Odisha Link
Bridging the Missing Links in Odisha
Daily Archives

March 1, 2021

ପାଠକ ବାପା-ପୁଅଙ୍କୁ ମିଳିଲା ଜାମିନ

ଭୁବନେଶ୍ବର: ପାଠକ ବାପା-ପୁଅଙ୍କୁ ମିଳିଲା ଜାମିନ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇ ଜେଲରେ ଥିଲେ ବାପା-ପୁଅ। ଟ୍ରାଭେଲ୍ସ ବିଲ୍ ଠକେଇ ମାମଲରେ ହାଇକୋର୍ଟ ଆଜି ଦୁହିଁଙ୍କୁ ଜାମିନ ପ୍ରଦାନ କରିଛି। ୨ ଲକ୍ଷ ଟଙ୍କା ଏବଂ ୨ ଜାମିନଦାରଙ୍କ ବଦଳରେ ଦୁଇ ବାପା-ପୁଅଙ୍କୁ ହାଇକୋର୍ଟ ଜାମିନ…

କରୋନା ଟିକା ନେଲେ ବାଚସ୍ପତି

ଭୁବନେଶ୍ବର: ଆଜି କରୋନା ଟିକା ନେଲେ ବିଧାନସଭା ବାଚସ୍ପତି ଓ ଉପ-ବାଚସ୍ପତି। ବିଧାନସଭା ପରିସରରେ ଥିବା ହସ୍ପିଟାଲରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଓ ଉପବାଚସ୍ପତି ରଜନୀକାନ୍ତ ସିଂହ ଟିକା ନେଇଛନ୍ତି । ଏହାସହ ୨୦ ଜଣ ମନ୍ତ୍ରୀ ଓ ବିଧାୟକ ମଧ୍ୟ କରୋନା ଟିକା ନେଇଛନ୍ତି । ପୂର୍ବରୁ କରୋନା ଟିକା…

ବିମାନବନ୍ଦରରେ ଧାରଣା ଦେଲେ ଚନ୍ଦ୍ରବାବୁ

ନୂଆଦିଲ୍ଲୀ: ଆଜି ତିରୁପତି ବିମାନବନ୍ଦର ଭିତରେ ଧାରଣାରେ ବସିଛନ୍ତି ଆନ୍ଧ୍ରପ୍ରଦେଶ ବିଧାନସଭାର ବିରୋଧିଦଳ ନେତା ଏନ୍ ଚନ୍ଦ୍ରବାବୁ ନାଇଡୁ। ସେ ସେଠାରୁ ତିରୁପତି ଓ ଚିତ୍ତୁର ସହର ଯାତ୍ରା କରିବାକୁ ଥିବା ବେଳେ ପୋଲିସ ତାଙ୍କୁ ଅଟକାଇଥିଲା। ପରେ ପୋଲିସଙ୍କ ସହ ଯୁକ୍ତିତର୍କ କରି ଚନ୍ଦ୍ରବାବୁ ନାଇଡୁ…

ଭିନ୍ନକ୍ଷମ କମିଶନରଙ୍କ ନିକଟରେ…

ଭୁବନେଶ୍ୱର : ଏବିଭିପିର ସଦସ୍ୟମାନେ ରାଜ୍ୟ ଭିନ୍ନକ୍ଷମ କମିଶନର ସୁନଲୋଚନା ଦାସଙ୍କ ନିକଟରେ ଏକ ସ୍ମାରକପତ୍ର ଦାଖ କରିଥିଲେ। PWD ଛାତ୍ରମାେଙ୍କୁ କ୍ୟାମ୍ପସନରେ ଯିବାରେ ସାହାଯ୍ୟ କରିବା ପାଇଁ ଲିଫ୍ଟ, ହ୍ବିଲ ଚେୟାର ରେମ୍ପ ଏବଂ ଅନ୍ୟାନ୍ୟ ସୁବିଧା ଅଭାବକୁ ABVP ସଦସ୍ୟମାନେ ଆଲୋକିତ କରିଥିଲେ। ଅଧିକାଂଶ…

୬୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ

ଖୋର୍ଦ୍ଧା: ରାଜ୍ୟରେ ଦିନକୁ ଦିନ ଧଳା ଜହର କାରବାର ବଢ଼ିବାରେ ଲାଗିଛି। ବର୍ତ୍ତମାନ ଖୋର୍ଦ୍ଧାର ବିଭିନ୍ନ ଅଞ୍ଚଳରେ ବ୍ରାଉନ ସୁଗାର ବେପାରୀ ଆଡ୍ଡା ଜମାଇଲେଣି । ଆଦର୍ଶ ଥାନା ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ପୁଲିସ ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ କରିଛି । ପୁଲିସ ବ୍ରାଉନ ସୁଗାର କାରବାର…

ଟିକା ପାଇଁ ଅଫଲାଇନରେ ହୋଇପାରିବ…

ଭୁବନେଶ୍ୱର:ଟିକାକରଣ ପାଇଁ କୋୱିନ ଆପରେ ସମସ୍ୟା ଥିଲେ ଅଫଲାଇନରେ ପଞ୍ଜିକରଣ ହୋଇପାରିବ।ଲୋକମାନେ ଅଫଲାଇନରେ ପଞ୍ଜୀକରଣ କରି କରୋନା ଟିକା ନେଇପାରିବେ । ଏନେଇ ସମସ୍ତ ଜିଲ୍ଲାପାଳ ଓ ସିଡିଏମଓଙ୍କୁ ଏସିଏସ ପ୍ରଦୀପ୍ତ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ବରିଷ୍ଠ ନାଗରିକ ଯେପରି ସମସ୍ୟା ନଭୋଗିବେ ସେଥିପ୍ରତି…

ବିବାହ ପୂର୍ବରୁ ସବ୍ୟଅର୍ଚ୍ଚିତାଙ୍କ ହଳଦୀ…

ଭୁବନେଶ୍ବର: ଆଉ କିଛି ସମୟ ପରେ ବିବାହ ବନ୍ଧନରେ ବାନ୍ଧି ହେବେ ସବ୍ୟସାଚୀ-ଅର୍ଚ୍ଚିତା। ଏହାପୂର୍ବରୁ ହଳଦୀ ମାଖିଲେ ସବ୍ୟ-ଅର୍ଚ୍ଚିତା। ଓଲିଉଡ଼ର ଚର୍ଚ୍ଚିତ ଷ୍ଟାରଙ୍କ ହଳଦୀ ରେସମ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ହଳଦୀ ସେରିମୋନିରେ ଉଭୟଙ୍କ ପରିବାର ସଦସ୍ୟ ଉପସ୍ଥିତ…

ସୁନା ଦୋକାନରେ ଗୁଳିମାଡ଼,୨ ଗୁରୁତର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଗୁଳିମାଡ଼ରେ ୨ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତରଙ୍କୁ ବଡ଼ଗାଁ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପ୍ରକାଶ ଯେ, ବଡ଼ଗାଁ ବସଷ୍ଟାଣ୍ଡ ନିକଟରେ ଥିବା ମଙ୍ଗଳା ଜୁଏଲାରୀ ମାଲିକଙ୍କୁ ଗୁଳିମାଡ଼ କହୋଇଛି ।…

କେରଳ: ବିଜେପିରେ ସାମିଲ ହେଲେ ହାଇକୋର୍ଟର…

ଥିରୁଅନନ୍ତପୁରମ୍: ବାଜିଲାଣି ନିର୍ବାଚନୀ ବିଗୁଲ। ଆଉ ମାସକ ପରେ ଅନୁଷ୍ଠିତ ହେବ କେରଳ ବିଧାନସଭା ନିର୍ବାଚନ। ଏହାପୂର୍ବରୁ କେରଳ ହାଇକୋର୍ଟର ପୂର୍ବତନ ବିଚାରପତି ପିଏନ୍‌ ରବିଚନ୍ଦ୍ରନ, ବି ଚିତାମ୍ବେରେଶ ରବିବାର ଦିନ ବିଜେପିରେ ସାମିଲ ହୋଇଛନ୍ତି। ରବିବାର ଦିନ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା…

ଓପିଏସସିର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ୱ…

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)ର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ବରିଷ୍ଠ ଆଇପିଏସ ସତ୍ୟଜିତ ମହାନ୍ତି । ଗତକାଲି ଶ୍ରୀ ମହାନ୍ତି ଅଗ୍ନିଶମ ଡିଜି ପଦବୀରୁ ଅବସର ନେଇଥିଲେ । ସେ ଓପିଏସସି ଅଧ୍ୟକ୍ଷ ଦାୟିତ୍ୱରେ ଅଢ଼େଇ ବର୍ଷ କାର୍ଯ୍ୟ କରିବେ । ୧୯୮୮ ବ୍ୟାଚର ଆଇପିଏସ ସତ୍ୟଜିତ ପୂର୍ବରୁ…