Odisha Link
Bridging the Missing Links in Odisha
Daily Archives

February 16, 2021

ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ମୋହନ…

ନୂଆଦିଲ୍ଲୀ: ଚଳିତ ବର୍ଷ ଏପ୍ରିଲ ମାସରେ ହୋଇପାରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ଏଥିପାଇଁ ପଶ୍ଚିମବଙ୍ଗ ରାଜନୀତି ସରଗରମ। ଏସବୁ ମଧ୍ୟରେ ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଆଜି ତାଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଆରଏସଏସର ମୁଖ୍ୟ ମୋହନ ଭାଗବତ ସାକ୍ଷାତ କରିଛନ୍ତି। ଯାହାକୁ ନେଇ ରାଜୈନିତକ…

ପୁଡୁଚେରୀରେ ରାଜନୈତିକ ସଙ୍କଟ:…

ନୂଆଦିଲ୍ଲୀ: ପୁଡୁଚେରୀ ଉପ ରାଜ୍ୟପାଳ ପଦରୁ ହଟିଲେ ଡ.କିରଣ ବେଦୀ। ତାଙ୍କ ସ୍ଥାନରେ ତେଲେଙ୍ଗାନା ରାଜ୍ୟାପଳ ଡ.ତାମିଲିସାଇ ସୁନ୍ଦରରାଜନଙ୍କୁ ପୁଡୁଚେରୀର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଏନେଇ ମଙ୍ଗଳବାର ରାତିରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ପ୍ରକାଶ ପାଇଛି।…

ମହାପ୍ରଭୁଙ୍କୁ ୫ କିଲୋ ସୁନା ଦାନ କଲେ…

ପୁରୀ: ବସନ୍ତ ପଞ୍ଚମୀ ତଥା ରଥକାଠ ଅନୁକୂଳ ଅବସରରେ ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଜଣେ ଭକ୍ତ ସୁବର୍ଣ୍ଣ ଅଳଙ୍କାର ଦାନ କରିଛନ୍ତି । ସୁବର୍ଣ୍ଣ ଅଳଙ୍କାର ମଧ୍ୟରେ ରହିଛି ବଡ଼ଠାକୁର ବଳଭଦ୍ରଙ୍କର ୪୦ଟି ଶ୍ରୀମୁଖ ପଦ୍ମ ଏବଂ ଦୁଇଟି ଝୋବା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୩ଟି ଶ୍ରୀମୁଖ ପଦ୍ମ ଏବଂ…

ଉର୍ଜା ନ୍ୟାୟ ପାଇଁ ବୈଶ୍ୱିକ ମଡ଼େଲ ତିଆରି…

ଭୁବନେଶ୍ୱର: ଉର୍ଜା କ୍ଷେତ୍ରରେ ଉପଲବ୍ଧି ଏବଂ ସୁଲଭ ଦରରେ ସନ୍ତୁଳନ ଆଣି ଭାରତ ଉର୍ଜା ନ୍ୟାୟର ଏକ ବିଶ୍ୱ ମଡ଼େଲ ତିଆରି କରୁଛି ଏବଂ ସବୁଜ ଉର୍ଜା ରୂପାନ୍ତରଣ ପାଇଁ ନିଜର ଋଣନୀତି ଓ ପଥ ମଧ୍ୟ ପ୍ରସ୍ତୁତ କରୁଛି ବୋଲି ମଙ୍ଗଳବାର ଭିଡ଼ିଓ କନଫରେନ୍ସିଂ ଜରିଆରେ ଆୟୋଜିତ ୧୧ତମ ବିଶ୍ୱ ପେଟ୍ରୋକୋଲ କଂଗ୍ରେସ ଓ…

ଗିରଫ ହେଲେ ୪ ଜାତୀୟ ରାଜପଥ ଲୁଟେରା

ଯାଜପୁର: ଆଜି ବଡ଼ଚଣା ପୁଲିସ ଦ୍ୱାରା ୪ ଜଣ ଜାତୀୟ ରାଜପଥ ଲୁଟେରାଙ୍କୁ ଗିରଫ କରାଯାଇଛି। ଅଭିନବ ଉପାୟରେ ଜାତୀୟ ରାଜପଥରେ ଲୋକମାନଙ୍କୁ ଲିଫ୍ଟ ଦେଇ ଚା’ରେ ନିଶା ଦେଇ ଲୁଟ କରୁଥିବା ଅଭିଯୋଗ ହୋଇଛି। ଲୁଟେରାମାନେ ଜଗତସିଂହପୁର ଓ କେନ୍ଦ୍ରାପଡା ଅଞ୍ଚଳର ବୋଲି ସୂଚନା ମିଳିଛି । ପୁଲିସ ସେମାନଙ୍କ ନିକଟରୁ…

ଆସନ୍ତା ୨୦ ଯାଏଁ ବର୍ଷା ଆଲର୍ଟ

ଭୁବନେଶ୍ୱର: ଆସନ୍ତା କାଲିଠାରୁ ୪ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନ ରହିଛି। ବର୍ଷା ଓ ଘଡ଼ଘଡ଼ି ପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସୁନ୍ଦରଗଡ, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ନୂଆପଡା, କେନ୍ଦୁଝର, ମୟୂରଭଞ୍ଜ, ବାଲୋଶ୍ୱର, ଅନୁଗୁଳ, ବଲାଙ୍ଗିର,…

ବଜେଟ ଅଧୀବେଶନ: ମୁହାମୁହିଁ ହେବେ ଶାସକ ଓ…

ଭୁବନେଶ୍ୱର: ବିଧାନସଭାର ବଜେଟ ଅଧିବେଶନ ଆସନ୍ତା ୧୮ ରୁ ଆରମ୍ଭ ହେବାକୁ ଯାଉଛି। ଅଧୀବେଶନ ପାଇଁ ସବୁ ରାଜନୈତିକ ଦଳ ରଣନୀତି ପ୍ରସ୍ତୁତ କରିଛନ୍ତି। ଶାସକ ଦଳକୁ ଗୃହରେ ଘେରିବା ପାଇଁ ବିରୋଧ ଲମ୍ବା ତାଲିକା ପ୍ରସ୍ତୁତ କରିଛନ୍ତି। ଅଧୀବେଶନ ପାଇଁ ଲମ୍ବା ପ୍ରସଙ୍ଗ ତାଲିକା ଧରି ପ୍ରସ୍ତୁତ ହେଲେଣୀ…

ଗଜପତି ସଡ଼କ ଦୁର୍ଘଟଣା: ମୃତକଙ୍କ…

ଭୁବନେଶ୍ୱର: ଗଜପତି ସଡ଼କ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଗଜପତି ଜିଲ୍ଲା ଆର୍ ଉଦୟଗିରି ଠାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି।…

ଚନ୍ଦ୍ରଭାଗାରେ ୧୪୪ ଧାରା

ପୁରୀ: ଚନ୍ଦ୍ରଭାଗାରେ ୧୪୪ ଧାରା ଜାରୀ। ଆସନ୍ତା ୧୯ରେ ମାଘ ସପ୍ତମୀ ପଡୁଥିବାରୁ ଦିନ ୧ଟା ଯାଏଁ ୧୪୪ ଧାରା ଜାରୀ କରାଯିବ। କରୋନା ମହାମାରୀକୁ ନଜରରେ ରଖି ଏହି ନିଷ୍ପତି ନିଆଯାଇଛି । ପ୍ରଥମଥର ପାଇଁ ମାଘସପ୍ତମୀ ବୁଡ଼ରେ ଶ୍ରଦ୍ଧାଳୁଙ୍କ ସମାଗମ ହେବନାହିଁ। ସାଧାରଣ ଲୋକଙ୍କୁ ଚନ୍ଦ୍ରଭାଗାରେ ବୁଡ଼ ପକାଇବା…

ପ୍ରବଚନ ଦେଇପାରିବେ ସାରଥି : ହାଇକୋର୍ଟ

କଟକ: ଏଣିକି ପ୍ରବଚନ ଦେଇପାରିବେ ବହୁ ଚର୍ଚ୍ଚିତ ସାରଥି। ସାରଥିଙ୍କୁ ପ୍ରବଚନ ଅନୁମତି ଦେଲେ ହାଇକୋର୍ଟ। ସର୍ବାଧିକ ୨ ଶହ ଲୋକଙ୍କୁ ନେଇ ଦେଇପାରିବେ ପ୍ରବଚନ ସାରଥୀ। କୋଭିଡ଼ କଟକଣା ମାନି ପ୍ରବଚନ ଦେବାକୁ ନିର୍ଦ୍ଦେଶ ରହିଛି।ପ୍ରବଚନ ପାଇଁ ଅନୁମତି ଦେବାକୁ ସାରଥିଙ୍କ ପକ୍ଷରୁ ହାଇକୋର୍ଟରେ ଅପିଲ…