Odisha Link
Bridging the Missing Links in Odisha
Daily Archives

February 9, 2021

ରାଜ୍ୟ ସଭାପତିଙ୍କ କୋଟିଆ ଗସ୍ତ

ଭୁବନେଶ୍ୱର: ୧୯୩୬ ମସିହା ଅର୍ଥାତ୍ ସ୍ୱାଧାନୀତା ପୂର୍ବରୁ କୋରାପୁଟ ଜିଲ୍ଲା ପଟାଙ୍ଗୀ ଅଂଚଳର କୋଟିଆ ପଂଚାୟତ ଓଡିଶା ଭୂଖଣ୍ଡରେ ରହିଛି। କିନ୍ତୁ ଏବେ ସେଠି ଆନ୍ଧ୍ର ପ୍ରଦେଶ ସରକାର ପଂଚାୟତ ନିର୍ବାଚନ କରିବା ଲାଗି ମସୁଧା ଚଲାଇଛନ୍ତି। ଦୀର୍ଘ ଦିନ ଧରି କୋଟିଆ ପଞ୍ଚାୟତକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ…

ବସରେ ଲାଗିଲା ନିଆଁ: ଅଳ୍ପକେ ବର୍ତ୍ତିଲେ…

ବିଶାଖାପାଟଣା: ଓଡ଼ିଶା ଶ୍ରମିକଙ୍କୁ ନେଇ ଯାଉଥିବା ଏକ ବସରେ ନିଆଁ ଲାଗିଯିବାରୁ ବସଟି ଜଳିଯାଇଛି। ବସଟିର ଅଧିକାଂଶ ଅଂଶ ଜଳିଯାଇଥିବା ଖବର ମିଳିଛି। ସୂଚନାଯୋଗ୍ୟ ଯେ, ସର୍ଟ ସର୍କିଟ ଯୋଗୁଁ ବସରେ ନିଆଁ ଲାଗିଥିବା ଜଣାପଡ଼ିଛି। ବିଶାଖାପାଟଣା ପାଇକରାଓପେଟା ନିକଟସ୍ଥ ଏନ୍ଏଚ୍ ୫ରେ ଏହି ଅଘଟଣ ଘଟିଥିଲା। ପରେ…

ବାଇ ଲ ପ୍ରତ୍ୟାହାର ପରେ…

ଭୁବନେଶ୍ୱର: ବାଇ ଲ ପ୍ରତ୍ୟାହାର ହେବା ପରେ ଶ୍ରୀମନ୍ଦିର ସେବାୟତମାନେ ଆସ୍ୱସ୍ତି ପ୍ରକାଶ କରିଛନ୍ତି। ରାଜ୍ୟ ସରକାରଙ୍କ ଉଦ୍ୟମ ଫଳରେ ଏଭଳି ଏକ କଳା ଚିଠା ଅଧିନିୟମ ପ୍ରତ୍ୟାହାର ହେଲା ବୋଲି ସେବାୟତମାନେ କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତ୍ୱରିତ ପଦକ୍ଷେପ ଯୋଗୁ ଏହା ସମ୍ଭବ ହୋଇଛି।…

ଅଭିନେତା ରାଜୀବ କପୁରଙ୍କ ପରଲୋକ

ମୁ୍ମ୍ବାଇ : ବଲିଉଡ ଜଗତରେ ଶୋକର ଛାୟା ଖେଳି ଯାଇଛି। ଅଭିନେତା ରାଜୀବ କପୁରଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୫୮ବର୍ଷ ବୟସ ହୋଇଥିଲା। ଚେମ୍ବୁର ସ୍ଥିତ ବାସଭବନରେ ରାଜୀବଙ୍କ ପରଲୋକ ହୋଇଯାଇଛି । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମଙ୍ଗଳବାର ଦିନ ସକାଳ ସମୟରେ ରାଜୀବ…

ବିଦ୍ୟୁତ ଫାଶରେ ପଡ଼ି ଯୁବକ ମୃତ

କୋକସରା: ବାରହା ଶିକାର ପାଇଁ ବିଛା ଯାଇଥିବା ଫାଶରେ ଯୁବକ ପଡ଼ି ମୃତ। ଏହି ଘଟଣାଟି କଳାହାଣ୍ଡି ଜିଲ୍ଲାର କଲମପୁର ବ୍ଲକ ଦରଲୀପଡ଼ା ନିକଟରେ ଥିବା ଜଙ୍ଗଲ ମଧ୍ୟରେ ଘଟିଛି। ବାରହା ଶିକାର ପାଇଁ ବିଦ୍ୟୁତ ବିଛାଇ ଫାସ ବସା ଯାଇଥିଲା। ସେହି ଫାସରେ ପଡ଼ି ଜୟପାଟଣା ବ୍ଲକ କଦୋପଦର ଗ୍ରାମର ଗଜାନନ କଣ୍ଟା ନାମକ…

ସେକ୍ସ କାରବାରରେ ୩ ଗିରଫ

ପୁରୀ : ସେକ୍ସ କାରବାର ମାମଲାରେ ୩ ଜଣ ଗିରଫ। ପୁରୀ ଶ୍ରୀକ୍ଷେତ୍ର ଲଜ୍‌ରୁ ୨ ଦେହଜୀବୀଙ୍କ ସହ ୩ ଜଣଙ୍କୁ ଗିରଫ କରିଛି ପୁଲିସ । ୨ ଦେହଜୀବୀଙ୍କ ମଧ୍ୟରେ ଜଣେ ରାଣୀ ମହୁମାଛି ବୋଲି ଜଣାପଡିଛି । ଏନେଇ ସୂଚନା ଦେଇଛି କୁମ୍ଭାରପଡ଼ା ଥାନା ପୋଲିସ । ସୁଜା ମହାନ୍ତି (ଛଦ୍ମନାମ)କୁ ରାଣୀ ମହୁମାଛି କହି ଗିରଫ…

କୋଟିଆରେ ନିର୍ବାଚନ ପ୍ରସଙ୍ଗ:…

ଭୁବନେଶ୍ୱର: କୋଟିଆରେ ନିର୍ବାଚନ ପାଇଁ ଆନ୍ଧ୍ର ସରକାର ଉଦ୍ୟମ କରୁଛନ୍ତି। ଏଥିପାଇଁ ଆନ୍ଧ୍ର ପ୍ରଦେଶର ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେବେ ଆନ୍ଧ୍ର ପ୍ରଦେଶ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତିକୁ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ଏନେଇ…

ସଂପ୍ରସାରଣ ହେଲା ନୀତିଶ ସରକାରଙ୍କ…

ପାଟଣା: ଆଜି ନୀତିଶ ସରକାର ନିଜର ମନ୍ତ୍ରୀମଣ୍ଡଳର ବିସ୍ତାର କରିଛି। ଆଉ ୧୭ ଜଣ ନେତା ନୀତିଶ ସରକାରରେ ମନ୍ତ୍ରୀ ପଦ ପାଇବା ସହିତ ବିଭିନ୍ନ ବିଭାଗର ଦାୟିତ୍ୱ ସମ୍ଭାଳିବା ଆରମ୍ଭ କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଜେପି ନେତା ଶହନବାଜ୍ ହୁସେନଙ୍କୁ ନୀତିଶ ମନ୍ତ୍ରୀମଣ୍ଡଳରେ ଉଦ୍ୟୋଗ…

ଭିଜିଲାନ୍ସ ଜାଲରେ ସରକାରୀ ବାବୁ

ନୟାଗଡ : ଭିଜିଲାନ୍ସ ଜାଲରେ ସରକାରୀ ବାବୁ। ନୟାଗଡ ମ୍ୟୁନିସିପାଲଟିର କ୍ୟାସିୟର ଅଜୟ କୁମାର ସାଥୁଆ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।ସେ ଠିକାଦାରଙ୍କର ଠାରୁ ଲାଞ୍ଚ ନେଉଥିବା ସମୟରେ ଧରାପଡିଛନ୍ତି । ମ୍ୟୁନିସିପାଲଟିର କ୍ୟାସିୟର ବିଲ୍ ପାସ୍ କରିଦେବା ପାଇଁ ଠିକାଦାରଙ୍କଠାରୁ ୨୦ହଜାର ଟଙ୍କା ଲାଞ୍ଚ…

ମାସକରେ ଆସିଛି ୧୨୦୭ ଫ୍ରଡ୍ କଲ୍: ପୋଲିସ…

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ସାଇବର ଠକେଇ ବଢ଼ିବାରେ ଲାଗିଛି। ସାଇବର ଠକେଇ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ। କମିଶନର କହିଛନ୍ତି ଯେ, ସାଇବର ହେଲ୍ପ ଡେସ୍କକୁ ମାସେ ପୁରିଛି, ମାସେ ଭିତରେ ୧୨୦୭ ଫ୍ରଡ କଲ ଆସିଛି। ରାଜ୍ୟରେ ମୋଟ ୧ କୋଟି ୪୦…