Odisha Link
Bridging the Missing Links in Odisha
Daily Archives

August 17, 2021

ତାଲିବାନ ରାଜୁତିରେ କାବୁଲ ଅଧିକ…

ଋଷିଆ: ଆଫଗାନିସ୍ତାନ ସଙ୍କଟକୁ ନେଇ ସାରା ବିଶ୍ୱ ଚିନ୍ତିତ ଥିବା ବେଳେ ଆଫଗାନିସ୍ତାନ ସ୍ଥିତି ନେଇ ପ୍ରତିକ୍ରିୟା ରଖିଲା ଋଷିଆ, ତାଲିବାନୀଙ୍କୁ ସପକ୍ଷରେ ମତ ରଖିଛନ୍ତି ଋଷିଆ ରାଷ୍ଟ୍ରଦୂତ ଦିମିତ୍ରୀ ଜିରନୋବ। ଏଥିସହ ତାଲିବାନୀଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ତାଲିବାନ ରାଜୁତିରେ ଅଧିକ…

ସ୍ବଦେଶ ଫେରିଲେ ୧୨୦ ଭାରତୀୟ ଦୂତାବାସ…

ନୂଆଦିଲ୍ଲୀ: ସ୍ବଦେଶ ଫେରିଲେ ୧୨୦ ଭାରତୀୟ ଦୂତାବାସ କର୍ମଚାରୀ। କାବୁଲରୁ ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ନେଇ ଗୁଜୁରାଟରେ ଅବତରଣ କରିଛି ଭାରତୀୟ ବାୟୁସେନାର ସି-୧୭ ଏୟାରକ୍ରାଫ୍ଟ। ବିମାନଟି ଜାମନଗରରେ ଅବତରଣ କରିଥିବା ଜଣାପଡ଼ିଛି। ଅବତରଣ ପରେ ବିମାନ ଭିତରର ଫଟୋ ଏବେ ସାମ୍ନାକୁ ଆସିଛି। ଭାରତୀୟ…

ଭୟରେ ଆମେରିକାର ସାମରିକ ବିମାନରେ ଚଢ଼ିଗଲେ…

କାବୁଲ: ତାଲିବାନ ଆଫଗାନିସ୍ତାନକୁ ଅକ୍ତିଆର କରିବା ପରେ ଆଫଗାନବାସୀଙ୍କ ଭିତରେ କୋକୁଆଭୟ। ଆଫଗାନିସ୍ତାନକୁ ଛାଡ଼ିବାକୁ ଲୋକଙ୍କର ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିବା ବେଳେ ଦେଶ ଛାଡ଼ିବା ପାଇଁ ୬୪୦ଆଫଗାନବାସୀ କାବୁଲ ବିମାନବନ୍ଦରରେ ଆମେରିକାର ସାମରିକ ବିମାନରେ ଚଢ଼ିଯାଇଥିବା ଦେଖାଯାଇଛି। ସୋସିଆଲ…

ଟି-ଟ୍ୱେଣ୍ଟି ପୁରୁଷ ବିଶ୍ୱକପ୍‌ ଖେଳ…

ନୂଆଦିଲ୍ଲୀ: କ୍ରିକେଟ ପ୍ରେମୀଙ୍କ ପାଇଁ ଆସିଛି ବଡ଼ ଖବର। ଟି-ଟ୍ୱେଣ୍ଟି ପୁରୁଷ ବିଶ୍ୱକପ୍‌ ପାଇଁ ଖେଳ ସୂଚୀ ଜାରି ହୋଇଛି। ଏହି କ୍ରିକେଟ ମହାକୁମ୍ଭ ନଭେମ୍ବର ୧୪ ଯାଏଁ ଓମାନ ଓ ୟୁଏଇରେ ଖେଳାଯିବ। ଟି-ଟ୍ୱେଣ୍ଟି ପୁରୁଷ ବିଶ୍ୱକପ୍‌ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ଏଥିସହ ଗୋଟିଏ ଗ୍ରୁପରେ ଅଛନ୍ତି…

ଭୁବନେଶ୍ବରରେ ପହଞ୍ଚିଲେ ଭାରତୀୟ ହକି…

ଭୁବନେଶ୍ବର: ଭୁବନେଶ୍ବର ପହଞ୍ଚିଲେ ଭାରତୀୟ ପୁରୁଷ ଓ ମହିଳା ହକି ଖେଳାଳି। ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଛନ୍ତି ହକି ଖେଳାଳି। ବିମାନବନ୍ଦର ସେମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବଦ୍ଧ୍ୱର୍ନା ଦିଆଯାଇଛି। ବିମାନବନ୍ଦରରୁ ନେଇ ହୋଟେଲ ସ୍ୟାଣ୍ଡି ଟାୱାର ପର୍ଯ୍ୟନ୍ତ ବାଦ୍ୟର ତାଳେତାଳେ ସେମାନଙ୍କୁ ସ୍ୱାଗତ…

କାବୁଲ ଛାଡିଲେ ଭାରତୀୟ ଦୂତାବାସର ସବୁ…

କାବୁଲ: ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବା ପରେ ଭାରତୀୟ ବାୟୁସେନାର ସି-୧୭ ବିମାନରେ ଭାରତ ଅଭିମୁଖେ ଉଡାଣ ଭରିଛି। ଭାରତୀୟ ଦୂତାବାସର ସମସ୍ତ କର୍ମଚାରୀଙ୍କୁ ଧରି କାବୁଲ ଛାଡିଛନ୍ତି। ସି-୧୭ ଏୟାରକ୍ରାପ୍ଟରେ ୧୨୦ ଜଣ ଭାରତୀୟ ଫେରୁଥିବା ଜଣାପଡିଛି। ବାକୁଲ ସ୍ଥିତ ଭାରତୀୟ ରାଷ୍ଟ୍ରଦୂତ ଓ କର୍ମଚାରୀ…

ଭୁବନେଶ୍ବରରୁ ୨୫ ଲକ୍ଷର ବ୍ରାଉନସୁଗାର…

ଭୁବନେଶ୍ବର: ରାଜଧାନୀ ବ୍ରାଉନସୁଗାର କାରବାର ଦିନକୁ ଦିନ ପଡ଼ିବାରେ ଲାଗୁଛି। ଏହାରି ମଧ୍ୟରେ ରାଜଧାନୀରୁ ଜବତ ହେଇଛି ଧଳା ଜହର। ୨୫୦ ଗ୍ରାମ୍ ବ୍ରାଉନସୁଗାର ଜବତ କଲା କମିଶନରେଟ୍ ପୋଲିସ। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା। ବ୍ରାଉନସୁଗାର ଜବତ ସହ ୨ ବେପାରୀଙ୍କୁ ଗିରଫ କରିଛି…

ମଦ ପିଇବାକୁ ମନା କରିବାରୁ ସ୍ତ୍ରୀକୁ…

ବାଲିକୁଦା: ମଦ ପିଇବାକୁ ମନା କରିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ। ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିବା ପରେ ରାତିସାରା ମୃତଦେହ ପାଖରେ ଶୋଇ ରହିଲା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ବାଲିକୁଦା ଥାନା ଅଢଙ୍ଗା ପଞ୍ଚାୟତ ଦେବଗ୍ରାମ ଗାଁରେ। ସ୍ୱାମୀ ପ୍ରତିଦିନ ମଦ ସହ ବ୍ରାଉନ୍‌ସୁଗର୍‌ ଓ…

ରାଜ୍ୟର ୧୨ ଜିଲ୍ଲାରେ ହେବ ସେରୋ ସର୍ଭେ

ଭୁବନେଶ୍ୱର: କରୋନା କାଳରେ ରାଜ୍ୟର ୧୨ଟି ଜିଲ୍ଲାରେ ହେବ ସେରୋ ସର୍ଭେ। ରାଜ୍ୟସ୍ତରୀୟ ସେରୋଲୋଜିକାଲ ସର୍ଭେ ପାଇଁ ଆରଏମଆରସି ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର। ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ଖୋର୍ଦ୍ଧା, ପୁରୀ,…

୧୦ ଲକ୍ଷର ଗଞ୍ଜେଇ ଜବତ, ୩ ଗିରଫ

ଲମତାପୁଟ: ଜଳାପୁଟ ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ। ରାଜସ୍ଥାନକୁ ଗଞ୍ଜେଇ ଚାଲାଣ ବେଳେ ୩ଜଣଙ୍କୁ ଗିରଫ କରିଛି ମାଛକୁଣ୍ଡ ପୁଲିସ।ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଲମତାପୁଟ ପୋଲିସ ୭ଜଣିଆ ଟିମ୍ ଟିକାପୁଟ ଛକ ନିକଟରେ ଏକ ଦ୍ରୁତ ଗତିରେ ଆସୁଥିବା କାରକୁ ଅଟକାଇଥିଲା।…