Odisha Link
Bridging the Missing Links in Odisha
Daily Archives

August 17, 2021

ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ…

ଭୁବନେଶ୍ବର: ପୁଣି ତେଜିଲା ଉତ୍କଳ ବିଶ୍ବବିଦ୍ୟାୟକୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ମାନ୍ୟତା ଦାବି। ମଙ୍ଗଳବାର ଦିନ ଉତ୍କଳ ବିଶ୍ୱବିଦ୍ୟାଳୟର ପୁରାତନ ଓ ନୂତନ ଛାତ୍ର ମିଳିତ ଭାବେ ଏହି ପ୍ରସଙ୍ଗକୁ ପୁଣିଥରେ ଉପସ୍ଥାପିତ କରିଛନ୍ତି। କେବଳ ସେତିକି ନୁହେଁ ପ୍ଲାକାର୍ଡ଼ ଧରି ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଦାବି…

ସେପ୍ଟେମ୍ବର ୩୦ ସୁଦ୍ଧା ୬୩,୫୦୦ ଶିକ୍ଷକ…

ଭୁବନେଶ୍ବର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ପ୍ରକଳ୍ପ ସଂଯୋଜକ, ସମଗ୍ର ଶିକ୍ଷାଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରମୁଖ ଶାସନ ସଚିବ ଶ୍ରୀ ସାହୁ କହିଛନ୍ତି ଯେ ଏଣିକି ଜିଲ୍ଲା ଶିକ୍ଷା…

୨୦୩୩ ପର୍ଯ୍ୟନ୍ତ ଭାରତୀୟ ହକି ଦଳର…

ଭୁବନେଶ୍ବର: ଓଡ଼ିଶାରେ ଭାରତୀୟ ପୁରୁଷ ଓ ମହିଳା ହକି ଟିମ୍‌। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ପୁରୁଷ ଓ ମହିଳା କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏଥିସହିତ ନବୀନ କରିଛନି ବଡ଼ ଘୋଷଣା। ଆଉ ୧୦ ବର୍ଷ ପାଇଁ ଭାରତୀୟ ହକି ଦଳର ପ୍ରାୟୋଜକ ରହିବ ଓଡ଼ିଶା। ଖେଳାଳିଙ୍କୁ…

ଭାରତୀୟ ହକି ଖେଳାଳିଙ୍କ ସହ ଫଟୋସୁଟ୍‌…

ଭୁବନେଶ୍ବର: ଭୁବନେଶ୍ବରରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳ। ଉଭୟ ପୁରୁଷ ଓ ମହିଳା ହକି ଖେଳାଳିଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି ଫଟୋସୁଟ୍। ସୋସିଆଲ ମିଡିଆରେ ଏବେ ଏହି ସବୁ ଭାଇରାଲ ହେବାରେ ଲାଗିଛି। ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜେତା ପୁରୁଷ ହକି ଦଳ ଏବଂ ଚତୁର୍ଥ…

ମହଙ୍ଗା ହେଲା ସୁନା ଓ ରୁପା

ନୂଆଦିଲ୍ଲୀ: ଦେଶରେ ଦରଦାମ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏସବୁ ମଧ୍ୟରେ ସୁନା ଓ ରୁପା ଦାମ ବୃଦ୍ଧି ପାଇଛି। ଆଜି ସୁନା ଦର ୪୪୬ ଟଙ୍କା ବୃଦ୍ଧି ପାଇଛି। ଯାହାଫଳରେ ରାଜଧାନୀ ଦିଲ୍ଲୀରେ ୧୦ ଗ୍ରାମ ସୁନାର ଦାମ ୪୬,୪୬୦ ଟଙ୍କା ରହିଛି। ସୂଚନାଯୋଗ୍ୟ, ସୋମବାର ଦିନ ୧୦ ଗ୍ରାମ ସୁନାର ଦାମ ଦିଲ୍ଲୀରେ ୪୬,୦୧୪…

ନ୍ୟୁଜିଲାଣ୍ଡ ଲକ୍‌ଡାଉନ୍

ଓ୍ବିଲିଂଟନ୍: ପୁଣି ଫେରିଲା ଲକ୍‌ଡାଉନ୍। ୩ ଦିନ ପାଇଁ ସାରା ଦେଶରେ କଟକଣା ଲଗାଇଲେ ନ୍ୟୁଜିଲାଣ୍ଡ ସରକାର। ଗୋଷ୍ଠୀ ସଂକ୍ରମଣକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର। ଫେବୃଆରୀ ପରେ ନ୍ୟୁଜିଲାଣ୍ଡରେ ପ୍ରଥମ ଥର ପାଇଁ ଲକ୍‌ଡାଉନ୍‌ କଟକଣା ଲଗାଇଛନ୍ତି ସରକାର। ଗୋଷ୍ଠୀ ସଂକ୍ରମଣକୁ ନଜରରେ ରଖି…

ପୁଅର ଅତ୍ୟାଚାର ସହି ନପାରି ଥାନାର…

ଆନନ୍ଦପୁର: ଛୋଟ ବେଳୁ ପୁଅ କୋଳେଇ କୋଖେଇ ବଡ଼ କଲା ପରେ ଏବେ ପରିଣତ ବୟସରେ ମା ବାପାଙ୍କୁ ଅସହ୍ୟ ନିର୍ଯ୍ୟାତନା ଦେଉଛି ପୁଅ। ଏଭଳି ଏକ ଅଭିଯୋଗ ନେଇ ଆଜି ଆନନ୍ଦପୁର ଥାନା ଡଙ୍କିଆ ଗାଁ ରେ ବୃଦ୍ଧ ଦମ୍ପତି ଥାନାର ଦ୍ବାରସ୍ଥ ହୋଇଛନ୍ତି। ବୃଦ୍ଧ ବାପା ମା'ଙ୍କ ଅଭିଯୋଗ ମୁତାବକ, ପୁଅ ମଦ ପିଇବା ପରେ ହିତାହିତ…

ପେଗାସସ୍ ମାମଲା: କେନ୍ଦ୍ର ସରକାରଙ୍କୁ ୧୦…

ନୂଆଦିଲ୍ଲୀ: ପେଗାସସ୍ ଗୁପ୍ତଚର ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ନିରପେକ୍ଷ ତଦନ୍ତ ଦାବିରେ ଆବେଦନ କରିଥିବା ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରି ଏହାର ଜବାବ ମାଗିଛନ୍ତି। ୧୦ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୋର୍ଟ କହିଛନ୍ତି। ଆଜି ଶୁଣାଣିରେ ସଲିସିଟର…

ଉତ୍ତରାଖଣ୍ଡ ପାଇଁ ମୁଖ୍ୟମନ୍ତ୍ରୀ…

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆମ୍ ଆଦମୀ ପାର୍ଟି ଆଜି ଏକ ବଡ ଘୋଷଣା କରିଛି। ପଞ୍ଜାବରେ ଆମ୍ ଆଦମୀ ପାର୍ଟ ଭଲ ଭୋଟ ମିଳିବା ପରେ ଏବେ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ଉପରେ ଫୋକସ କରିଛି ପାର୍ଟି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଉତ୍ତରାଖଣ୍ଡ ପାଇଁ…

+୩ ନାମଲେଖା ପାଇଁ ବିଜ୍ଞପ୍ତି ଜାରି

ଭୁବନେଶ୍ୱର: ଯୁକ୍ତ ୩ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଉଚ୍ଚଶିକ୍ଷା ବିଭାଗ। ବିଜ୍ଞପ୍ତି ଅନୁସାରେ, +୩ ନାମଲେଖା ପାଇଁ ଅଗଷ୍ଟ ୨୦ରୁ ସେପ୍ଟମ୍ବର ୪ ତାରିଖ ଯାଏଁ ଅନଲାଇନରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ଏଥିସହ ସେପ୍ଟେମ୍ବର ୯ ତାରିଖରେ ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ସେପ୍ଟେମ୍ବର…