Odisha Link
Bridging the Missing Links in Odisha
Daily Archives

July 12, 2021

CM ଯୋଗୀଙ୍କୁ ଧାରରେ ମାଗିଲେ ଅଷ୍ଟ୍ରେଲିଆ…

ନୂଆଦିଲ୍ଲୀ: ଦେଶର ଜନବହୁଳ ରାଜ୍ୟ ହେଉଛି ଉତ୍ତର ପ୍ରଦେଶ। ହେଲେ ମହାମାରୀ କରୋନାର ମୁକାବିଲା କରିବାରେ ସଫଳ ହୋଇଛି ଉତ୍ତର ପ୍ରଦେଶ। କୋଭିଡ ମହାମାରୀକୁ ଆୟତ୍ତ କରି ସବୁଠି ଚର୍ଚ୍ଚାରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ସିଏମ୍‌ ଯୋଗୀଙ୍କର ହେଉଛି…

ସେପ୍ଟେମ୍ବର ୧୨ରେ ନିଟ୍‌(ୟୁଜି)…

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୧୨ ତାରିଖରେ କୋଭିଡ୍‌ ନିୟମକୁ ପାଳନ କରି ସାରା ଭାରତବର୍ଷରେ ଚଳିତବର୍ଷର ନିଟ୍‌(ୟୁଜି) ପରୀକ୍ଷା ଅନୁଷ୍ଠିତ ହେବ ଏବଂ ଏଥିପାଇଁ ଆସନ୍ତାକାଲି ଅପରାହ୍ନ ୫ଟାରୁ ଏନଟିଏ ୱେବସାଇଟ୍‌ ଜରିଆରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବା ନେଇ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛନ୍ତି କେନ୍ଦ୍ର…

ନୟାଗଡ଼: ଉପାଧ୍ୟକ୍ଷାଙ୍କୁ ହତ୍ୟା ଧମକ…

ଖଣ୍ଡପଡ଼ା: ବିବାଦ ଘେରରେ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍ ଉପାଧ୍ୟକ୍ଷ ଗୟାଧର ପରିଡ଼ା। ପଞ୍ଚାୟତ ସମିତି ଉପାଧ୍ୟକ୍ଷଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଖୋଦ୍‌ ଅଧ୍ୟକ୍ଷା। ଏପରିକି ସରକାରୀ କାର୍ଯ୍ୟରେ ଅନିୟମିତତା ଓ ସରକାରୀ ଟଙ୍କା ଆତ୍ମସାତ କରିଥିବା ନେଇ ଅଭିଯୋଗ ଆଣିଛନ୍ତି ବ୍ଲକ୍‌ ଅଧ୍ୟକ୍ଷା…

ଧର୍ମଶାଳାରେ ବାଦଲ ଫଟା ବର୍ଷା, ସୁଅରେ…

ଧର୍ମଶାଳା: ହିମାଚଳ ପ୍ରଦେଶରେ ବାଦଲ ପଟା ବର୍ଷା। ମୌସୁମୀ ଜନିତ ଲଗାଣ ବର୍ଷା ମଧ୍ୟରେ ଧର୍ମଶାଳା ଅଞ୍ଚଳରେ ବାଦଲ ଫାଟିବା ଯୋଗୁ ଅଚାନକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପର୍ଯ୍ୟଟନ କ୍ଷେତ୍ର ଭାଗସୁରେ ସକାଳୁ ପ୍ରବଳ ବର୍ଷା ଯୋଗୁ ଏକ ଛୋଟ ନାଳରେ ପ୍ରବଳ ଜଳ ମାଡ଼ି ଆସିଥିଲା। ଏହାର ଆଖ ପାଖରେ ଥିବା…

ଦଳ ଭାଙ୍ଗିଲେ ରଜନୀକାନ୍ତ, ଆଉ କରିବେନି…

ନୂଆଦିଲ୍ଲୀ: ରାଜନୀତିରୁ ବିଦାୟ ନେଲେ ସାଉଥ ସୁପରଷ୍ଟାର ରଜନୀକାନ୍ତ। ସେ ଆଉ ରାଜନୀତିକୁ ଫେରିବେ ନାହିଁ ବୋଲି ନେଇଛନ୍ତି ନିଷ୍ପତ୍ତି। ରଜନୀକାନ୍ତ ତାଙ୍କ ଦଳ ‘ରଜନୀ ମକ୍କଲ ମନ୍ଦ୍ରମ’କୁ ଭାଙ୍ଗି ଦେଇଛନ୍ତି। ଏଥିସହ ସେ ଆଉ କେବେ ବି ରାଜନୀତିରେ ପ୍ରବେଶ କରିବେ ନାହିଁ ବୋଲି କହିଛନ୍ତି। ‘ରଜନୀ ମକ୍କଲ…

ଜୁଲାଇ ୧୯ରୁ ସଂସଦର ମୌସୁମୀ ଅଧିବେଶନ…

ନୂଆଦିଲ୍ଲୀ: ଜୁଲାଇ ୧୯ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ। ମୌସୁମୀ ଅଧିବେଶନ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ। ଏନେଇ ସୂଚନା ଦେଇଛନ୍ତି ଲୋକସଭା ବାଚସ୍ପତି ଓମ ବିର୍ଲା। ସେ କହିଛନ୍ତି ଯେ, ଜୁଲାଇ ୧୯ରୁ ଅଗଷ୍ଟ ୧୩ପର୍ଯ୍ୟନ୍ତ ସଂସଦର ମୌସୁମୀ ଅଧିବେଶନ ଅନୁଷ୍ଠିତ ହେବ। ଏଥିରେ ୧୯ଟି କାର୍ଯ୍ୟଦିବସ ରହିବ।…

ବଜ୍ରପାତରେ ଚାଲିଗଲା ୭୦ ଜଣଙ୍କ ଜୀବନ

ରାଜସ୍ଥାନ: ବଜ୍ରପାତରେ ଚାଲିଗଲା ୭୦ ଜଣଙ୍କ ଜୀବନ। ଉତ୍ତର ଭାରତର ତିନା ରାଜ୍ୟରେ ବଜ୍ରପାତ ଗୋଟିଏ ଦିନରେ ୭୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ୟୁପିରେ ୪୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ରାଜସ୍ଥାନରେ ୨୦ରୁ ଅଧିକ ଏବଂ ମଧ୍ୟପ୍ରଦେଶରେ ୭ରୁ ଅଧିକଙ୍କର ପ୍ରାଣହାନୀ ହୋଇଥିବା ଜଣାପଡ଼ିଛି। ସୂଚନା…

ବାଇକ୍‌ ବୋଲେରୋ ମୁହାଁମୁହିଁ, ୨ ମୃତ

ନୂଆପଡ଼ା: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାଇକ୍‌ ବୋଲେରୋ ମୁହାଁମୁହିଁ। ୩୫୩ ନମ୍ବର ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା। ଏଥିରେ ୨ ଜଣ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଜଡ଼ାମୁଣ୍ଡା ଗାଁ ନିକଟରେ ହୋଇଥିବା ଏହି ଦୁର୍ଘଟଣାରେ ପଲସିପାଣି ସାଲେପଡ଼ା ଗାଁର…

ଗଡ଼ିଲା ରଥ, ଟାଣି ନେଉଛନ୍ତି ସେବାୟତ

ପୁରୀ: ଆଜି ପବିତ୍ର ରଥଯାତ୍ରା। କରୋନା କଟକଣା ମଧ୍ୟରେ ଅନୁଷ୍ଟିତ ହେଉଛି ରଥଯାତ୍ରା। ରଥ ଉପରେ ସମସ୍ତ ନୀତିକାନ୍ତି ସପନ୍ନ ହୋଇଛି। ତିନି ରଥରେ ଛେରାପହଁରା ନୀତି ଶେଷ କରି ଗଜପତି ମହାରାଜ ଶ୍ରୀନଅରକୁ ଫେରିଯିବା ପରେ ରଥଗୁଡ଼ିକରେ ସାରଥୀ ଓ ଘୋଡ଼ାଯୋଚା କାମ ଶେଷ ହୋଇଛି। ତିନି ରଥକୁ ଶରଧାବାଲି ଅଭିମୁଖେ…

ବିଜେଡି ନୂଆ କାର୍ଯ୍ୟାଳୟର…

ଭୁବନେଶ୍ୱର: ପବିତ୍ର ରଥଯାତ୍ରାରେ ଅବସରରେ ବିଜୁ ଜନତା ଦଳର ନୂଆ ରାଜ୍ୟ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସାଢେ ଚାରି କୋଟି ଓଡ଼ିଆଙ୍କ ସେବାରେ ସମର୍ପିତ ହେବ କାର୍ଯ୍ୟଳୟ। ଗତ ୨୩ ବର୍ଷ ଭିତରେ ଓଡିଶା ବାସୀଙ୍କ ନିକଟରେ ବିଜୁ…