Odisha Link
Bridging the Missing Links in Odisha

ଶ୍ରୀମନ୍ଦିରକୁ ସୁବର୍ଣ୍ଣ ସୂର୍ଯ୍ୟ- ଚନ୍ଦ୍ର ଦାନ କଲେ ପଦ୍ମ ଚରଣ ପାତ୍ର

ପୁରୀ: ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ ଠାରେ ମୁଖ୍ୟ ପ୍ରଶାସକଙ୍କ ଉପସ୍ଥିତିରେ ଭୁବନେଶ୍ୱର ର ପଦ୍ମ ଚରଣ ପାତ୍ର ନିଜ ପରିବାର ସହ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ୩ ସେଟ ସୁବର୍ଣ୍ଣ ସୂର୍ଯ୍ୟ- ଚନ୍ଦ୍ର ଦାନ କରିଛନ୍ତି।

୩ ହଳ ସୂର୍ଯ୍ୟ- ଚନ୍ଦ୍ରରେ ପ୍ରାୟ ୩୧୯ ଗ୍ରାମ ସୁନା ଓ ୮୨୨ ଗ୍ରାମ ରୁପା ବ୍ୟବହାର ହୋଇଛି। ପରବର୍ତୀ ସମୟରେ ତିନି ଠାକୁରଙ୍କୁ ଏହି ନୂତନ ଚନ୍ଦ୍ର ସୂର୍ଯ୍ୟ ଲାଗି ହେବ।

Comments are closed.