Odisha Link
Bridging the Missing Links in Odisha
Daily Archives

March 27, 2021

ଓଲଟିଲା ଯାତ୍ରୀବାହୀ ବସ; ଜଣେ ମୃତ, ୧୫…

ନୟାଗଡ଼: ଖଣ୍ଡପଡ଼ା ବ୍ଲକ ଜଗନ୍ନାଥପ୍ରସାଦ ପଞ୍ଚାୟତ ଦରଦା ଗ୍ରାମ ଅଧିନ ବଧି ପୋଖରୀ ନିକଟରେ ଏକ ଯାତ୍ରୀବାହୀ ବସ ଓଲଟି ପଡିଥିବା ସୂଚନା ମିଳିଛି। ବିଳମ୍ବିତ ସନ୍ଧ୍ୟାରେ ବ୍ରହ୍ମପୁରରୁ କଟକ ଜିଲ୍ଲା ନରସିଂହପୁର ଅଭିମୁଖେ ଯାଉଥିବା ଚୌଧୁରୀ ନାମକ ଘରୋଇ ବସଟି ଦରଦା ଗ୍ରାମ ନିକଟରେ ଏକ ବିଲ ମଧ୍ୟକୁ…

କଲେଜ ପରେ ସ୍କୁଲରୁ ୬ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ପୁଣି ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। କିଛି ଦିନ ଧରି ରାଜ୍ୟର ବିଭିନ୍ନ କଲେଜରେ କରୋନା କାୟା ମେଲାଇ ଥିବା ଏବେ ସ୍କୁଲରେ ପହଞ୍ଚିଲାଣି ଏହି ମହାମାରୀ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ବାଳକ ହାଇସ୍କୁଲରେ ୬ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪ଜଣ ଛାତ୍ର ଓ ୨…

 ବିଜୁଳି ଦର ବୃଦ୍ଧି କରିବା…

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ଓଡିଶାର ଘରୋଇ ବିଜୁଳି ଉପଭୋକ୍ତାଙ୍କ ବିଜୁଳି ଦର ବଢ଼ିବା ଘଟଣାରେ ଦୃଢ ପ୍ରତିବାଦ କରିଛି ବିଜେପି। ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି) ପୂର୍ବରୁ ଅକ୍ଟୋବର ମାସରେ ୟୁନିଟ୍ ପିଛା ୨୦ ପଇସା ବୃଦ୍ଧି କରିଥିବା ବେଳେ ପୁଣି ଥରେ ଭୀଷଣ ଖରା ସମୟରେ ବିଜୁଳି ଦର ୩୦ ପଇସା…

କୃଷି ଏବଂ ଖଣି କ୍ଷେତ୍ରରେ ସହଯୋଗ…

ଭୁବନେଶ୍ୱର: ଭାରତରେ ଅବସ୍ଥାପିତ ରିପବ୍ଲିକ୍ ଅଫ୍ ବୁରୁଣ୍ଡିର ରାଷ୍ଟ୍ରଦୂତ ଶ୍ରୀମତି ଷ୍ଟେଲା ବୁଡିରିଗାନ୍ୟା ଭାରତ ଏବଂ ତାଙ୍କ ଦେଶ ମଧ୍ୟରେ ଖଣି, କୃଷି ଓ ଖାଦ୍ୟ ପ୍ରକ୍ରିୟା ମଧ୍ୟରେ ସହଯୋଗ ବୃଦ୍ଧି ନିମନ୍ତେ ଶନିବାର ଅନୁରୋଧ କରିଛନ୍ତି। ଓଡ଼ିଶା ଗସ୍ତରେ ଆସିଥିବା ଶ୍ରୀମତି ବୁଡିରିଗାନ୍ୟା ଶିକ୍ଷା ଓ…

ରାଜଧାନୀ ଭୁବନେଶ୍ବରରେ କାଳବୈଶାଖୀ…

ଭୁବନେଶ୍ବର: ଚଳିତ ବର୍ଷର ପ୍ରଥମ କାଳବୈଶାଖୀ ରାଜଧାନୀ ଭୁବନେଶ୍ବରରେ ଅନୁଭୂତ ହୋଇଛି। କାଳବୈଶାଖୀର ପ୍ରଭାବରେ ଆଜି ସନ୍ଧ୍ୟାରେ ବର୍ଷା ହୋଇଛି। ପବନ, ବର୍ଷା ସହ ଘଡ଼ଘଡ଼ି ପଥଚାରୀଙ୍କୁ ଅଧିକ ଡରାଇଛି। ସନ୍ଧ୍ୟା ସାଢ଼େ ୫ଟା ପରେ କାଳବୈଶାଖୀ ଆରମ୍ଭ ହେବାର ଅଳ୍ପ ସମୟ ପରେ ବର୍ଷା ହୋଇଛି। ରାଜଧାନୀରେ…

ଏଣିକି ବିଦ୍ୟୁତ୍‌ ଓ ଜଳଯୋଗାଣ…

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ଦୃଷ୍ଟିରେ ରଖି ଟିକାକରଣକୁ ମଧ୍ୟ ବଢ଼ାଇବାକୁ ଗୁରୁତ୍ୱ ଦିଆଯାଇଛି। ଆଗଧାଡ଼ିର ଯୋଦ୍ଧା ଭାବେ ଗ୍ରହଣ କରି ବିଦ୍ୟୁତ୍‌ ଓ ପାନୀୟ ଜଳ ଯୋଗାଣ କର୍ମଚାରୀଙ୍କୁ କରୋନା ଟିକା ଦିଆଯିବା ନେଇ ନିଷ୍ପତ୍ତି ହୋଇଛି। ଏହା ସହିତ ସଡ଼କ ପରିବହନ କର୍ମଚାରୀଙ୍କୁ ମଧ୍ୟ କରୋନା…

ଦୋଳ ଓ ହୋଲି ପାଇଁ ଆସିଲା ବିଏମସିର…

ଭୁବନେଶ୍ବର: କରୋନାକୁ ଦୃଷ୍ଟିରେ ରଖି ଦୋଳ ପୂର୍ଣ୍ଣିମା ଓ ହୋଲି ପାଇଁ ବିଏମସି ଗାଇଡଲାଇନ୍‌ ଜାରି କରିଛି। ଦୋଳଯାତ୍ରାରେ ସାମିଲ ହୋଇପାରିବେ ମାତ୍ର ୬ ଜଣ। ଶୋଭାଯାତ୍ରାକୁ ନା, ଦୋଳକୁ କାନେ୍ଧଇବା ବ୍ୟକ୍ତି ମାସ୍କ ପିନ୍ଧିବେ। ଦୋଳ ମେଳଣ ପଡ଼ିଆରେ ସର୍ବାଧିକ ୫୦ରୁ ୬୦ ଜଣଙ୍କୁ ଅନୁମତି। ସମସ୍ତେ ସାମାଜିକ…

କରୋନା: ଇଞ୍ଜିନିୟରିଂ ସ୍କୁଲରୁ ୨୧…

ଭୁବନେଶ୍ବର: ଦେଶର ଅନ୍ୟ ରାଜ୍ୟ ପରି ଗତ କିଛି ଦିନ ହେବ ଓଡିଶାରେ ମଧ୍ୟ କରୋନା ସଂକ୍ରମଣ ବଢିବାରେ ଲାଗିଛି। ନୂଆପଡ଼ାର ଗୋଟିଏ ଗାଁରୁ ଏକକାଳୀନ ୨୯ ସଂକ୍ରମିତ ଚିହ୍ନଟ ପରେ ଶନିବାର ଝାରସୁଗୁଡ଼ା ଇଂଜିନିୟରିଂ ସ୍କୁଲର ୨୧ ଛାତ୍ର ଓ ଅଧ୍ୟାପକ କରୋନା ପଜିଟିବ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୧୩ଜଣ…

ବଢ଼ିଲା ବିଦ୍ୟୁତ୍ ଦର, ଏପ୍ରିଲ ୪ରୁ ଲାଗୁ

ଭୁବନେଶ୍ଵର: କିଛି ଦିନର ବିରତି ପରେ ରାଜ୍ୟରେ ପୁଣି ଥରେ ବଢିଲା ବିଦ୍ୟୁତ୍ ଦର। ୟୁନିଟ୍ ପିଛା ସର୍ବନିମ୍ନ ୩୦ ପଇସା ବୃଦ୍ଧି ହୋଇଛି। ରାଜ୍ୟରେ ବିଦ୍ୟୁତ୍ ଦର ବୃଦ୍ଧିକୁ ଓଇଆରସି ପକ୍ଷରୁ ମଞ୍ଜୁରୀ ମିଳିଛି। ଏପ୍ରିଲ ୪ରୁ ଲାଗୁ ହୋଇପାରେ ବର୍ଦ୍ଧିତ ଦର। କିନ୍ତୁ ବିପିଏଲ ଏବଂ ଜଳସେଚନ ଉପଭୋକ୍ତାଙ୍କ ପାଇଁ…

ରାଜଧାନୀରେ ସାପ ବିଷ କାରବାର, ୩ ଅଟକ

ଭୁବନେଶ୍ବର: ରାଜଧାନୀରୁ କୋଟିଏରୁ ଅଧିକ ଟଙ୍କାର ସାପ ବିଷ ଜବତ କଲା ବନବିଭାଗ। ସାପ ବିକ୍ରି କରିବାକୁ ଏହି ରାକେଟ୍ ଯୋଗାଯୋଗ କରୁଥିଲେ। ସେମାନଙ୍କ ସହିତ ଗ୍ରାହକ ଭାବରେ ଯୋଗାଯୋଗ କରିଥିଲେ। ପ୍ରଥମେ ଜୟଦେବ ବିହାର ଅଞ୍ଚଳର ଏହି ସାପ ବିଷ ବିକ୍ରି କରିବାକୁ ଡିଲ୍ ହେଲା। ତାହା ପରେ ଏହି ରାକେଟ୍…