Odisha Link
Bridging the Missing Links in Odisha

ଅବସର ବେଉରିଆଙ୍କ ଦେହାନ୍ତ

ଭୁବନେଶ୍ୱର: ପୂର୍ବତନ ରାଷ୍ଟ୍ରଦୂତ, ସ୍ୱାଭିମାନୀ ଓଡ଼ିଆ, ବିଦେଶ ନୀତି ବିଶେଷଜ୍ଞ, ଜଣାଶୁଣା ସ୍ତମ୍ଭକାର ଓ ଲେଖକ ଅବସର ବେଉରିଆ ଆଉ ନାହାନ୍ତି। ବୁଧ-ଗୁରୁ ମଧ୍ୟରୀତ୍ରିରେ ୮୦ ବର୍ଷ ବୟସ୍କ ଅବସର ପ୍ରାଣ ହରାଇଛନ୍ତି। ବୁଧବାର ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଭୁବନେଶ୍ୱର ସହୀଦନଗର ସ୍ଥିତ…

ହାତ ଟେକିଦେଲା ସଂସ୍କୃତି ନିର୍ଦେଶାଳୟ,…

ଭୁବନେଶ୍ବର: ପୂର୍ବ ଦୁଇ ଥର ପରି ଆସନ୍ତା ମାସରେ ହେବାକୁ ଥିବା ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ 'ଅକ୍ଷର' ଆୟୋଜିତ ହେବା ନେଇ କିଛିଦିନ ଧରି ଅନିଶ୍ଚିତତା ଲାଗି ରହିଥିବାବେଳେ ସେଥିରେ ଆଜି ପୂର୍ଣଚ୍ଛେଦ ପଡ଼ିଛି। ସଂସ୍କୃତି ନିର୍ଦେଶାଳୟ ପୁସ୍ତକମେଳା ପାଇଁ ପଡ଼ିଆ ଯୋଗାଡ଼ରେ ବିଫଳ ହୋଇଥିବାବେଳେ ଭୁବନେଶ୍ବର…

ଦୁଇ କମ୍ପାନୀର ମାଲିକାଣୀ ଅର୍ଚନା ନାଗ

ଭୁବନେଶ୍ୱର: ଠକେଇ, ଅର୍ଥ ହଡ଼ପ ଓ ଯୌନ କାରବାର ପାଇଁ ଚର୍ଚିତ ଅର୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଏବେ ଜେଲ୍‌ରେ ଥିବାବେଳେ ସେମାନଙ୍କ ବାବଦରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ତଦନ୍ତବେଳେ ସେମାନଙ୍କ ବ୍ୟାଙ୍କ ଖାତାରେ କୋଟିକୋଟି ନଗଦ ଟଙ୍କା ଜମା ହୋଇଥିବା ଜଣା ପଡ଼ିଥିବାବେଳେ ସେମାନେ ଦୁଇଟି…

ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ…

ଭୁବନେଶ୍ବର: ସରକାରୀ ସ୍ତରରେ ଆୟୋଜିତ ପୁସ୍ତକମେଳା "ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ- ଅକ୍ଷର"ର ଚତୁର୍ଥ ସଂସ୍କରଣ ଡିସେମ୍ବର ମାସରେ ହେବାକୁ ଥିବାବେଳେ ଏହାର ଆୟୋଜନ ନେଇ ପୁଣି ଅନିଶ୍ଚିତତା ଦେଖାଯାଇଛି। ପୂର୍ବରୁ ଲଗାତାର ଭାବେ ଦୁଇଥର ପୁସ୍ତକମେଳା ବନ୍ଦ ହୋଇଥିବା ବେଳେ ଏଥର ଯଦି ପୁଣି ବନ୍ଦହେଲେ ଲେଖକ,…

ରାଜଭବନରୁ ୭ ଚନ୍ଦନ ଗଛ ଚୋରି

ଭୁବନେଶ୍ବର: ଭୁବନେଶ୍ବର କେନ୍ଦ୍ର ସ୍ଥଳରେ ଅବସ୍ଥିତ ରାଜ୍ୟର ସର୍ବୋଚ୍ଚ କ୍ଷମତା କେନ୍ଦ୍ର ରାଜ୍ୟପାଳଙ୍କ ବାସଭବନ ପରିସରରୁ ୭ଟି ବହୁମୂଲ୍ୟ ଚନ୍ଦନ ଗଛ ଚୋରି ହୋଇଥିବା ସୂଚନା ମିଳିଛି। ବିଶେଷଜ୍ଞଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ଯଦି ପାକଳ ଗଛ ହୋଇଥାଏ ତେବେ ୭ଟି ଚନ୍ଦନ ଗଛର ବଜାର ମୂଲ୍ୟ ପ୍ରାୟ ୧.୫…

ପୁରାତନ ଛାତ୍ରଛାତ୍ରୀଙ୍କ ବିରୋଧ ଯୋଗୁ…

ନୟାଗଡ଼: ଚଳିତ ମାସ ୧୦ ତାରିଖରେ ନୟାଗଡ଼ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବ ଥିବାବେଳେ ଏଥିରେ ସ୍ଥାନୀୟ ବିଧାୟକ ଅରୁଣ କୁମାର ସାହୁ ଅତିଥି ଭାବେ ଯୋଗଦେବାର ଥିଲା। ମହାବିଦ୍ୟାଳୟ ତରଫରୁ ଏ ନେଇ ସୂଚନା ମିଳିଥିବା ବେଳେ ସ୍ବୟଂ ଶ୍ରୀ ସାହୁ ମଧ୍ୟ ନିଜ ସାମଜିକ ଗଣମାଧ୍ୟମରେ ଏହା ଜଣାଇଥିଲେ। ତେବେ ପୁରାତନ…

ଘରୁ ତଡ଼ିଦେଲେ କେନ୍ଦ୍ର ସରକାର, ଦାଣ୍ଡରେ…

ନୂଆଦିଲ୍ଲୀ: ସ୍ଥାନୀୟ ଏସିଆଡ୍‌ ଭିଲେଜରେ ରହୁଥିବା ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟୁଗୁରୁ ପଦ୍ମଶ୍ରୀ ମାୟାଧର ରାଉତଙ୍କୁ ଘରୁ ବିତାଡ଼ିତ କରିଛନ୍ତି କେନ୍ଦ୍ର ସରକାର। ମଙ୍ଗଳବାର ଦିନ ଗୁରୁଙ୍କ ସମେତ ତାଙ୍କର ପରିବାର ସଦସ୍ୟଙ୍କୁ ଘରୁ ବାହାର କରାଯାଇଥିବାବେଳେ ତାଙ୍କର ଆସବାବପତ୍ର ମଧ୍ୟ ବାହାରେ ରଖିଦିଆଯାଇଛି।…

ଝାରସୁଗୁଡ଼ା: ଜେଏସ୍‌ଡବ୍ଲୁ କାରଖାନା…

ଝାରସୁଗୁଡ଼ା: ଓଡ଼ିଶା ବିଜେପି ସମ୍ପାଦକ ଟଙ୍କଧର ତ୍ରିପାଠୀ ଅଭିଯୋଗ କରିଛନ୍ତି ଯେ କାର୍ଯ୍ୟ କରିବା ବେଳେ ମାଚ୍ଚ ୧୧ରେ ପୋଡ଼ି ହୋଇ ଆହତ ହୋଇଥିବା ଚାରି ଜଣ ଠିକା ଶ୍ରମିକଙ୍କ ପାଇଁ ଜେଏସ୍‌ଡବ୍ଲୁ ବିପିଏସ୍‌ଏଲ୍ କୌଣସି କ୍ଷତିପୂରଣ ଦେଇନାହିଁ। ସେମାନଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦିଆନଗଲେ ଭବିଷ୍ୟତରେ…

Jharsuguda: BJP Demands…

Jharsuguda: Odisha BJP Secretary Tankadhar Tripathy on Monday alleged that  JSW BPSL have not yet provided any compensation to the four contractual labourers who had sustained burn injuries while performing their duty in the plant on 11th March 2022.…

ରାମନବମୀରେ ଆମିଷ ଭୋଜି, ଜେଏନ୍‌ୟୁରେ…

ବ୍ୟୁରୋ: ଦିଲ୍ଲୀର ଜବାହରଲାଲ୍‌ ନେହରୁ ବିଶ୍ବବିଦ୍ୟାଳୟ ପରିସରରେ ରାମନବମୀ ଅବସରରେ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଆମିଷ ଭୋଜିକୁ କେନ୍ଦ୍ରକରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଓ ବାମ ଛାତ୍ର ମେଣ୍ଟର ସଦସ୍ୟଙ୍କ ମଧ୍ୟରେ ଧସ୍ତାଧସ୍ତି ଫଳରେ ଏକାଧିକ ଛାତ୍ର ଆହତ ହୋଇଛନ୍ତି।…