Odisha Link
Bridging the Missing Links in Odisha
Daily Archives

January 13, 2021

କଟକଣା ନିର୍ଦ୍ଦିଷ୍ଟ ସଂସ୍ଥା ପାଇଁ…

ଭୁବନେଶ୍ୱର: ବିଏମ୍‌ସି ଅଞ୍ଚଳରେ ମାଗଣାରେ ଖାଦ୍ୟ ବଣ୍ଟନ ନେଇ କଟକଣା ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି କମିଶନର। ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ, ଯାହାର ଖାଦ୍ୟ ବା ବସ୍ତ୍ର ଦେବା କଥା ସେମାନେ ଆମ ସହ ଆଲୋଚନା କରନ୍ତୁ। ଆମକୁ ଆବେଦନ କଲେ ସେମାନଙ୍କୁ ସେହି ହିସାବରେ…

ଗ୍ରାହକଙ୍କୁ ପିଟିଲେ ସୁନା ଦୋକାନୀ

ଭୁବନେଶ୍ୱର: ଗ୍ରାହକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ସୁନା ଦୋକାନୀ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀର ଖଣ୍ଡଗିରି ବାରି ଅଞ୍ଚଳରେ। ଚାରି ବର୍ଷ ତଳେ ବିବେକାନନ୍ଦ ତାଙ୍କ ପତ୍ନୀଙ୍କ ପାଇଁ ସୁନା ଚେନ କିଣିଥିଲେ। ୨୨ କ୍ୟାରେଟ ବୋଲି କହି ସୁନା ବିକିଥିଲେ ଦୋକାନୀ। ଏବେ ଟଙ୍କା ଆବଶ୍ୟକ ହେବାରୁ…

ଆବାସ ଯୋଜନାକୁ ନେଇ ବିଜେଡ଼ି-ବିଜେପି…

ବାରିପଦା: ଆବାସ ଯୋଜନାରେ ହିତାଧିକାରୀଙ୍କ ଘରେ ବିଜୁ ପକ୍କା ଷ୍ଟିକର୍‌ ଲାଗିବାକୁ ନେଇ ବିଜେପି-ବିଜେଡି ମଧ୍ୟରେ ବାକ୍‌ଯୁଦ୍ଧ ଲାଗିରହିଥିବାବେଳେ ମୟୂରଭଞ୍ଜରେ ମଧ୍ୟ ଏହାର ତାତି ଦେଖିବାକୁ ମିଳିଛି। ଏହାକୁ ନେଇ କଥାକଟି ଉତ୍ତେଜନାର ରୂପ ନେଇଛି। ଏହି ସମୟରେ ମୟୂରଭଞ୍ଜ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା…

କରୋନା: ରାଜ୍ୟରେ ଜଣେ ସଂକ୍ରମିତ ମୃତ

ଭୁବନେଶ୍ବର: ଦୀର୍ଘ ନଅ ମାସ ପରେ ରାଜ୍ୟରେ ହ୍ରାସ ପାଉଛି କରୋନା ସଂଖ୍ୟା। ୨୪ ଘଣ୍ଟା ମଧ୍ୟରେ ୨୧୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୯୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…

କରୋନା: ରାଜ୍ୟରେ ଚିହ୍ନଟ ହେଲେ ୨୧୦…

ଭୁବନେଶ୍ବର: ଦୀର୍ଘ ନଅ ମାସ ପରେ ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୨୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୨୫୪୧ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ…

ପୋଲିସ ଗୁଳିରେ ଜଣେ ମାଓବାଦୀ ମୃତ

ଭୁବନେଶ୍ବର:ଛତିଶଗଡ଼ ଚିକପାଲ ଜଙ୍ଗଲରେ ପୋଲିସ ଗୁଳିରେ ଜଣେ ମାଓଦାବୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଏନକାଉଣ୍ଟରରେ ଟପ୍‌ ମାଓ ନେତା ଏରିଆ କାମଣ୍ଡର ହୀଡ଼ମା ମୁଚାକିର ମୃତ୍ୟୁ ହୋଇଛି। ହୀଡ଼ିମା ନାଁରେ ଧରାଇଦେବାକୁ ୫ ଲକ୍ଷର ପୁରସ୍କାର ଘୋଷଣା କରାଯାଇଥିଲା।

ଚାଇନିଜ୍‌ ମାଞ୍ଜା ବ୍ୟାନ୍‌ କଲା…

କଟକ: ୧୪ ତାରିଖ ଅର୍ଥାତ୍‌ ଆସନ୍ତା କାଲି ମକର ସଂକ୍ରାନ୍ତି ଗୁଡ଼ି ଉଡ଼ାରେ ଚାଇନିଜ୍‌ ମାଞ୍ଜା ବ୍ୟାନ୍‌ କରାଯାଇଛି। କାଚ ଲଗାଇ ପ୍ରସ୍ତୁତ ଅନ୍ୟ ସମସ୍ତ ପ୍ରକାର ସୂତା ମଧ୍ୟ ବ୍ୟାନ୍‌ କରାଯାଇଛି। ଗୁଡ଼ି ସୂତାରେ ଜୀବନହାନି ଆଶଙ୍କାରେ ମାଞ୍ଜା ଓ କାଚ ଲଗା ସୂତା ବ୍ୟାନ ହୋଇଛି। ମାଞ୍ଜା ଓ କାଚ ଲଗା ସୂତା…

ଓଲଟିଲା ପୋଲିସ ଭ୍ୟାନ; ୫ ଗୁରୁତର

ବ୍ରହ୍ମପୁର:  ଗଞ୍ଜାମ ଜିଲ୍ଲା ଛତ୍ରପୁର ତାମ୍ପରା ୧୬ ନମ୍ବର ରାଜପଥ ଉପରେ ଘନ କୁହୁଡ଼ି ଯୋଗୁଁ ଭାରସାମ୍ୟ ହରାଇ ଓଲଟିଥିବା ଗ୍ୟାସ ବୋଝେଇ ଟ୍ୟାଙ୍କର ଉଠାଇବା ପାଇଁ ରସି ଆଣିବା ପାଇ ଯାଉଥିବା ପୋଲିସ ଗାଡ଼ି ଓଲଟି ୫ ଜଣ ପୋଲିସ କର୍ମଚାରୀ ଆହତ । ଚିକିତ୍ସା ପାଇଁ ଛତ୍ରପୁର ମେଡ଼ିକାଲରେ ଭର୍ତି ହୋଇଛନ୍ତି।…

୩ ମନ୍ତ୍ରୀ ଓ ବିଧାୟକଙ୍କୁ କଳାପତାକା…

କଳାହାଣ୍ଡି: ୩ ମନ୍ତ୍ରୀ ଓ ଜଣେ ବିଜେଡ଼ି ବିଧାୟକଙ୍କୁ କଂଗ୍ରେସ କର୍ମୀମାନେ ପଳାପତାକା ପ୍ରଦର୍ଶନ କରିଛନ୍ତି। ମନ୍ତ୍ରୀ ସୁଶାନ୍ତ ସିଂ,ଦିବ୍ୟଶଙ୍କର ମିଶ୍ର, ଟୁକୁନୀ ସାହୁଙ୍କୁ କଳାପତାକା ପ୍ରଦର୍ଶନ କରିଛନ୍ତି କଂଗ୍ରେସ କର୍ମୀ। ଏହା ସହିତ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ମଧ୍ୟ କଳାପତାକା ପ୍ରଦର୍ଶନ…

ନୟାଗଡ଼: ପୋଖରୀରୁ ମିଳିଲା ନିଖୋଜ ଶିଶୁର…

ନୟାଗଡ଼: ଗତକାଲି ନୟାଗଡ଼ ଖଣ୍ଡପଡ଼ା ବ୍ଲକ କିଆଝର ଗାଁରେ ନିଖୋଜ ଶିଶୁ ପୁତ୍ରର ମୃତଦେହ ଆଜି ଏକ ପୋଖରୀରୁ ଉଦ୍ଧାର ହୋଇଛି। ମୃତଦେହ ଉଦ୍ଧାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଲିଯାଇଛି। ପରୀ ମୃତ୍ୟୁ ମାମଲା ଥମି ନଥିବା ବେଳେ ପୁଣି ଶିଶୁ ନିଖୋଜ ହେବା ପରେ ତାର ମୃତଦେହ ମିଳିବା ସାରା ଜିଲ୍ଲାରେ…