Odisha Link
Bridging the Missing Links in Odisha
Daily Archives

March 1, 2021

ବିବାହ ପରେ ଏକାଠି ସାମ୍ନାକୁ ଆସିଲେ…

ଭୁବନେଶ୍ବର: ବିବାହ ବନ୍ଧନରେ ବାନ୍ଧି ହେଲେ ରୂପେଲି ପରଦାର ସୁପରହିଟ୍‌ ଯୋଡ଼ି ସବ୍ୟସାମଚୀ ମିଶ୍ର ଓ ଚୁଲବୁଲି ଅଭିନେତ୍ରୀ ଅର୍ଚ୍ଚିତା ସାହୁ। ରାଜସ୍ଥାନରେ ଉଭୟଙ୍କର ବିବାହ ସମ୍ପନ୍ନ ହୋଇଛି। ରାଜସ୍ଥାନରେ ପରିବାର ଲୋକଙ୍କ ଗହଣରେ ଶେଷ ହେଲା ବାହାଘର। ବିବାହ ପରେ ଏକାଠି ଦୁହେଁ ସାମ୍ନାକୁ ଆସିଛନ୍ତି।…

ବିବାହ ବନ୍ଧନରେ ବାନ୍ଧିହେଲେ…

ଭୁବନେଶ୍ବର: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଲିଉଡ୍‌ର ଚର୍ଚ୍ଚିତ ଯୋଡି ସୁପରଷ୍ଟାର ସବ୍ୟସାଚୀ ମିଶ୍ର ଓ ଚୁଲବୁଲି ଅଭିନେତ୍ରୀ ଅର୍ଚ୍ଚିତା ସାହୁ। ଆଜି ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ରିସୋର୍ଟରେ ଉଭୟଙ୍କର ବାହାଘର ହେଉଛି। ରାଜା ବେଶରେ ସବ୍ୟସାଚୀ ସଜେଇ ହୋଇଥିବା ବେଳେ ରାଣୀ ବେଶରେ ସୁନ୍ଦରୀ…

ଦେଶର ପ୍ରଧାନସେବକର ପରିଚୟ ଦେଇଛନ୍ତି…

ନୂଆଦିଲ୍ଲୀ: ସାରା ଭାରତବର୍ଷରେ ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିକା ନେଇ ପୁଣି ଥରେ ଉଦାହରଣ ତିଆରି କରିବା ସହ ପ୍ରଧାନସେବକର ପରିଚୟ ଦେଇଛନ୍ତି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।…

ଭାରତକୁ କରୋନା ମୁକ୍ତ କରିବା ଲାଗି…

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀ ସ୍ଥିତ ଏମ୍ସ ମେଡିକାଲଠାରେ କୋଭିଡ-୧୯ ଟିକାର ପ୍ରଥମ ଡୋଜ ନେଇଛନ୍ତି। ମାଗଣାରେ କିପରି ଦେଶର ସମସ୍ତ ଜନତା କୋଭିଡ ଟୀକା ନେବେ ସେ ନେଇ ମଧ୍ୟ ଭାରତ ସରକାର ବ୍ୟବସ୍ଥା କରିଛନ୍ତି। ପ୍ରଧାନମନ୍ତ୍ରୀ ଆଜି ସ୍ୱଦେଶୀ କୋଭିଡ ଟୀକା ନେଇ ଡାକ୍ତର, ନର୍ସ,…

ଓଡ଼ିଆ ଚାଷୀ ଉପକୃତ ହେବା ନେଇ ବ୍ୟକ୍ତିଗତ…

ନୂଆଦିଲ୍ଲୀ: ଓଡିଶାର ଚାଷୀ ମାନଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା(ପିଏମ୍‌-କିଷାନ)ରେ ପଞ୍ଜିକୃତ ୪୦ ଲକ୍ଷ ୫୦ ହଜାର ଓଡିଶାର ଚାଷୀ ଯେପରି ଏହି ଯୋଜନାର ସମ୍ପୂର୍ଣ୍ଣ ଲାଭ ପାଇପାରିବେ ସେ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ତାଙ୍କ ବ୍ୟକ୍ତିଗତ…

ଟାଓ୍ୱାର ଉପରେ ଚଢ଼ିଗଲା ୪ ବର୍ଷର ଶିଶୁ

କଟକ: ମୋବାଇଲ ଟାଓ୍ବାର ଉପରେ ଚଢ଼ିଗଲା ୪ ବର୍ଷର ଶିଶୁ। ଫଳରେ ଟାଓ୍ୱାର ଉପରେ ଫସି ରହିଲା ୪ବର୍ଷର ଶିଶୁ। ତେବେ ଶିଶୁର ଉଦ୍ଧାର ପାଇଁ ଚାଲିଛି ଉଦ୍ୟମ। ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ଏମିତି ଏକ ଘଟଣା ଘିଟିଛି କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ପାଟସୁନ୍ଦରପୁରରେ।…

ଭାରସାମ୍ୟ ହରାଇ ଓଲଟିଲା ଗ୍ୟାସ୍‌ ଟାଙ୍କର

ଗଞ୍ଜାମ: ଛତ୍ରପୁର ନିକଟ ୧୬ ନମ୍ବର ଜାତୀୟ ରାଜପଥର ପୁଇଁତୋଳା ଠାରୁ ହୂମ୍ମା ମଧ୍ୟରେ ଗ୍ୟାସ ଟାଙ୍କର ଓଲଟି ପଡ଼ିଛି। ଭାରସାମ୍ୟ ହରାଇ ଓଲଟି ପଡିଥିବା ବେଳେ ଉଦ୍ଧାର ପାଇ ଜିଲ୍ଲା ପ୍ରଶାସନ ପ୍ରୟାସ କରୁଛି। ଗାଡ଼ିଟି ପାରାଦୀପରୁ ବିଶାଖାପାଟଣା ଯାଉଥିଲା। କୌଣସି କାରଣରୁ ଏଭଳି ଘଟଣା ଖଟିଲା ତାହା ସ୍ପଷ୍ଟ…

ମାର୍ଚ୍ଚରୁ ଖରାରେ ସିଝିବ ସାରା ଓଡ଼ିଶା

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ତାପମାତ୍ରା ଆଶାତୀତ ଭାବେ ବଢ଼ିବାରେ ଲାଗିଛଇ। କେତେକ ଜିଲ୍ଲାରେ ଦିନର ତାପମାତ୍ରାରେ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ଆଶଙ୍କା ମଧ୍ୟ ରହିଛି। ବିଶେଷ କରି ଖୋର୍ଦ୍ଧା, କଟକ, ଅନୁଗୋଳ, ବୌଦ୍ଧ, ଯାଜପୁର, କେନ୍ଦୁଝର, ମୟୂରଭଂଜ, ଭଦ୍ରକ, ନୟାଗଡ଼ ଜିଲ୍ଲା ପାଇଁ ଏହାକୁ…

କରୋନା କଟକଣା ଭିତରେ ହେବ ଲିଙ୍ଗରାଜ…

ଭୁବନେଶ୍ଵର: ମହାରାଷ୍ଟ୍ର ସମେତ ଅନ୍ୟ କେତେକ ରାଜ୍ୟରେ କୋଭିଡ୍‌ ସଂକ୍ରମଣ ବ୍ୟାପିବା ଘଟଣା ସମ୍ନାକୁ ଆସିବା ପରେ ଓଡ଼ିଶା ସରକାର ପୁଣିଥରେ ତତ୍ପର ହୋଇଛନ୍ତି। ରାଜ୍ୟରେ କୋଭିଡ୍‌ ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ନିୟମ କୋହଳ କରି ଲୋକଙ୍କ ଜୀବନଜୀବିକା ପାଇଁ ବଜାର, ହାଟ ଓ ଶିକ୍ଷାନୁଷ୍ଠାନ ଆଦି ସରକାର…

ଭିଜିଲାନ୍ସ ଜାଲରେ ଏସଡିଏମଓ

ରେଢାଖୋଲ: ଭିଜିଲାନ୍ସ ଜାଲରେ ଧରାପଡିଲେ ଏସଡିଏମଓ । ଲାଞ୍ଚ ନେବା ବେଳେ ରେଢାଖୋଲ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ବିପିନ୍ ସାହୁଙ୍କୁ ଧରିଛି ଭିଜିଲାନ୍ସ । ତେବେ ବିପିନ୍ ଅସ୍ତ୍ରୋପଚାର ପାଇଁ ରୋଗୀ ସମ୍ପର୍କୀୟଙ୍କ ଠାରୁ ଲାଞ୍ଚ ନେଉଥିଲେ । ରୋଗୀଙ୍କ ସମ୍ପର୍କୀୟଙ୍କ ଠାରୁ ୫୫୦୦ ଟଙ୍କା ଲାଞ୍ଚ…