Odisha Link
Bridging the Missing Links in Odisha

୧୬୦ ସେସନସାଇଟରେ ହେବ ଟିକାକରଣ

ଭୁବନେଶ୍ୱର : ରାଜ୍ୟର ୧୬୦ ସେସନସାଇଟରେ ହେବ ଟିକାକରଣ । ଟିକାକରଣ ସମ୍ପର୍କିତ ବୈଠକ ପରେ ସୂଚନା ଦେଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ।

ପ୍ରତି ସ୍ଥାନରେ ୧୦୦ ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟିକା । ଟିକାକରଣ ପାଇଁ ରାଜ୍ୟକୁ ପର୍ଯ୍ୟାୟକ୍ରମେ ଆସୁଛି ଉପକରଣ । ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ରାଜ୍ୟରେ ଉପଲବ୍ଧ ଅଛି ଉପକରଣ।

Comments are closed.