Odisha Link
Bridging the Missing Links in Odisha

ଚନ୍ଦ୍ରଭାଗାରେ ୧୪୪ ଧାରା

ପୁରୀ: ଚନ୍ଦ୍ରଭାଗାରେ ୧୪୪ ଧାରା ଜାରୀ। ଆସନ୍ତା ୧୯ରେ ମାଘ ସପ୍ତମୀ ପଡୁଥିବାରୁ ଦିନ ୧ଟା ଯାଏଁ ୧୪୪ ଧାରା ଜାରୀ କରାଯିବ। କରୋନା ମହାମାରୀକୁ ନଜରରେ ରଖି ଏହି ନିଷ୍ପତି ନିଆଯାଇଛି ।

ପ୍ରଥମଥର ପାଇଁ ମାଘସପ୍ତମୀ ବୁଡ଼ରେ ଶ୍ରଦ୍ଧାଳୁଙ୍କ ସମାଗମ ହେବନାହିଁ। ସାଧାରଣ ଲୋକଙ୍କୁ ଚନ୍ଦ୍ରଭାଗାରେ ବୁଡ଼ ପକାଇବା ନେଇ ପ୍ରଶାସନର ବାରଣ କରିଛନ୍ତି । ତେବେ ୩ ଠାକୁରଙ୍କ ଶୋଭାଯାତ୍ରା ଓ ମହାସ୍ନାନ ଜାରି ରହିବବୋଲି ଉପଜିଲ୍ଲାପାଳ କହିଛନ୍ତି।

Comments are closed.