Odisha Link
Bridging the Missing Links in Odisha
Daily Archives

August 19, 2021

ରୋଗୀ ସେବା ନେଇ ସ୍ୱାସ୍ଥ୍ୟ ବିଭାଗର ନୂଆ…

ଭୁବନେଶ୍ବର: ରୋଗୀ ସେବା ନେଇ ନୂଆ ନିର୍ଦ୍ଦେଶନାମା ଜାରି କରିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସରକାରୀ ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କୁ କେବଳ ସ୍ୱାସ୍ଥ୍ୟକର୍ମୀ ହିଁ ଦେଖିପାରିବେ ବୋଲି ନିର୍ଦ୍ଦେଶନାମା ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ। ନିର୍ଦ୍ଦେଶନାମାରେ କଡାକଡି ଭାବେ ଉଲ୍ଲେଖ କରାଯାଇଛି…

ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ:…

ଜମ୍ମୁ: ଜମ୍ମୁ ନିକଟତର ରଜୋରୀରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ। ଗୁଳି ବିନିମୟରେ ଜେଣ ଜେସିଓ ସହିଦ ହୋଇଥିବା ବେଳେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି। ଥାନାମଣ୍ଡି କ୍ଷେତ୍ରରେ ଆତଙ୍କବାଦୀମାନେ ଲୁଚିଥିବା ସୂଚନା ପାଇବା ପରେ ସୁରକ୍ଷା ବଳର ଏକ ସଂଯୁକ୍ତ ଟିମ୍ ଏହି ଅଞ୍ଚଳରେ…

ଭର୍ତ୍ତୃହରିଙ୍କ ପରିବାର ବିରୋଧରେ ଯୌତୁକ…

ଭୁବନେଶ୍ବର: ଭର୍ତ୍ତୃହରି ମହତାବଙ୍କ ପରିବାର ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ। ଅଭିଯୋଗ ଆଣିଲେ ଭର୍ତ୍ତୃହରି ମହତାବଙ୍କ ବୋହୂ ସାକ୍ଷୀ ମହତାବ। ମହିଳା ଥାନାରେ ଏଫଆଇଆର୍ ଦାଏର୍ କରିଛନ୍ତି ସାକ୍ଷୀ। ଶ୍ବଶୁର ତଥା କଟକରୁ ସାଂସଦ ଥିବା ଭର୍ତ୍ତୃହରି ମହତାବ, ଶାଶୁ ମହାଶ୍ୱେତା ମହତାବଙ୍କ ନାଁରେ ଏବଂ…

ଆଫଗାନିସ୍ତାନକୁ ଆର୍ଥିକ ସହାୟତା ବନ୍ଦ…

କାବୁଲ: ଆଫଗାନିସ୍ତାନକୁ ତାଲିବାନ ଦଖଲ ପରେ ଏବେ ତାଲିବାନକୁ ଝଟକା। ଅର୍ନ୍ତରାଷ୍ଟ୍ରୀୟ ମୁଦ୍ରାକୋଷ (ଆଇଏମଏଫ) ଆଫଗାନିସ୍ତାନକୁ ସମସ୍ତ ଆର୍ଥିକ ସହାୟତା ବନ୍ଦ କରାଯିବା ନେଇ ଘୋଷଣା କରିଛି। ଆଇଏମଏଫର ପ୍ରବକ୍ତା ଗେରି ରାଇସ ଏ ବାବଦରେ ଏକ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ ତାଙ୍କ ଟ୍ୱଟରେ ଲେଖିଛନ୍ତି…

କରୋନାରେ ପୂର୍ବତନ ଯୁବ କଂଗ୍ରେସ ସଭାପତି…

ଭୁବନେଶ୍ବର: ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ ଜେନାଙ୍କ ପରଲୋକ। କରୋନାରେ ଆକ୍ରାନ୍ତ ହେବା ପରେ ହାଇଦ୍ରାବାଦରେ ତାଙ୍କର ଚିକିତ୍ସା ଚାଲିଥିଲା। ୮୪ ଦିନ ଧରି ତାଙ୍କର ଏକମୋ ମେସିନ୍ ମାଧ୍ୟରେ ଚିକିତ୍ସା ଚାଲିଥିଲା। ଚିକିତ୍ସା ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୪ ବର୍ଷ…

ବ୍ୟାଙ୍କ ଲକର ପାଇଁ ନୂଆ ଗାଇଡଲାଇନ ଜାରି…

ନୂଆଦିଲ୍ଲୀ: ବ୍ୟାଙ୍କ ଲକର ଗାଇଡଲାଇନରେ ପରବର୍ତ୍ତନ ଆଣିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)। ନୂଆ ଗାଇଡଲାଇନ ୨୦୨୨ ଜାନୁଆରୀ ପହିଲାରୁ ଲାଗୁ ହେବ। ନୂଆ ଗାଇଡଲାଇନ ମୁତାବକ, ଚୋରି, ଅଗ୍ନିକାଣ୍ଡ କିମ୍ବା ବ୍ୟାଙ୍କ କର୍ମଚାରୀଙ୍କ ଦ୍ୱାରା ହେରଫର ହେଲେ ବ୍ୟାଙ୍କ ଗ୍ରାହକଙ୍କୁ ଦେଉଥିବା…

ପ୍ରବଳ ବର୍ଷା ସମ୍ଭାବନା:୧୧ ଜିଲ୍ଲାକୁ…

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର ଓ ବରଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି…

ପୁଣି କାବୁଲ ବିମାନବନ୍ଦରରେ ଫୁଟିଲା ଗୁଳି

କାବୁଲ: କାବୁଲ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ପୁଣି ଫୁଟିଲା ଗୁଳି। ଭିଡକୁ ନିୟନ୍ତ୍ରଣ କରିବା ପାଇଁ ତାଲିବାନୀଙ୍କ ପକ୍ଷରୁ ଗୁଳିମାଡ କରାଯାଇଛି। ଗ୍ରେନେଡ୍ ମାଡ ମଧ୍ୟ ହୋଇଥିବା ସୂଚନା ମିଳିଛି। ତାଲିବାନୀଙ୍କ ଫାୟାରିଂର ଶବ୍ଦ ଶୁଣି ଜୀବନ ବଂଚାଇବା ପାଇଁ ଏଣେତେଣେ ଲୋକେ ଦୌଡୁଥିବା ଏକ ଭିଡିଓ ଏବେ…

ନାଇଜରରେ ବର୍ବରକାଣ୍ଡ: ୧୪ ଶିଶୁଙ୍କ ସମେତ…

ନାଇଜର: ନାଇଜରରେ ବର୍ବରକାଣ୍ଡ। ୧୪ ଶିଶୁଙ୍କ ସମେତ ୩୭ ଜଣଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ। ଆଫ୍ରିକୀୟ ରାଷ୍ଟ୍ର ନାଇଜରରେ ଘଟିଛି ଏହି ବର୍ବରକାଣ୍ଡ। ଦକ୍ଷିଣ ପଶ୍ଚିମ ନାଇଜରର ଏକ ଗ୍ରାମରେ ଆତଙ୍କୀ ଆକ୍ରମଣରେ ୩୭ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୧୪ ଜଣ ଶିଶୁ ରହିଥିବା ଜଣାପଡିଛି। ସୂଚନା…

ଏକ ଶିଶୁ ପାଇଁ ନିଲାମ କରିଦେଲେ…

ନୂଆଦିଲ୍ଲୀ: ଏକ ଶିଶୁ ପାଇଁ ନିଲାମ କରିଦେଲେ ଅଲିମ୍ପିକ୍ସ ମେଡାଲ୍। ପଲିସର ମହିଳା ଆଥଲେଟ୍ ମାରିଆ ଆନ୍ଦ୍ରେଜିକ୍ ଟୋକିଓ ଅଲିମ୍ପିକ୍ସର ଜାଭେଲିନ୍ ଥ୍ରୋ’ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିଲେ। ହେଲେ ସେ ଏବେ ଏକ କୁନି ଶିଶୁର ଜୀବନ ବଞ୍ଚାଇବା ଲାଗି ସେହି ମେଡାଲକୁ ନିଲାମ କରିଦେଇଛନ୍ତି। ମାରିଆ ସୋଶାଲ…