Odisha Link
Bridging the Missing Links in Odisha

ଭିଜିଲାନ୍ସ ଜାଲରେ ଏସଡିଏମଓ

ରେଢାଖୋଲ: ଭିଜିଲାନ୍ସ ଜାଲରେ ଧରାପଡିଲେ ଏସଡିଏମଓ । ଲାଞ୍ଚ ନେବା ବେଳେ ରେଢାଖୋଲ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ବିପିନ୍ ସାହୁଙ୍କୁ ଧରିଛି ଭିଜିଲାନ୍ସ ।

ତେବେ ବିପିନ୍ ଅସ୍ତ୍ରୋପଚାର ପାଇଁ ରୋଗୀ ସମ୍ପର୍କୀୟଙ୍କ ଠାରୁ ଲାଞ୍ଚ ନେଉଥିଲେ । ରୋଗୀଙ୍କ ସମ୍ପର୍କୀୟଙ୍କ ଠାରୁ ୫୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ବିପିନଙ୍କୁ ଧରିଥିଲା ସମ୍ବଲପୁର ଭିଜିଲାନ୍ସ ।

Comments are closed.