Odisha Link
Bridging the Missing Links in Odisha
Daily Archives

September 27, 2021

ଓଡ଼ିଶା ସରକାରଙ୍କ ‘ମୋ ସ୍କୁଲ ଅଭିଯାନ’କୁ…

କଟକ: କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧର ପ୍ରମୁଖ ଅଂଶ ସ୍ବରୂପ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍ (ଓଏସ୍ଏଲ୍) ଓଡ଼ିଶା ସରକାରଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ମହତ୍ତ୍ବାକାଂକ୍ଷୀ ‘ମୋ ସ୍କୁଲ୍ ଅଭିଯାନ ପରିଚାଳନା ସଙ୍ଗଠନ’ କୁ କଟକ ଜିଲାରେ ସହଯୋଗ କରିବାକୁ ନିଷ୍ପତ୍ତି ନେଇଛି। ରାଜ୍ୟରେ ଥିବା…

ଗର୍ଭବତୀ ମହିଳାଙ୍କୁ ଗଣଦୁଷ୍କର୍ମ

ପାଟନା: ଗର୍ଭବତୀ ମହିଳାଙ୍କୁ ଘରୁ ଉଠାଇ ନେଇ ଗଣଦୁଷ୍କର୍ମ। ପରେ ଚେତାଶୂନ୍ୟ ଅବସ୍ଥାରେ ନେଇ ରେଲୱେ ଟ୍ରାକ୍‌ରେ ଫିଙ୍ଗିଦେଲେ ଦୁର୍ବୃତ୍ତ। ଏହିପରି ଏକ ଅମାନବୀୟ ଘଟଣା ଘଟିଛି ବିହାରର ପାଟନା ଠାରେ। ଏନେଇ ଅଭିଯୋଗ ହେବା ପରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଦୁଥଇ ଜଣ ହେଲେ ଅଙ୍କିତ୍ ଓ…

ଟିକ୍‌ଟକ୍ ଚ୍ୟାଲେଞ୍ଜ ପାଇଁ ୨୩ଟି ଚୁମ୍ବକ…

ନୂଆଦିଲ୍ଲୀ: ଆଜିକାଲି ପିଲାମାନେ ଟିକ୍‌ଟକ୍ ଚ୍ୟାଲେଞ୍ଜ କରୁଥିବା ବେଳେ ଏହା କେତେ ବିପଜ୍ଜନକ ହୋଇପାରେ ତାହା ଅନୁଭବ କରନ୍ତି ନାହିଁ। ନିକଟରେ ଇଂଲଣ୍ଡରେ ରହୁଥିବା ଜଣେ ୬ ବର୍ଷର ଝିଅ ମୋବାଇଲରେ ଟିକଟକ୍ ଚ୍ୟାଲେଞ୍ଜ ନାମରେ ନିଜ ଜୀବନକୁ ବିପଦରେ ପକାଇବାକୁ ପଛାଇନି। ସୂଚନା ଅନୁଯାୟୀ, ଇଂଲଣ୍ଡର ଇଷ୍ଟ…

କାଶ୍ମୀର ପ୍ରସଙ୍ଗରେ ତାଲିବାନର ବଡ଼ ବୟାନ

ନୂଆଦିଲ୍ଲୀ: କାଶ୍ମୀର ପ୍ରସଙ୍ଗରେ ତାଲିବାନର ବଡ଼ ବୟାନ। ତାଲିବାନ ମୁଖପାତ୍ର ଜବିହୁଲ୍ଲାହ ମୁଜାହିଦ ଅନ୍ତର୍ଜାତୀୟ ସମୁଦାୟ ସାମ୍ନାରେ ତାଲିବାନ ସରକାରକୁ ବାରମ୍ବାର ସମର୍ଥନ କରୁଥିବାରୁ ପାକିସ୍ତାନକୁ ପ୍ରଂଶସା କରିଛି। ଏପରିକି ବିଶ୍ୱ ସମୁଦାୟକୁ ଆଫଗାନିସ୍ତାନ ସହ ଯୋଡିବାକୁ ପାକିସ୍ତାନ ପ୍ରୟାସ…

ବାତ୍ୟା ଗୁଲାବ ନେଇ ଏସ୍‌ଆରସିଙ୍କ…

ଭୁବନେଶ୍ୱର: ବାତ୍ୟା ଗୁଲାବ ନେଇ ଏସ୍‌ଆରସିଙ୍କ ପ୍ରେସମିଟ୍। ପ୍ରେସମିଟ୍ ରେ ସେ କହିଛନ୍ତି ଯେ,ବର୍ତ୍ତମାନ ବାତ୍ୟାର କେନ୍ଦ୍ରବିନ୍ଦୁ ମାଲକାନଗିରି ଜିଲ୍ଲାରେ ରହିଛି। ୨ ରୁ ୩ ଘଣ୍ଟା ଭିତରେ ଏହା ସମ୍ପୂର୍ଣ୍ଣ ଭାବେ ଓଡ଼ିଶା ଅତିକ୍ରମ କରିବ। ତେବେ ପବନରବେଗ କେଉଁଠି ବି ଅଧିକ ହୋଇନାହିଁ। ଗଜପତି ଓ…

ଓଡ଼ିଶାରେ ତୃତୀୟ ଲହରର ପ୍ରଭାବ…

ଭୁବନେଶ୍ବର: ଓଡ଼ିଶାରେ ତୃତୀୟ ଲହରର ପ୍ରଭାବ ପଡି ନ ପାରେ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି। ବର୍ତ୍ତମାନ ଯେଉଁ ରାଜ୍ୟରେ ସଂକ୍ରମଣ ବଢ଼ିଛି ତାହା ସେତେ ଅଧିକ ନୁହେଁ। ସେହି ଟ୍ରେଣ୍ଡକୁ ଦେଖିଲେ ଲାଗୁଛି ଆମେ ଭଲ ସ୍ଥିତିରେ ରହିବ ବୋଲି ସେ କହିଛନ୍ତି। ବର୍ତ୍ତମାନ ଟ୍ରେଣ୍ଡ…

ଆରମ୍ଭ ହେଲା ‘ଆୟୁଷ୍ମାନ ଭାରତ ଡିଜିଟାଲ…

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଲା ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍ଫରେନ୍ସି ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି। ଏଣିକି ଗୋଟିଏ ପ୍ଲାଟଫର୍ମରେ ସବୁ ସୁବିଧା ମିଳିବ। ସାରା ଦେଶରେ ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ୍ ନେଇ ଗତ ବର୍ଷ ଅଗଷ୍ଟ ୧୫ ସ୍ୱାଧୀନତା…

ଅକ୍ଟୋବର ମାସରେ ୨୧ ଦିନ ବନ୍ଦ ରହିବ…

ନୂଆଦିଲ୍ଲୀ : ପାର୍ବଣ ଋତୁ ପାଇଁ ଅକ୍ଟୋବର ମାସରେ ବ୍ୟାଙ୍କଗୁଡିକ ୨୧ ଦିନ ପାଇଁ ବନ୍ଦ ରହିବ। ଦେଶର ଭିନ୍ନ ଭିନ୍ନ ରାଜ୍ୟ ପାଇଁ ଭିନ୍ନ ଭିନ୍ନ ଦିନ ବନ୍ଦ ରହିବ ବ୍ୟାଙ୍କ୍। ଅକ୍ଟୋବର ମାସରେ ଯଦି ବ୍ୟାଙ୍କରେ ଆପଣଙ୍କର କୌଣସି କାମ ଥାଏ ତେବେ ଛୁଟିଦିନ ତାଲିକା ଆଗ ଦେଖିନିଅନ୍ତୁ। ଅକ୍ଟୋବର ମାସରେ ଗାନ୍ଧୀ…

ଶିକ୍ଷକ ନିଯୁକ୍ତି ପରୀକ୍ଷାରେ…

ଜୟପୁର: ଶିକ୍ଷକ ନିଯୁକ୍ତି ପରୀକ୍ଷାରେ ‘ବ୍ଲୁଟୁଥ୍‌ ଚପଲ’ ପିନ୍ଧି କପି। ରାଜସ୍ଥାନ ସରକାରୀ ସ୍କୁଲ୍‌ଗୁଡ଼ିକ ପାଇଁ ଶିକ୍ଷକ ଚୟନ ନିମନ୍ତେ ଆୟୋଜିତ ପରୀକ୍ଷାରେ କପି ଉଦ୍ୟମ କରି ୫ଜଣ ପରୀକ୍ଷାର୍ଥୀ ଗିରଫ ହୋଇଛନ୍ତି। ସେମାନେ ପିନ୍ଧିଥିବା ଚପଲ ‘ସୋଲ୍‌’ରେ ‘ବ୍ଲୁଟୁଥ୍‌ ଡିଭାଇସ୍‌’ ଖଞ୍ଜା ଯାଇଥିବା କଥା…

ଆଇପିଏଲ୍‌ ବେଟିଂ ବେଳେ ଚଢ଼ାଉ, ୬ ଗିରଫ

ଦିଗପହଣ୍ଡି: ଆସିକା ପାଟପୁର ଥାନା ଅଞ୍ଚଳରେ ଏକ ବଡ଼ ଧରଣର ଆଇପିଏଲ ବେଟିଂକୁ ପଣ୍ଡ କରିଛି ପୁଲିସ। ଆଇପିଏଲ ବେଟିଂ ବେଳେ ଚଢ଼ାଉ କରିଛି ପୁଲିସ। ଏହି ମାମଲାରେ ୬ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ୧ ଲକ୍ଷ ୬୦ ହଜାରରୁ ଅଧିକ ଟଙ୍କା ସହ ୮ଟି ମୋବାଇଲ ଜବତ ହୋଇଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ…