Odisha Link
Bridging the Missing Links in Odisha
Daily Archives

September 17, 2021

ଗାଧୋଇବା ବେଳେ ନଦୀରେ ବୁଡ଼ି ୨ ଭାଇ ମୃତ

ପିପିଲି: ଗାଧୋଇବା ବେଳେ ନଦୀରେ ବୁଡ଼ି ୨ ଭାଇ ମୃତ। ଡେଲାଙ୍ଗ ବ୍ଲକ ଧାନକେରା ପଞ୍ଚାୟତ ନାଗଣ ଗାଁରେ ଘଟିଛି ଏଭଳି ଅଘଟଣ।। ପିପିଲି ଲୁଣା ନଦୀରେ ଗାଧୋଇ ଯାଇଥିବା ବେଳେ ବୁଡିଯାଇଥିଲେ ଦୁଇ ଭାଇ। ଦୁଇ ଜଣଙ୍କୁ ଉଦ୍ଧାର କରି ଭୁବନେଶ୍ୱର ଶିଶୁଭବନ ଅଣାଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା…

ମହାନଦୀରେ ନାହିଁ ବନ୍ୟା ଆଶଙ୍କା:…

ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଉପୁଜୁଥିବାରୁ ଏହାକୁ ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ସୂଚନା ମୁତାବକ ଉପର ମୁଣ୍ଡରେ ବର୍ଷା କମିଛି ,ହୀରାକୁଦକୁ ଜଳ ପ୍ରବେଶ ମଧ୍ୟ କମିବାରେ ଲାଗିଛି ତେଣୁ ବର୍ତ୍ତମାନ ବନ୍ୟା ସ୍ଥିତି ଆଶଙ୍କା କରାଯାଉନାହିଁ। ବର୍ତ୍ତମାନ…

ମଦ ନିଶା ପାଇଁ ପୁଅକୁ ମାରି ପୋତି ଦେଲା…

ବାଲିଗୁଡ଼ା: ପୁଅର ମଦ ନିଶା ହେଲା କାଳ। ମଦ ନିଶା ଅସହ୍ୟ ହେବାରୁ ଶେଷରେ ଜନ୍ମ କଲା ପୁଅକୁ ମାରିଦେଲା ବାପା। ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ପରମପାଙ୍ଗା ପଞ୍ଚାୟତ ପାଙ୍ଗୁରମିଲା ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଚୈତନ ପୂଜାରୀ। ପୁଲିସ ହତ୍ୟାକାରୀ ବାପା ଭୁସ୍କର ପୂଜାରୀ ସମେତ…

ନାବାଳିକା ଗଣଦୁଷ୍କର୍ମ ମାମଲା, ୪…

ରାଇରଙ୍ଗପୁର: ନାବାଳିକା ଗଣଦୁଷ୍କର୍ମ ମାମଲା। ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି ପୁଲିସ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ଅଛନ୍ତି। ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।…

ଗଣେଶ ପୂଜା ପ୍ରସାଦ ଖାଇ ୩୦୦ ଅସୁସ୍ଥ

କାଶୀନଗର: ଗଣେଶ ପୂଜା ପ୍ରସାଦ ସେବନ କରି ଗୋଟିଏ ଗ୍ରାମର ୩ ଶହ ଲୋକ ଅସୁସ୍ଥ। ଏହି ଘଟଣା ଘଟିଛି କାଶୀନଗର ବ୍ଲକ ଅନ୍ତର୍ଗତ କିଡିଗାଁରେ। ଗତକାଲି ଗ୍ରାମରେ ଗଣେଶ ପୂଜା ଉପଲକ୍ଷେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଉକ୍ତ ଗ୍ରାମର ପ୍ରାୟ ୪୦୦ ଜଣ ଅନ୍ନପ୍ରସାଦ ସେବନ କରିଥିଲେ। ପ୍ରସାଦ ସେବନ…

ମୂର୍ତ୍ତି ଉଚ୍ଚତା ନେଇ ଆସିଲା ରାୟ

କଟକ: ମା ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗରେ ଆସିଲା ରାୟ। ମୂର୍ତ୍ତି ଉଚ୍ଚତା ବୃଦ୍ଧି କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି। ମୂର୍ତ୍ତି ଉଚ୍ଚତା ବିବାଦକୁ ନେଇ ହାଇକୋର୍ଟରେ କରାଯାଇଥିବା ଆବେଦନ ଖାରଜ ହୋଇଛି। କରୋନା କଟକଣା ଯୋଗୁଁ ଜାରି ହୋଇଥିବା ଗାଇଡଲାଇନ ଅନୁସାରେ ମୂର୍ତ୍ତି…

୫ ଦିନ ବନ୍ଦ ରହିବ ଭୁବନେଶ୍ବର…

ଭୁବନେଶ୍ବର: ଅଜିଠୁ ୫ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ଭୁବନେଶ୍ବର ଉପ-ଜିଲ୍ଲାପାଳ କାର୍ଯ୍ୟାଳୟ ଓ ତହସିଲ୍‌ କ୍ୟାର୍ଯ୍ୟାଳୟ। ସେପ୍ଟେମ୍ବର ୨୧ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି ବିଏମସି ପକ୍ଷରୁ ସୂଚନା ରହିଛି। ଉଭୟ ଅଫିସର ୫ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ…