Odisha Link
Bridging the Missing Links in Odisha

କରୋନା ଟିକା ନେଲେ ବାଚସ୍ପତି

ଭୁବନେଶ୍ବର: ଆଜି କରୋନା ଟିକା ନେଲେ ବିଧାନସଭା ବାଚସ୍ପତି ଓ ଉପ-ବାଚସ୍ପତି। ବିଧାନସଭା ପରିସରରେ ଥିବା ହସ୍ପିଟାଲରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଓ ଉପବାଚସ୍ପତି ରଜନୀକାନ୍ତ ସିଂହ ଟିକା ନେଇଛନ୍ତି । ଏହାସହ ୨୦ ଜଣ ମନ୍ତ୍ରୀ ଓ ବିଧାୟକ ମଧ୍ୟ କରୋନା ଟିକା ନେଇଛନ୍ତି ।

ପୂର୍ବରୁ କରୋନା ଟିକା ନେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାନସଭା ପରିସରରେ ଥିବା ଚିକିତ୍ସାଳୟରେ ମୁଖ୍ୟମନ୍ତ୍ରୀ ଟିକା ନେଇଥିଲେ ମୁଖ୍ୟମନ୍ତ୍ରୀ ।

ତେବେ ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା ଦେବା ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକା ନେଇଥିଲେ ।

Comments are closed.