Odisha Link
Bridging the Missing Links in Odisha

ଆଇସିୟୁରେ ଜୟନ୍ତ ମହାପାତ୍ର

କଟକ: ଜଣାଶୁଣା ଭାରତୀୟ ଇଂରାଜୀ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ର କୋଭିଡ୍‌ରେ ପୀଡ଼ିତ ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ରଖାଯାଇଛି।

କଟକ ତିନିକୋଣିଆ ବଗିଚାରେ ରହୁଥିବା ୯୩ ବର୍ଷୀୟ ଜୟନ୍ତ ବାର୍ଦ୍ଧକ୍ୟ କାରଣରୁ ପୂର୍ବରୁ ଅସୁସ୍ଥ ଥିଲେ। ଏବେ କରୋନାରେ ପୀଡ଼ତ ହେବା ପରେ ଆଜି ତାଙ୍କୁ ସ୍ଥାନୀୟ ଏସ୍‌ସିବି ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ସେଠାରେ ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଛି।

Leave A Reply

Your email address will not be published.