Odisha Link
Bridging the Missing Links in Odisha
Monthly Archives

May 2021

ଆଇସିୟୁରେ ଜୟନ୍ତ ମହାପାତ୍ର

କଟକ: ଜଣାଶୁଣା ଭାରତୀୟ ଇଂରାଜୀ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ର କୋଭିଡ୍‌ରେ ପୀଡ଼ିତ ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ରଖାଯାଇଛି। କଟକ ତିନିକୋଣିଆ ବଗିଚାରେ ରହୁଥିବା ୯୩ ବର୍ଷୀୟ ଜୟନ୍ତ ବାର୍ଦ୍ଧକ୍ୟ କାରଣରୁ ପୂର୍ବରୁ ଅସୁସ୍ଥ ଥିଲେ। ଏବେ କରୋନାରେ ପୀଡ଼ତ…

ବର୍ଷେ ଯାଏଁ ୧୧ ପ୍ରକାର ପାନ ମସଲା…

ରାଞ୍ଚି: ଆଜି ବିଶ୍ବ ତମାଖୁ ନିରୋଧ ଦିବସ ଅବସରରେ ବଡ଼ ପଦକ୍ଷେପ ନେଇଛି ଝାଡ଼ଖଣ୍ଡ। ରାଜ୍ୟରେ ପାନମସଲା ବ୍ୟବହାର ନେଇ କଡ଼ା ପଦକ୍ଷେପ ନେଇଛନ୍ତି ଝାଡ଼ଖଣ୍ଡ ସରକାର। ଆଜି ଠାରୁ ଆଗାମୀ ୧ ବର୍ଷ ଯାଏଁ ୧୧ ପ୍ରକାର ପାନମସଲାର ବିକ୍ରିକୁ ରାଜ୍ୟରେ ଅସିଦ୍ଧ ଘୋଷଣା କରାଯାଇଛି। ପାନମସଲା ବ୍ୟବହାରକାରୀଙ୍କ ସଂଖ୍ୟା…

ଆନ୍ତର୍ଜାତିକ ପୁରସ୍କାର ପାଇଲା ଆର୍ଟ…

ଭୁବନେଶ୍ୱର: ଶିକ୍ଷାବିତ୍‍ ଓ ସମାଜସେବୀ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନେତୃତ୍ୱରେ ୨୦୧୩ ମସିହାରୁ ଚାଲୁ ରହିଥିବା କିଟ୍‍ ଓ କିସ୍‍ ପ୍ରାୟୋଜିତ ‘ଆର୍ଟ ଅଫ୍‍ ଗିଭିଂ’ କାର୍ଯ୍ୟକ୍ରମକୁ ମିଳିଛି ଆନ୍ତର୍ଜାତିକ ସ୍ୱୀକୃତି। ଆମେରିକାର ଟେଲରିଜ୍‍ ନେଟ୍‍ୱାର୍କ ଓ ମାକ୍‍ଜନତ୍‍…

ଚୋର ପେଟରୁ ବାହାରିଲା ୩୫ ଗ୍ରାମର ସୁନା

କର୍ଣ୍ଣାଟକ: ଚୋର ପେଟରୁ ବାହାରିଲା ୩୫ ଗ୍ରାମର ସୁନା। କର୍ଣ୍ଣାଟକର ମାଙ୍ଗାଲୁରୁରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଚୋରଟି ଖସିଯିବା ପାଇଁ ଆଇସକ୍ରିମ ସହିତ ସୁନା ଅଳଙ୍କାର ଗିଳି ଦେଇଥିଲା। ପରେ ଡାକ୍ତରଖାନାରେ ଏକ୍ସ-ରେ କରାଯାଇଥିଲା। ଏବଂ ପେଟରେ ସୁନା ମୁଦି ଥିବାର ଜଣାପଡିଥିଲା।…

ସିଏସ୍‌ଆର୍ ପ୍ରତିବଦ୍ଧତା: କୋଭିଡ୍ ୧୯…

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ସମ୍ପୂର୍ଣ୍ଣ ଲଜିଷ୍ଟିକ୍ ସହାୟତା ସୁନିଶ୍ଚିତ କରିବା ଦିଗରେ ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡ୍ (ଓଏସ୍‌ଏଲ୍‌) ଏକ ବଳିଷ୍ଠ ପଦକ୍ଷେପ ସ୍ୱରୂପ ଚୀନ୍‌ରୁ ୧୩୦୦ ମେଡିକାଲ୍ ଗ୍ରେଡ୍ ଅକ୍ସିଜେନ୍ ସିଲିଣ୍ଡର ଏବଂ ଅନ୍ୟାନ୍ୟ ମେଡିକାଲ୍ ଉପଯୋଗୀ ସାମଗ୍ରୀ ବହନ କରି ବିଜୁ ପଟ୍ଟନାୟକ…

୨୪ କିଲୋମିଟର ସାଇକେଲ ଚଳାଇ ଆସିଲେ ବର

ବିହାର: କରୋନା ମହାମାରୀର ପାଇଁ ଦେଶର ଅନେକ ରାଜ୍ୟରେ ବିଭିନ୍ନ କଟକଣା ଜାରି କରାଯାଇଛି। ଏପରିକି କୌଣସି ଉତ୍ସବ ଏବଂ ବିବାହ ଶୋଭାଯାତ୍ରା ଉପରେ ମଧ୍ୟ ପ୍ରତିବନ୍ଧକ ଜାରି କରାଯାଇଛି। ତେବେ ଅଳ୍ପ କିଛି ସମ୍ପର୍କୀୟଙ୍କ ଗହଣରେ ବିନା ବ୍ୟାଣ୍ଡ ବାଜାରେ ବାହାଘର କରିବାକୁ ଅନୁମତି ରହିଛି। ଏହାରି ମଧ୍ୟରେ ଜଣେ…

ଚୀନରେ ‘ଆମେ ଦୁଇ, ଆମର…

ବେଜିଂ: ଚୀନରେ ଜନସଂଖ୍ୟା ହ୍ରାସ କାରଣରୁ ଚିନ୍ତାରେ ଚୀନ ସରକାର। ଜନସଂଖ୍ୟା ହ୍ରାସକୁ ଦୃଷ୍ଟିରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ସରକାର। ଏଥିସହିତ ପରିବାର ନିୟୋଜନ ନିୟମକୁ ମଧ୍ୟ କୋହଳ କରିଛନ୍ତି ଚୀନ ସରକାର। ସୋମବାର ଦିନ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ଏବେ ଚୀନରେ ଦମ୍ପତ୍ତି ମାନେ ୩ଟି…

ଟିକା ପରେ ଆଣ୍ଟିବଡି ନ ବଢ଼ିବାରୁ…

ନୂଆଦିଲ୍ଲୀ: ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ମୁଖ୍ୟ ଅଧର ପୁନାଓ୍ୱାଲାଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଦାବି। ଲକ୍ଷ୍ନୌର ଜଣେ ବ୍ୟକ୍ତି ପୁନାଓ୍ୱାଲାଙ୍କ ନାଁରେ ମାମଲା ରୁଜୁ କରିବାକୁ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୋଗକାରୀ କହିଛନ୍ତି, ଯେ ସେ କୋଭିସିଲ୍ଡ ଟିକା ନେବା ପରେ ବି ତାଙ୍କ…

ବାତ୍ୟା ଓ ବନ୍ୟାରେ ଜଳସମ୍ପଦ ବିଭାଗର ୮୭…

ଭୁବନେଶ୍ୱର: ବାତ୍ୟା ୟାସ୍ ଓ ବନ୍ୟାରେ ଓଡ଼ିଶରେ ବ୍ୟାପକ କ୍ଷତି ହୋଇଛି। ବାତ୍ୟା ଓ ବନ୍ୟାରେ  ବର୍ତ୍ତମାନ ସୁଦ୍ଧା ହୋଇଥିବା ଆକଳନ ଅନୁଯାୟୀ ଜଳ ସମ୍ପଦ ବିଭାଗର ମୋଟ ୮୭ କୋଟି ଟଙ୍କା କ୍ଷତି ହୋଇଛି।  କ୍ଷୟକ୍ଷତି ନେଇ ଜଳ ସମ୍ପଦ ବିଭାଗ ପକ୍ଷରୁ ସରକାରଙ୍କୁ ପ୍ରାଥମିକ ରିପୋର୍ଟ ଦିଆଯାଇଛି। ଏନେଇ ଜଳସମ୍ପଦ…

ରାଜଧାନୀରେ ଭ୍ୟାକ୍ସିନ ଆଟ୍ ଡୋର ଷ୍ଟେପ୍…

ଭୁବନେଶ୍ୱର: ଆଜି ଠାରୁ ରାଜଧାନୀ ଭୁବନେଶ୍ୱରରେ ଭ୍ୟାକ୍ସିନ ଆଟ ଡୋର ଷ୍ଟେପ ଅଭିଯାନ ଆରମ୍ଭ ହୋଇଛି। ରାଜଧାନୀରେ କରୋନା ଦୈନିକ ସଂକ୍ରମଣ ହାର ସବୁଠୁ ଅଧିକ ରହୁଥିବାରୁ ବିଏମସି ପକ୍ଷରୁ ଭ୍ୟାକ୍ସିନ ଆଟ ଡୋର ଷ୍ଟେପ ଅଭିଯାନ ଆରମ୍ଭ କରାଯାଇଛି। ରାଜାଧାନୀରେ ଟିକାକରଣକୁ ଜୋରଦାର କରାଯାଇଛି।୪୫ ବର୍ଷ ବୟସରୁ…