେଷଜ୍ଞ ସୁରେନ୍ଦନାଥ ପଶୁପାଳକ କହିଛନ୍ତି ଯେ, ୧୩ ତାରିଖ ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୨ ଡିଗ୍ରୀ, ରାଉରକେଲା ୩ ଡିଗ୍ରୀ, ବଲାଙ୍ଗିର ୪ ଡିଗ୍ରୀ ହେବା ସହ ଶୀତ ଅନୁଭୂତ ହେବ। ୧୩ରୁ ୧୫ ମଧ୍ୟରେ ଉପକୂଳରେ କୁହୁଡ଼ି ଅନୁଭୂତ ହେବ । ୧୭ ପରେ ପୁଣି ପାଗରେ ପରିବର୍ତ୍ତନ ହେବ ବୋଲି ପଶୁପାଳକ ସୂଚନା ଦେଇଛନ୍ତି ।

Comments are closed.