Odisha Link
Bridging the Missing Links in Odisha

ଓପିଏସସିର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ସତ୍ୟଜିତ ମହାନ୍ତି

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)ର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ବରିଷ୍ଠ ଆଇପିଏସ ସତ୍ୟଜିତ ମହାନ୍ତି । ଗତକାଲି ଶ୍ରୀ ମହାନ୍ତି ଅଗ୍ନିଶମ ଡିଜି ପଦବୀରୁ ଅବସର ନେଇଥିଲେ ।

ସେ ଓପିଏସସି ଅଧ୍ୟକ୍ଷ ଦାୟିତ୍ୱରେ ଅଢ଼େଇ ବର୍ଷ କାର୍ଯ୍ୟ କରିବେ । ୧୯୮୮ ବ୍ୟାଚର ଆଇପିଏସ ସତ୍ୟଜିତ ପୂର୍ବରୁ ଡିଜିପି ଓ ପୋଲିସ କମିଶନର ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି କାର୍ଯ୍ୟ କରିଛନ୍ତି ।

Comments are closed.