Odisha Link
Bridging the Missing Links in Odisha
Daily Archives

February 9, 2021

ବଢ଼ିପାରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ…

ଭୁବନେଶ୍ବର: ବଢ଼ିପାରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ତାରିଖ। ଆସନ୍ତାକାଲି ଫର୍ମ ପୂରଣ ପାଇଁ ଶେଷ ତାରିଖ ଥିବା ବେଳେ ଆବଶ୍ୟକତା ଦେଖି ତାହାକୁ ଆଉ ଦୁଇରୁ ତିନି ଦିନ ବୃଦ୍ଧି କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ସୂଚନା ଦେଇଛନ୍ତି। ୨୦୧୯-୨୦ ଶିକ୍ଷାବର୍ଷ ରେ ନବମ ଶ୍ରେଣୀରେ…

୧୨୪୨ କୋଟିର ପୁଞ୍ଜିନିବେଶ ପ୍ରସ୍ତାବକୁ…

ଭୁବନେଶ୍ୱର: ୧୨୪୨ କୋଟିର ପୁଞ୍ଜିନିବେଶ ପ୍ରସ୍ତାବକୁ ସିଙ୍ଗଲ ୱିଣ୍ଡୋର ମଂଜୁରୀ ମିଳିଛି। ଏହାଦ୍ୱାରା ୩୧୩୫ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଙ୍ଗଲ ୱିଣ୍ଡୋ ବୈଠକରେ ଏହି ମଞ୍ଜୁରୀ ଦିଆଯାଇଛି। ଏହି ପ୍ରକଳ୍ପ…

ଏ ବର୍ଷ ପଡୁନି ନାଗାର୍ଜୁନ ବେଶ

ପୁରୀ: ଚଳିତ ବର୍ଷ ପଡୁନି ମହାପ୍ରଭୁ ଜଗନ୍ନାଥଙ୍କ ଦୁର୍ଲଭ ନାଗାର୍ଜୁନ ବେଶ । ସ୍ପଷ୍ଟ କଲେ ମୁକ୍ତିମଣ୍ଡପ ସଦସ୍ୟ ଓ ଶ୍ରୀମନ୍ଦିର ନୀତି ପ୍ରଶାସନ। ନାଗାର୍ଜୁନ ବେଶ ନେଇ କ୍ୟାଲେଣ୍ଡର ଓ ପଞ୍ଜିକା ଭୁଲ ତଥ୍ୟ ଦେଇଛନ୍ତି। ବିଭ୍ରାନ୍ତିକର ତଥ୍ୟ ଦେଇଥିବା ପଞ୍ଜିକାରଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେବ।…

୧୦ରେ ଖୋଲିବ ଇଞ୍ଜିନିଅରିଂ ଓ +୩ ଦ୍ୱିତୀୟ…

ଭୁବନେଶ୍ବର: କରୋନା କଟକଣା କାରଣରୁ ଅନେକ ମାସ ଧରି ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିଥିଲା। ତେବେ ଗତ କାଲି ଖୋଲିବ ଇଞ୍ଜିନିଅରିଂ କଲେଜ।କାଲି ଠୁ କଲେଜ ଯିବେ ସବୁ ଛାତ୍ର ଛାତ୍ରୀ ।  କାଲି ଠୁ ମଧ୍ୟ +୩ ଦ୍ୱିତୀୟ ବର୍ଷ ଓ ପିଜି ପ୍ରଥମ ବର୍ଷ କ୍ଲାସ ଆରମ୍ଭ ହେବ। କଲେଜ ଓ ବିଶ୍ୱ ବିଦ୍ୟାଳୟରେ ବ୍ୟାପକ…

ଏ ବର୍ଷ ହେବନି ଖଣ୍ଡଗିରି ମେଳା

ଭୁବନେଶ୍ବର: ମହାମାରୀ କରୋନା ଯୋଗୁଁ ଏବର୍ଷ ହେବନି ଖଣ୍ଡଗିରି ମେଳା। କେବଳ ପରମ୍ପରା ଅନୁଯାୟୀ ପୂଜାବିଦ୍ଧିକୁ ବିଏମଏସି ପକ୍ଷରୁ ଅନୁମତି ମିଳିଛି। କୋଭିଡ୍ ଗାଇଡ୍‌ ଲାଇନ୍ ମୁତାବକ ପରମ୍ପରା ପାଳନ ହେବ ବୋଲି କୁହାଯାଇଛି। ଫଳରେ ଏଥର ଖଣ୍ଡଗିରିରେ ନା ପେଣ୍ଡାଲ କମ୍ପିବ ନା ଦର୍ଶକଙ୍କ କରତାଳି ଏବଂ…

ସଞ୍ଜୟ ଦାସବର୍ମା ଔଷଧ ବିକଳରେ ତାଟିଆ…

ଭୁବନେଶ୍ୱର: ପ୍ରସ୍ତାବିତ କୋଷ୍ଟାଲ ହାଇୱେ ପ୍ରସଙ୍ଗରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଜାଣିଶୁଣି ମିଛ କାହାଣୀ ଗପୁଛନ୍ତି । କାରଣ କୋଷ୍ଟାଲ ହାଇୱେ ବିଳମ୍ବ ହେବାରେ ରାଜ୍ୟ ସରକାରଙ୍କ ଢାଲ ହୋଇ ଛିଡା ହୋଇଛନ୍ତି ସଞ୍ଜୟ ଦାସ ବର୍ମା। କୋଷ୍ଟାଲ ହାଇୱେ ନିଜ ହିସାବରେ ନକରିହେବାରୁ ସଞ୍ଜୟ…

ରାଜ୍ୟ କ୍ୟାବିନେଟ୍‌ର ବୈଠକ: ୨୭ଟି…

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ୍‌ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ସରକାର ୨୭ଟି ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସରକାର କେବଳ ୮ଟି ପ୍ରକଳ୍ପ ପାଇଁ ୧୨୪୨ କୋଟି ଟଙ୍କା ଅନୁମୋଦନ ଦେଇଛନ୍ତି। ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ…

ମୋଦି ସରକାର ଥିବା ଯାଏଁ ଶ୍ରୀଜଗନ୍ନାଥ…

ଭୁବନେଶ୍ୱର: ମହାପ୍ରଭୃ ଶ୍ରୀଜଗନ୍ନାଥ ମନ୍ଦିର ସହ କୋଟି କୋଟି ଓଡିଆ ଲୋକଙ୍କ ଭାବାବେଗ ଜଡିତ ରହିଛି। ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ଏନଏମଏର ଐତିହ୍ୟ ଉପନିୟମକୁ ଲାଗୁ ନକରିବା ପାଇଁ ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କ ସମେତ ରାଜ୍ୟ ବିଜେପି ସାଂସଦମାନେ ନୂଆଦିଲ୍ଲୀ…

ସଡ଼କ ଦୁର୍ଘଟଣାରେ ମହିଳା ପରିବା ବିକାଳୀ…

ବଲାଙ୍ଗୀର: ସଡ଼କ ଦୁର୍ଘଟଣାରେ ଚାଲିଗଲା ମହିଳା ପରିବା ବିକାଳୀଙ୍କ ଜୀବନ। ଗୁରୁତର ଅବସ୍ଥାରେ ୨ ଜଣ ଗ୍ରାହକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାଟି ଟିଟିଲାଗଡ଼ ସହରର ହିନ୍ଦୀ ହାଇସ୍କୁଲ ଛକ ଠାରେ ଘଟିଛି। ୫୦ ବର୍ଷୀୟ ସୀତା ବେହେରା ନାମକ ଜଣେ ମହିଳା ରାସ୍ତା କଡରେ ପରିବା ବିକ୍ରି କରୁଥିଲେ।…

୧୯-୨୦ର ସବୁ ନବମ ପିଲା ଦେବେ ମାଟ୍ରିକ…

ଭୁବନେଶ୍ବର: ୨୦୧୯-୨୦ ଶିକ୍ଷାବର୍ଷରେ ନବମ ଶ୍ରେଣୀରେ ପଢ଼ୁଥିବା ସବୁ ଛାତ୍ରଛାତ୍ରୀ ୨୦୨୧ ମେ ମାସରେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ବାର୍ଷିକ ସାର୍ଟିଫିକେଟ୍‌ ପରୀକ୍ଷା ଦେଇପାରିବେ। ଏ ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହା କେବଳ ଓଡିଆ ମାଧ୍ୟମ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଯୁଜ୍ୟ।…