Odisha Link
Bridging the Missing Links in Odisha
Daily Archives

January 13, 2021

ଅନ୍ନପୂର୍ଣ୍ଣା ଯୋଜନାରେ ୧ ଟଙ୍କାରେ…

ଭୁବନେଶ୍ବର: ଅନ୍ନପୂର୍ଣ୍ଣା ଯୋଜନାରେ ଖାଦ୍ୟ ମାଗଣା ନୁହେଁ ବୋଲି ହକିଲେ ସାଂସଦ ଅପରାଜିତା ସଂଷଙ୍ଗୀ। ଅନ୍ନପୂର୍ଣ୍ଣା ଯୋଜନାରେ ୧ ଟଙ୍କାରେ ଖାଦ୍ୟ ଦିଆଯିବ। ଏହା ବିଏମ୍‌ସିର କଟକଣା ଭିତରେ ଆସୁ ନାହିଁ। ସୂଚନାଯୋଗ୍ୟ ଯେ, ଗତ କାଲି ବିନାନୁମତିରେ ମାଗଣା ଖାଦ୍ୟ ବଣ୍ଟନକୁ ବାରଣ କରିଥିଲା ବିଏମ୍‌ସି। ଏହି…

ଭୁବନେଶ୍ବରରେ ପହଞ୍ଚିଲା କୋଭାକ୍ସିନ୍‌…

ଭୁବନେଶ୍ବର: ଭୁବନେଶ୍ବରରେ ପପହଞ୍ଚିଲା କରୋନା ଟିକା କୋଭାକ୍ସିନ୍‌। ରାଜ୍ୟ ଟିକା ଭଣ୍ଡାରରେ ପହଞ୍ଚିଲା କୋଭାକ୍ସିନ ଟକା। ପ୍ରାୟ ୨୦ହଜାର କୋଭାକ୍ସିନ୍‌ ଡୋଜ୍‌ ଆସି ପହଞ୍ଚିଛି। ଭାରତ ବାୟୋଟେକ୍‌ ଓ ଆସିଏମ୍‌ଆର୍‌ ଦ୍ୱାରା ପ୍ରସ୍ତୁତ କରାଯାଇଛି କୋଭାକ୍ସିନ୍‌। ପ୍ରକାଶ ଯେ, ରାଜ୍ୟରେ ଗତକାଲିଠାରୁ…

ରାଜଧାନୀ ରାସ୍ତାକଡ଼ରେ ଖାଦ୍ୟ ବାଣ୍ଟିବା…

ଭୁବନେଶ୍ୱର: ରାଜଧାନୀର ରାସ୍ତାକଡ଼ରେ ରହୁଥିବା ବାସହରାଙ୍କୁ ଖାଦ୍ୟ ବାଣ୍ଟିବା ଉପରେ ଲାଗିଲା କଟକଣା। ଏହି ପ୍ରତିବନ୍ଧକ ଲଗାଇଛି ବିଏମସି। ରାସ୍ତାକଡ଼ ଲୋକଙ୍କୁ ଖାଦ୍ୟ କିମ୍ବା ଅନ୍ୟାନ୍ୟ ସାମଗ୍ରୀ ନ ବାଣ୍ଟି ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ପରିଚାଳିତ ହେଉଥିବା ଆଶ୍ରୟସ୍ଥଳରେ ବାଣ୍ଟିବା ପାଇଁ…

ପୁଣି ନୟାଗଡ଼ରେ ଶିଶୁ ନିଖୋଜ

ନୟାଗଡ଼: ନୟାଗଡ଼ରେ ପରୀ ଘଟଣା ଏବେବି ଲୋକଙ୍କ ମନରୁ ଲିଭି ନଥିବା ବେଳେ ଆଉ ଜଣେ ଶିଶୁ ନିଖୋଜ ହୋଇଥିବାର ଘଟଣା ସାମ୍ନାକୁ ଆସିଛି। ଘଟଣାଟି ଘଟିଛି ଖଣ୍ଡପଡ଼ା ବ୍ଲକ କିଆଝର ଗ୍ରାମରେ। କିଆଝରର ଲକ୍ଷ୍ମଣ ଲେଙ୍କାଙ୍କ ୬ବର୍ଷର ପୁଆ ଲୁଡୁ ମଙ୍ଗଳବାର ଅପରାହ୍ନ ୩ଟାରୁ ଘରଛାଡି କେଉଁଆଡେ ନିଖୋଜ ହୋଇଯାଇଥିବା…

ଓଲଟିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଛତ୍ରପୁର ଜାତୀୟ ରାଜପଥ ତାମ୍ପରା ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଗ୍ୟାସ୍‌ ଟ୍ୟାଙ୍କର। ଖବର ପାଇଁ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ମିଳିଥିବା ସୂଚନା ଅନୁସାରେ, ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା ଗ୍ୟାସ୍‌…

ଓଲଟିଲା କପା ବୋଝେଇ ଟ୍ରାକ୍ଟର, ୨ ମୃତ

ରାୟଗଡ଼ା: ଭାରସାମ୍ୟ ହରାଇ ଓଲଟିଲା କପା ବୋଝେଇ ଟ୍ରାକ୍ଟର। ଗତକଲି ବିଳମ୍ବିତ ରାତିରେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅଧୀନ ତ୍ରିକାଳପାଡୁ ନିକଟରେ ଏକ କପା ବୋଝେଇ ଟ୍ରାକ୍ଟର ଓଲଟି ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଆଉ ୨ ଜଣ ଗୁରୁତର ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ଗତକାଲି…

ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ୨…

ଧର୍ମଗଡ଼: କଳାହାଣ୍ଡି-ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆମପାଣୀ ଘାଟିରେ ଓଲଟିଲା ଯାତ୍ରୀବାହୀ ବସ। ଦୁର୍ଘଟଣା ବସ୍‌ ହେଲପର ଓ ଜଣେ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଅଳ୍ପେକ ବର୍ତ୍ତିଯାଇଛନ୍ତି ଅନ୍ୟ ସମସ୍ତ ଯାତ୍ରୀ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲକୁ…