ଘର ବିକିବେ ଅଭିନେତ୍ରୀ କରିସ୍ମା

ମୁମ୍ବାଇ : ଘର ବିକ୍ରି କରିବେ ଅଭିନେତ୍ରୀ କରିସ୍ମା କପୁର। ସେ ତାଙ୍କ ପୁରୁଣା ଘର ବିକିବା ପାଇଁ ନିଷ୍ପତ୍ତି ନେଇଛନ୍ତି। କରିସ୍ମା ତାଙ୍କ ଘରକୁ ୧୦.୧ କୋଟି ଟଙ୍କାରେ ବିକିବେ ବୋଲି ସୂଚନା ମିଳିଛି।
ସେ ଘରଟିକୁ ୨୦୨୦ରେ କିଣିଥିଲେ। କରିସ୍ମା ବର୍ତ୍ତମାନ ‘ରୋଜ୍ କୁଇନ୍’ ନାମକ ଏକ ବିଲ୍ଡିଂର ୧୦ମ ମହଲାରେ ରହୁଛନ୍ତି। ତେବେ କରୀନା କପୁର ମଧ୍ୟ ପୁରୁଣା ଘର ବିକି ନୂଆ ଘରକୁ ଯିବେ।