Odisha Link
Bridging the Missing Links in Odisha

ଲୁଟେରାଙ୍କୁ ଧରିବ ହ୍ୱାଟ୍ସଆପ୍ ନମ୍ବର

ଭୁବନେଶ୍ୱର: ରୋଡ ରୋମିଓ, ଲୁଟେରାଙ୍କୁ ଧରିବ ହ୍ୱାଟ୍ସଆପ୍ ନମ୍ବର। ଏହା ପୁଲିସ ପକ୍ଷରୁ ଜାରି କରାଯାଇଛି। ହ୍ୱାଟ୍ସଆପ୍ ନମ୍ବରଟି ହେଉଛି-୭୦୭୭୭୯୮୧୧୧ । କୌଣସି ସ୍ଥାନରେ ଅପରାଧ ଘଟିଲେ ଲୋକମାନେ ଏହି ହ୍ୱାଟ୍ସଆପ ନମ୍ବରରେ ଅଭିଯୋଗ କରିପାରିବେ ।

ପ୍ରକାଶ ଯେ, ଏହା ପୂର୍ବରୁ ସାଇବର ଅପରାଧ ରୋକିବାକୁ କମିଶନରେଟ ପୋଲିସ ପକ୍ଷରୁ ସହାୟତା ୭୪୪୦୦୦୬୭୦୯ ନମ୍ବର ଜାରି ହୋଇଥିଲା।

ଏଥିରେ ଠକଙ୍କ ମୋବାଇଲ ନମ୍ବର ବ୍ଲକ ସହ ଆକାଉଣ୍ଟ ଖୋଲିଲେ ବ୍ଲକ କରାଯିବ। ଠକେଇ ଟଙ୍କା କୁଆଡେ ଯାଇଛି ଓ କୋଉ ଆକାଉଣ୍ଟକୁ ଯାଉଛି ଧରାଯିବ ।

Comments are closed.