Odisha Link
Bridging the Missing Links in Odisha
Daily Archives

January 10, 2021

କୋଏଲ ନଦୀରେ ବୁଡ଼ି ୨ ନିଖୋଜ

ରାଉରକେଲା : ନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ୨ ଯୁବକ। ଏହି ଅଭାନାୟ ଘଟଣାଟି ରାଉରକେଲା କୋଏଲ ନଦୀରେ ଘଟିଛି। ଓଡ୍ରାଫ ସହ ବିଶ୍ରା ଅଗ୍ନିଶମ ବିଭାଗର ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନା ଅନୁସାରେ, ରାଉରକେଲା ଟିମ୍ବର କଲୋନୀର ୭ ସାଙ୍ଗ ଏକାଠି ପିକନିକ କରିବାକୁ ଯାଇଥିଲେ। ଏମାନଙ୍କ ମଧ୍ୟରୁ ୨ ସାଙ୍ଗ…

ପିକ୍‌ନିକ୍ ଗାଡ଼ି ଦୁର୍ଘଟଣାରେ ୧ ମୃତ,୪…

ଟାଙ୍ଗୀ: ପିକ୍‌ନିକ୍ ଗାଡ଼ି ଦୁର୍ଘଟଣା ଗ୍ରସ୍ତ। ଏହି ଅଭାବନୀୟ ଘଟଣାଟି ନାଚୁଣୀ ଫାଣ୍ଡି ନିକଟସ୍ଥ କହେଁଇପୁର ଛକ ନିକଟରେ ଘଟିଛି। ଏହି ଦୁର୍ଘଟଣାଟେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମୃତକ ମହିଳା ଜଣକ ହେଲେ ବୈଜୟନ୍ତୀ ପଟ୍ଟନାୟକ, ତାଙ୍କ ବୟସ…

ରବିବାର ଦିନ ବନ୍ଦ ରହିବ ଜଗା ଦର୍ଶନ

ପୁରୀ: ରବିବାର ଦିନ ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ। ମନ୍ଦିର ସାନିଟାଇଜ କରିବାକୁ ଦର୍ଶନ ବନ୍ଦ ରଖିବାକୁ ନୁଷ୍ପତ୍ତି ନିଆଯାଇଛି। ସମୀକ୍ଷା ବୈଠକ ପରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସୂଚନା ଦେଇଛନ୍ତି। ତେବେ ଆସନ୍ତା ୨୧ରୁ ଆଉ ଲୋଡ଼ା ନାହିଁ କରୋନା ନେଗେଟିଭ ରିପୋର୍ଟ।ସକାଳ ୬ଟାରୁ ୭ଟା ପର୍ଯ୍ୟନ୍ତ ପୁରୀ…

ତେଲ ସନ୍ଧାନ ବେଳେ ବିସ୍ଫୋରଣ

କୋଣାର୍କ: ଗୋପ ବ୍ଲକ ଆମ୍ବିଳି ଗାଁରେ ଭୂତଳ ତୈଳ ସର୍ଭେ ବେଳେ ଘର ଫାଟ ହୋଇଥିବା ଅଭିଯୋଗ ହୋଇଛି। ଏହା ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।  କ୍ଷତିପୂରଣ ଦାବିରେ ସର୍ଭେ କାମରେ ଲାଗିଥିବା କିଛି ଗାଡ଼ି ଓ ଜଣେ କର୍ମଚାରୀଙ୍କୁ ରଖିଛନ୍ତି ଗ୍ରାମବାସୀ। ସୂଚନା ଅନୁଯାୟୀ, ଅଏଲ ଇଣ୍ଡିଆ ପକ୍ଷରୁ ପୁରୀ…

ନକଲି ପୁଲିସ କରୁଛନ୍ତି ଗଞ୍ଜେଇ ଚାଲାଣ, ୩…

ମାଲକାନଗିରି : ଦିନକୁ ଦିନ ରାଜ୍ୟରେ ବଢ଼ି ଚାଲିଛି ଗଞ୍ଜେଇ ଚାଲାଣ। ତେବେ ମାଫିଆ ନୂଆ ତରିକା କରୁଛନ୍ତି ଗଞ୍ଜେଇ ଚୋରା ଚାଲାଣ। ମାଲକାନଗିରି ଜିଲ୍ଲା ଓରକେଲ ଥାନା ଅଞ୍ଚଳରେ ପୁଲିସ ପୋଷାକ ପିନ୍ଧି, ଗାଡ଼ିରେ ପୁଲିସ ଲେଖି ଚାଲିଥିଲା ଗଞ୍ଜେଇ ଚୋରା ଚାଲାଣ। ଓରକେଲ ପୁଲିସ ବିଶେଷ ସୂତ୍ରରୁ ଖବର ପାଇ…

ଦୁଇ ବର୍ଷରେ ୮୦ଟି ଗାଡ଼ି କିଣିଛନ୍ତି…

ଭୁବନେଶ୍ୱର : ଆଜି ସିଏମ୍‌ଓ ୱେବ୍‌ସାଇଟ୍‌ ରେ ପ୍ରକାଶ ପାଇଛି ମୁଖ୍ୟମନ୍ତ୍ରୀ ଓ ସମସ୍ତ ମନ୍ତ୍ରୀମାନଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ। ତେବେ ୨୦୨୦ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନିଜ ସଂପତ୍ତିର ତାଲିକା ଦେଇଛନ୍ତି। ତାଙ୍କର ସମ୍ପତ୍ତିର ମୂଲ୍ୟ ମିଶି ୬୪ କୋଟି ୯୮ ଲକ୍ଷ ୧୯ ହଜାର…

ଜରିମାନା ଆଦାୟକୁ ନେଇ ଥାନାରେ ଏତଲା

ରାଇରଙ୍ଗପୁର: ଜୋରିମାନ ଆଦାୟକୁ ନେଇ ଥାନାରେ ମାମଲା ରୁଜୁ। ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଅଞ୍ଚଳରେ ତହସିଲଦାର ଓ ଚାହା ଦୋକାନୀ ମଧ୍ୟରେ ଗଣ୍ଡଗୋଳ । ସୂଚନା ଅନୁଯାୟୀ, ବିଜାତଳା ତହସିଲଦାର ଲଲାଟେନ୍ଦୁ ସି ବିଜାତଳା ବଜାରର ଚା ଦୋକାନୀ ଆନନ୍ଦ ପାତ୍ରଙ୍କୁ ଏକ ନୋଟିସ କରିଥିଲେ। ବିଜାତଳା ତହସିଲଦାର…

ରାଜ୍ୟରେ କରୋନା: ୨୬୦ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୬୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୧୮୬୨ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ…

୨୧ରୁ କୋହଳ ହେବ ମହାପ୍ରଭୁଙ୍କ ଦର୍ଶନର…

ପୁରୀ: ଆସନ୍ତା ୨୧ରୁ ଆଉ ଲୋଡ଼ା ନାହିଁ କରୋନା ନେଗେଟିଭ ରିପୋର୍ଟ । ଏ ନେଇ ସମୀକ୍ଷା ବୈଠକ ପରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର। ଏଥି ନିମନ୍ତେ ନୂଆ ନୀତି ନିୟମ ନିର୍ଦ୍ଧାରଣ ହୋଇଛି। ବୟସ୍କ ବ୍ୟକ୍ତିଙ୍କ ଦର୍ଶନ ପାଇଁ ଅଲଗା ଧାଡି ବ୍ୟବସ୍ଥା କରାଯିବ। ଏଥିସହ ସକାଳ ୭ରୁ…

ଇଣ୍ଡୋନେସିଆ ବିମାନ ଦୁର୍ଘଟଣା: ମିଳିଲା…

ଜାକର୍ତ୍ତା: ଶନିବାର ଅପରାହ୍ନରେ ଇଣ୍ଡୋନେସିଆରେ ଏକ ବଡ ଧରଣର ବିମାନ ଦୁର୍ଘଟଣା ଘଟିଛି। ବିମାନଟି ଗତକାଲି ଜାକର୍ତ୍ତାରୁ ଉଡାଣ ଭରିଥିଲା। ଏହାପରେ ଏହା ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ବିମାନରେ ମୋଟ୍ ୬୨ଜଣ ଲୋକ ଥିଲେ।ଏବେ ଦୁର୍ଘଟଣାସ୍ଥଳରେ ମାନବ ଶରୀରର ଅଙ୍ଗ ମିଳିଛି। ଏନେଇ ଇଣ୍ଡୋନେସିଆର ଜଣେ…