Odisha Link
Bridging the Missing Links in Odisha
Daily Archives

May 30, 2021

ଲକ୍‌ଡାଉନରେ କ’ଣ ବନ୍ଦ, କ’ଣ ଖୋଲା ରହିବ…

ଭୁବନେଶ୍ବର: ରାଜ୍ୟରେ ପୁଣି ବଢ଼ିଲା ଲକ୍‌ଡାଉନ୍‌। ରାଜ୍ୟରେ ଧିରେ ଧିରେ କରୋନା ସଂକ୍ରମଣ କମିବାରେ ଲାଗିଛି। କରୋନାକୁ ମାତ ଦେବା ପାଇଁ ତୃତୀୟ ଥର ପାଇଁ ବୃଦ୍ଧି କରାଯାଇଛି। ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବ ରାଜ୍ୟରେ ୧୬ ଦିନିଆ ଲକ୍‌ ଡାଉନ୍‌ ଘୋଷଣା କରିଛନ୍ତି। ଜୁନ୍ ୧ ତାରିଖ ସକାଳ ୫ଟାରୁ ଜୁନ୍ ୧୭…

୩ ଜିଲ୍ଲାରେ ଲକ୍‌ଡାଉନ୍‌ କୋହଳ

ଭୁବନେଶ୍ବର: ରାଜ୍ୟରେ ପୁଣି ବଢ଼ିଲା ଲକ୍‌ଡାଉନ୍‌। ରାଜ୍ୟରେ ଧିରେ ଧିରେ କରୋନା ସଂକ୍ରମଣ କମିବାରେ ଲାଗିଛି। କରୋନାକୁ ମାତ ଦେବା ପାଇଁ ତୃତୀୟ ଥର ପାଇଁ ବୃଦ୍ଧି କରାଯାଇଛି। ଜୁନ୍ ୧ ତାରିଖ ସକାଳ ୫ଟାରୁ ଜୁନ୍ ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଲକଡାଉନ୍ ଜାରି ରହିବ। ଏହି ଲକ୍‌ଡାଉନ୍‌ ସମୟରେ…

ରାଜ୍ୟରେ ପୁଣି ବଢ଼ିଲା ଲକଡାଉନ

ଭୁବନେଶ୍ବର: ରାଜ୍ୟରେ ପୁଣି ବଢ଼ିଲା ଲକ୍‌ଡାଉନ୍‌। ରାଜ୍ୟରେ ଧିରେ ଧିରେ କରୋନା ସଂକ୍ରମଣ କମିବାରେ ଲାଗିଛି। ମାତ ଦେବା ପାଇଁ ତୃତୀୟ ଥର ପାଇଁ ବୃଦ୍ଧି କରାଯାଇଛି। ଜୁନ୍ ୧ ତାରିଖ ସକାଳ ୫ଟାରୁ ଜୁନ୍ ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଲକଡାଉନ୍ ଜାରି ରହିବ। ଏହି ଲକ୍‌ଡାଉନ୍‌ ସମୟରେ ସ୍ବାସ୍ଥ୍ୟସେବା,…

ସନ୍ଧ୍ୟା ୬.୩୦ରେ ମୁଖ୍ୟ ଶାସନ ସଚିବଙ୍କ…

ଭୁବନେଶ୍ବର: ରାଜ୍ୟରେ ସପ୍ତାହାନ୍ତ ସଟ୍‌ଡାଉନ୍, ଲକ୍‌ଡାଉନ୍‌ କଟକଣା ଲଗାଇବା ସତ୍ତ୍ବେ ରାଜ୍ୟରେ ହ୍ରାସ ପାଉନି କରୋନା ସଂକ୍ରମଣ। ଏସବୁ ମଧ୍ୟରେ ଆଜି ସନ୍ଧ୍ୟା ୬.୩୦ରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟବାସୀଙ୍କ ନିମନ୍ତେ କିଛି ଘୋଷଣା କରି ପାରନ୍ତି। କୋରେନା ସ୍ଥିତିକୁ ନେଇ ଘୋଷଣା…

ଦେଶରେ ପ୍ରଥମ: ଚୀନରୁ ଭୁବନେଶ୍ବରରେ…

ଭୁବନେଶ୍ବର: କରୋନା ସଂକ୍ରମଣର ଦ୍ବିତୀୟ ଲହରରେ ଅସ୍ତବ୍ୟସ୍ତ ଦେଶବାସୀ। କରୋନା ମାମଲା ବଢ଼ିବା ସହିତ ଦେଶରେ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟରେ ମଧ୍ୟ କରୋନା ସ୍ଥିତ ସଙ୍ଗୀନ। ଓକ୍ସିଜେନ୍‌ ଅଭାବରୁ ବହୁ ଲୋକଙ୍କ ପ୍ରାଣ ଚାଲି ଯାଉଥିବା ବେଳେ ଓଡ଼ିଶା ସମଗ୍ର ଦେଶର କଣୋ ଅନୁକୋଣକୁ ଅକ୍ସିଜେନ୍‌…

ଦିନକରେ କରୋନାରେ ଚାଲିଗଲା ୩୩ ଜୀବନ,…

ଭୁବନେଶ୍ବର: ରାଜ୍ୟରେ ଲାଗୁ ହୋଇଛି ଲକ୍‌ଡାଉନ୍, ସଟ୍‌ଡାଉନ୍‌ ଭଳି କଟକଣା। ରାଜ୍ୟରେ ସାମାନ୍ୟ କରୋନା ସଂକ୍ରମଣ କମିଥିବା ବେଳେ ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍। ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୯୫୪୧ ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୩ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ…

କମିବା ପରେ ବଢ଼ୁଛି ସଂକ୍ରମଣ, ଦିନକରେ…

ଭୁବନେଶ୍ବର: କିଛିଦିନ ସଂକ୍ରମଣ କମିବା ପରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଗୁରୁବାର, ଶୁକ୍ରବାର ଓ ଶନିବାର ରାଜ୍ୟରେ ପଜିଟିଭ ଆକ୍ରାନ୍ତଙ୍କ ସଂଖ୍ୟା କମିବାଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି। ଦିନକରେ ରାଜ୍ୟରେ ୯୫୪୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ…

ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ଭାଇ ପ୍ରଣୟ…

ଭୁବନେଶ୍ବର: କରୋନାରେ ଚାଲିଗଲା ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ଭାଇ ପ୍ରଣୟ ମହାରଥୀଙ୍କ ଜୀବନ। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ କରୋନା ପଜିଟିଭ ପରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ରବିବାର ସକାଳୁ ତାଙ୍କର ଦେହାନ୍ତ ହୋଇଥିବା…