Odisha Link
Bridging the Missing Links in Odisha
Daily Archives

September 17, 2021

ନ୍ୟୁଜିଲାଣ୍ଡ ପାକିସ୍ତାନ କ୍ରିକେଟର…

ନୂଆଦିଲ୍ଲୀ: ପାକିସ୍ତାନକୁ ନ୍ୟୁଜିଲାଣ୍ଡର ଝଟକା। ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନ ଗସ୍ତରେ ଆସିଥିବା ନ୍ୟୁଜିଲାଣ୍ଡ ଅଚାନକ ନିଜର ଗସ୍ତ ବାତିଲ୍ କରିଛି। ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ୍‌ ଆରମ୍ଭ ହେବାର କିଛି ମିନିଟ୍ ପୂର୍ବରୁ ପାକିସ୍ତାନ ଗସ୍ତ ବାତିଲ୍ କରିଛି ନ୍ୟୁଜିଲାଣ୍ଡ। ଗସ୍ତ…

ବିଶ୍ରାମ କକ୍ଷରେ ଆଦିବାସୀ ମହିଳାଙ୍କୁ…

ରାଉରକେଲା: ରାଉରକେଲା ଏୟାର୍‌ ଷ୍ଟ୍ରିପ୍‌ରେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ। ମହିଳା ଜଣଙ୍କ ବିଶ୍ରାମ ନେଉଥିବା ବେଳେ ବିଶ୍ରାମ କକ୍ଷରେ ଏକ ପେଟ୍ରୋଲ ପମ୍ପର କର୍ମଚାରୀ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଅଭିଯୁକ୍ତ ଇଣ୍ଡିଆନ ଅଏଲ କମ୍ପାନି ଫିଲିଂ ଷ୍ଟେସନର କର୍ମଚାରୀ ବୋଲି ଜଣାପଡ଼ିଛି। ଏନେଇ ଛେଣ୍ଡ…

ଏଣିକି ନମ୍ବର ୧୧୨ ଡାଏଲରେ ମିଳିବ ପୁଲିସ…

ଭୁବନେଶ୍ୱର: ଏଣିକି ଗୋଟିଏ ନମ୍ବରରେ ମିଳିବ ସବୁ ସେବା। ୧୧୨ ଡାଏଲ୍ କଲେ ଗୋଟିଏ ନମ୍ବରରେ ପୁଲିସ ଓ ଅଗ୍ନିଶମ ସେବା ମିଳିବ। ଏଣିକି ଅଗ୍ନିଶମ ସେବା ପାଇଁ ୧୦୧ ପରିବର୍ତ୍ତେ ୧୧୨କୁ କଲ୍ କରି ଜରୁରୀକାଳୀନ ପରିସ୍ଥିତିରେ ଲୋକେ ସେବା ପାଇ ପାରିବେ।…

ମିତ୍ରଙ୍କ ବଦଳରେ ବିଜେପି ଜନତାଙ୍କ କାମ…

ନୂଆଦିଲ୍ଲୀ: ସାରା ଦେଶରେ ୧୭ ସେପ୍ଟେମ୍ବରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ତମ ଜୟନ୍ତୀ ଭାବେ ପାଳନ କରାଯାଉଛି। ତେବେ ଯୁବକଂଗ୍ରେସ ଦିନଟିକୁ ଦେଶରେ ‘ଜାତୀୟ ବେରୋଜଗାରୀ ଦିବସ’ଭାବେ ପାଳନ କରିବା ସହ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଛି। କେନ୍ଦ୍ରରେ ଶାସନୀ ପୂର୍ବରୁ ବିଜେପି ବର୍ଷକୁ…

ସାଇବର ଅପରାଧ କ୍ଷେତ୍ରରେ ଷଷ୍ଠ ସ୍ଥାନରେ…

ନୂଆଦିଲ୍ଲୀ: NCRB ରିପୋର୍ଟ ମୁତାବକ  ଦେଶରେ ୧୧.୮ ପ୍ରତିଶତ ବଢିଛି ସାଇବର ଅପରାଧ। ଏଥିସହ ୨୧୪ ପ୍ରତିଶତ ବଢିଛି ମିଥ୍ୟା ସମ୍ବାଦ ଓ ଗୁଜବ ମାମଲା। ତେଲେଙ୍ଗାନାରେ ସର୍ବାଧିକ ଗୁଜବକାରୀ ରାଜ୍ୟ ଥିବାବେଳେ ଉତ୍ତରପ୍ରଦେଶରେ ଶୀର୍ଷରେ ଭିଡିଓ ଭାଇରାଲ ଘଟଣା। NCRB ରିପୋର୍ଟ ମୁତାବକ ୨୦୨୦ରେ ଦେଶରେ ମୋଟ ୫୦…

କୋହଲି ଅଧିନାୟକ ପଦ ଛାଡିବା ପରେ ମୁହଁ…

ନୂଆଦିଲ୍ଲୀ: ବିରାଟ ଟି-୨୦ ଅଧିନାୟକ ପଦ ଛାଡିବା ନେଇ ଘୋଷଣା କରିଛନ୍ତି। ଏଭଳି ଘୋଷଣା ପରେ କ୍ରିକେଟପ୍ରେମୀଙ୍କ ମନରେ ଅନେକ ପ୍ରଶ୍ନ ଉଠୁଥିବା ବେଳେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ମୁହଁ ଖୋଲିଛନ୍ତି। ଟି-୨୦ରେ ଅଧିନାୟକ ଭାବେ କୋହଲି ଦମଦାର ପ୍ରଦର୍ଶନ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ଗାଙ୍ଗୁଲି।…

ସିବିଆଇ ମୁଖ୍ୟ କାର୍ଯ୍ୟାଳୟରେ…

ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ସିବିଆଇ ମୁଖ୍ୟ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ। କୌଣସି କାରଣରୁ ଶୁକ୍ରବାର ଅପରାହ୍ନରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦିଲ୍ଲୀର ଲୋଧି ରୋଡ ଅଞ୍ଚଳସ୍ଥ ସିଜିଓ କ‌ମ୍ପଲେକ୍ସ ନିକଟରେ ଥିବା ସିବିଆଇ ମୁଖ୍ୟକାର୍ଯ୍ୟାଳୟ ଭିତରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା।…

ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ ଛୁଇଁଲା…

ଭୁବନେଶ୍ୱର: କୋଭିଡ ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କଲା ଓଡ଼ିଶା। ଜାନୁଆରୀ ୧୬ରୁ ଦେଶବ୍ୟାପୀ ଟିକାକରଣ ଜାରି ରହିଛି। ରାଜ୍ୟରେ ଏବେ ସୁଦ୍ଧା ୨ କୋଟିରୁ ଅଧିକ ପ୍ରଥମ କୋଭିଡ୍ ଟିକା ନେଇଥିବା ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି। କୋଭିଡ୍ ବିରୋଧୀ ଯୁଦ୍ଧରେ ଲୋକଙ୍କ ସହଯୋଗ ସହ…

ପାକିସ୍ତାନକୁ ଲଜ୍ଜା: ସୁରକ୍ଷା ଦୃଷ୍ଟିରୁ…

ପାକିସ୍ତାନ: ପାକିସ୍ତାନକୁ ନ୍ୟୁଜିଲାଣ୍ଡର ଝଟକା ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନ ଗସ୍ତରେ ଆସିଥିବା ନ୍ୟୁଜିଲାଣ୍ଡ ଅଚାନକ ନିଜର ଗସ୍ତ ବାତିଲ୍ କରିଛି। ଏପରିକି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦେଶକୁ ଏହି ଲଜ୍ଜାଜନକ ଘଟଣାରୁ ବଞ୍ଚାଇବା ପାଇଁ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଫୋନ୍…

ମା’ ହେବାକୁ ଯାଉଛନ୍ତି କାଜଲ ଅଗ୍ରୱାଲ

ମା’ ହେବାକୁ ଯାଉଛନ୍ତି କାଜଲ୍ ମୁମ୍ବାଇ: ମା’ ହେବାକୁ ଯାଉଛନ୍ତି ଅଭିନେତ୍ରୀ କାଜଲ୍ ଅଗ୍ରୱାଲ। କାଜଲ ପ୍ରାୟତଃ ସୋସିଆଲ ମିଡିଆରେ ସ୍ୱାମୀ ଗୌତମ କିଚଲୁଙ୍କ ସହ ସୁନ୍ଦର ମୁହୂର୍ତ୍ତର ଫଟୋ ସେୟାର କରନ୍ତି। ବିବାହର ୧୧ ମାସ ପରେ, ସୂଚନା ମିଳିଛି ଯେ କାଜଲ ଅଗ୍ରୱାଲ ଗର୍ଭବତୀ ଅଛନ୍ତି। ଯଦିଓ କାଜଲ…